‘ବିଜେପି ହେଉଛି ପ୍ରକୃତ ଟୁକଡେ ଟୁକଡେ ଗ୍ୟାଙ୍ଗ’

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଏନଡିଏର ହାତ ଛାଡ଼ିଥିବା ଶିରୋମଣି ଅକାଳୀ ଦଳ ପକ୍ଷରୁ ଆଜି ବିଜେପିକୁ ତୀବ୍ର ସମାଲୋଚନା କରାଯାଇଛି। ବିଜେପିର ନେତାମାନେ ସବୁ ପ୍ରସଙ୍ଗରେ ବିରୋଧ କରୁଥିବା ଲୋକଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗ କହି ସମାଲୋଚନା କରିଥିବା ନଜିର ରହିଛି। ହେଲେ ଆଜି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ବିଜେପିକୁ ପ୍ରକୃତ ଟୁକଡେଟୁକଡେ ଗ୍ୟାଙ୍ଗ କହିଛନ୍ତି। ବିଜେପି ଏବେ ପଞ୍ଜାବରେ ସଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ମଧ୍ୟ […]

fe

fe

Hemant Lenka
  • Published: Tuesday, 15 December 2020
  • Updated: 15 December 2020, 06:15 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଏନଡିଏର ହାତ ଛାଡ଼ିଥିବା ଶିରୋମଣି ଅକାଳୀ ଦଳ ପକ୍ଷରୁ ଆଜି ବିଜେପିକୁ ତୀବ୍ର ସମାଲୋଚନା କରାଯାଇଛି। ବିଜେପିର ନେତାମାନେ ସବୁ ପ୍ରସଙ୍ଗରେ ବିରୋଧ କରୁଥିବା ଲୋକଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗ କହି ସମାଲୋଚନା କରିଥିବା ନଜିର ରହିଛି।

ହେଲେ ଆଜି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ବିଜେପିକୁ ପ୍ରକୃତ ଟୁକଡେଟୁକଡେ ଗ୍ୟାଙ୍ଗ କହିଛନ୍ତି। ବିଜେପି ଏବେ ପଞ୍ଜାବରେ ସଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

କୃଷି ଆଇନ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନ କରୁ ସମର୍ଥନ କରୁଥିବା ସୁଖବୀର କହିଛନ୍ତି, “ବିଜେପି ଦେଶର ଏକତାକୁ ଖଣ୍ଡଖଣ୍ଡ କରିସାରିଲାଣି। ଦେଶର ପ୍ରକୃତ ଟୁକଡେ ଟୁକଡେ ଗ୍ୟାଙ୍ଗ ହେଉଛି ବିଜେପି। ବିଜେପି ଲଜ୍ଜାଜନକ ଭାବେ ହିନ୍ଦୁମାନଙ୍କୁ ମୁସଲିମମାନଙ୍କ ବିରୋଧରେ ଉସକାଉଛି। ପୂର୍ବରୁ ମଧ୍ୟ ବିଜେପି ଏଭଳି କରିଥିଲା।

ଏବେ ବିଜେପି ଶାନ୍ତିପ୍ରିୟ ପଞ୍ଜାବରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଚାହୁଁଛି। ଏଥିପାଇଁ ଦଳ ପଞ୍ଜାବରେ ଥିବା ହିନ୍ଦୁମାନଙ୍କୁ ଶିଖ ସଂପ୍ରଦାୟର ଲୋକଙ୍କ ବିରୋଧରେ ଉସକାଉଛି। ବିଶେଷ କରି ଚାଷୀମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ସେମାନେ ଦେଶାତ୍ମକବୋଧ ପଞ୍ଜାବକୁ ସାଂପ୍ରଦାୟିକ ଧୂଆଁରେ ନଷ୍ଟ କରିବାକୁ ବସିଛନ୍ତି। ଚାଷୀ ଆନ୍ଦୋଳନକୁ ବିଜେପି ହିନ୍ଦୁ ବନାମ ଶିଖ ବିବାଦ କରି ଦେଖାଇବାକୁ ଚାହୁଁଛି। ଏହାର ସବୁଠାରୁ ନିନ୍ଦାର ବିଷୟ। ଏହି ପ୍ରକ୍ରିୟା ଦିଲ୍ଲୀରେ ଆରମ୍ଭ କରାଯାଇଥିଲା। ଏବେ ଏହା ପଞ୍ଜାବରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି। ”

ସୋମବାର ମଧ୍ୟ ବାଦଲ ଏକାଧିକ ଟ୍ୱିଟ ଜରିଆରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରୁଛି ବୋଲି କହିଥିଲେ। ଅକାଳୀ ଦଳ ଏନଡିଏର ଅଂଶବିଶେଷ ଭାବେ ଦୀର୍ଘ ବର୍ଷ ହେଲା କାମ କରି ଆସୁଥିଲା। ହେଲେ କୃଷି ଆଇନକୁ ବିରୋଧ କରି ଅକାଳୀ ଦଳ ଏନଡିଏକୁ ଛାଡ଼ପତ୍ର ଦେଇଥିଲା। ଏଥିସହ ମୋଦି ସରକାରରେ ମନ୍ତ୍ରୀ ଥିବା ହର୍ସମିରତ କୌର ବାଦଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story