ସୁପ୍ରିମକୋର୍ଟରେ ବ୍ୟାଙ୍କଗୁଡ଼ିକ ବିଜୟ ମାଲ୍ୟାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୪୦୦୦ କୋଟି ଟଙ୍କାର ଋଣ ପରିଶୋଧ କରିବା ନେଇ ପ୍ରସିଦ୍ଧ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଇଥିବା ପ୍ରସ୍ତାବକୁ ବ୍ୟାଙ୍କଗୁଡ଼ିକ ଆଜି ସୁପ୍ରିମ୍‌କୋର୍ଟରେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ସମେତ ଅନ୍ୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ମାଲ୍ୟାଙ୍କ ପ୍ରସ୍ତାବ ଗ୍ରହଣୀୟ ନୁହେଁ। ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ୧୭ଟି ବ୍ୟାଙ୍କକୁ ୪୦୦୦ କୋଟି ଟଙ୍କାର ଋଣ […]

vijay-mallya

vijay-mallya

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 08:36 AM IST

Sports

Latest News

vijay-mallyaନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୪୦୦୦ କୋଟି ଟଙ୍କାର ଋଣ ପରିଶୋଧ କରିବା ନେଇ ପ୍ରସିଦ୍ଧ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଇଥିବା ପ୍ରସ୍ତାବକୁ ବ୍ୟାଙ୍କଗୁଡ଼ିକ ଆଜି ସୁପ୍ରିମ୍‌କୋର୍ଟରେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ସମେତ ଅନ୍ୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ମାଲ୍ୟାଙ୍କ ପ୍ରସ୍ତାବ ଗ୍ରହଣୀୟ ନୁହେଁ।

ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ୧୭ଟି ବ୍ୟାଙ୍କକୁ ୪୦୦୦ କୋଟି ଟଙ୍କାର ଋଣ ଅର୍ଥ ପରିଶୋଧ କରିବା ପାଇଁ ମାଲ୍ୟା ପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ସୁପ୍ରିମ୍‌କୋର୍ଟ ତାଙ୍କ ପ୍ରସ୍ତାବ ଉପରେ ଜବାବ ରଖିବାକୁ ବ୍ୟାଙ୍କଗୁଡ଼ିକୁ କହିଥିଲେ। ଆଉ ଆଜି ବ୍ୟାଙ୍କଗୁଡ଼ିକ ସେମାନଙ୍କ ଜବାବ ରଖିଥିଲେ ଓ ମାଲ୍ୟାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହା ସହିତ ମାଲ୍ୟା ଦେଶରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ବ୍ୟାଙ୍କଗୁଡ଼ିକ କୋର୍ଟଙ୍କୁ ଅନୁରୋଧ କରିଥିଲେ। ତା’ହେଲେ ଯାଇ ମାଲ୍ୟା ଋଣ ପରିଶୋଧ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ନିଶ୍ଚିତ ହୋଇପାରିବ।

ଜଷ୍ଟିସ୍ କୁରିଆନ୍ ଯୋଶେଫ୍ ଓ ଆର୍‌.ଏଫ୍ ନରିମାନଙ୍କୁ ନେଇ ଗଠିତ ବେଞ୍ଚ ଏ ମାମଲାରେ ଶୁଣାଣି କରି ଏପ୍ରିଲ୍ ୨୧ ତାରିଖ ସୁଦ୍ଧା ନିଜ ସମ୍ପତ୍ତିର ବିବରଣୀ କୋର୍ଟରେ ଉପସ୍ଥାପନ କରିବାକୁ ବିଜୟ ମାଲ୍ୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ନିଜ ସଂପତ୍ତି ସହିତ ତାଙ୍କ ପତ୍ନୀ ଓ ସନ୍ତାନମାନଙ୍କର ସଂପତ୍ତିର ବିବରଣୀ ମଧ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବ୍ୟାଙ୍କଗୁଡ଼ିକ ସହିତ ଆଗକୁ କଥାବାର୍ତ୍ତା ଜାରି ରଖିବା ପାଇଁ ମାଲ୍ୟାଙ୍କୁ ଏକ ବଡ଼ ଆକାରର ଟଙ୍କା ପଇଠ କରିବାକୁ ପଡ଼ିବ। ସେ କେତେ ଟଙ୍କା ଜମା କରିପାରିବେ ସେ ନେଇ ମଧ୍ୟ ଏପ୍ରିଲ୍ ୨୧ ସୁଦ୍ଧା କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୨୬ ତାରିଖରେ ହେବ।

ମିଳିଥିବା ସୂଚନା ଅନୁଯାୟୀ ଋଣ ପରିଶୋଧ କରିବା ପାଇଁ ବ୍ୟାଙ୍କଗୁଡ଼ିକ ମାଲ୍ୟାଙ୍କଠାରୁ ଆହୁରି ଭଲ ପ୍ରସ୍ତାବ ଚାହୁଁଛନ୍ତି।

ସୂଚନାଯୋଗ୍ୟ, ବିଜୟ ମାଲ୍ୟା ଓ ତାଙ୍କର କିଙ୍ଗଫିସର ଏୟାରଲାଇନ୍ସ ୧୭ଟି ବ୍ୟାଙ୍କରୁ ୯୦୦୦ କୋଟିର ଅଧିକ ଟଙ୍କାର ଋଣ ନେଇଛନ୍ତି। ମାଲ୍ୟା ଇଂଲଣ୍ଡ ପଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story