ରୋଚକ ମୋଡ଼ରେ କର୍ଣ୍ଣାଟକ ରାଜନୀତି: ସରକାର ଗଢ଼ିବାକୁ ରାଜ୍ୟପାଳଙ୍କୁ ସମୟ ମାଗିଲେ ଉଭୟ BJP ଓ JDS

କର୍ଣ୍ଣାଟକରେ କିଏ ଗଢିବ ସରକାର। ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଅନୁସାରେ କାହାରିକୁ ମିଳିନାହିଁ ଏକକ ସଂଖ୍ୟାଗରିଷ୍ଠତା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ୧୦୪ଟି ଆସନରେ ବିଜେପି ଜିତିଥିବା ବେଳେ ୭୮ଟି ସିଟରେ ଜିତିଛି କଂଗ୍ରେସ। ସେପଟେ ଆଞ୍ଚଳିକ ଦଳ ଜେଡିଏସ୍ ଖାତାରେ ଆସିଛି ୩୮ଟି ଆସନ। ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ.ୟେଦୁରପ୍ପା ରାଜ୍ୟପାଳ ବାଜୁବାଇ ବାଲାଙ୍କୁ ଭେଟିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। […]

Karnataka-Election-nwq1

Karnataka-Election-nwq1

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 06:29 PM IST

Sports

Latest News

କର୍ଣ୍ଣାଟକରେ କିଏ ଗଢିବ ସରକାର। ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଅନୁସାରେ କାହାରିକୁ ମିଳିନାହିଁ ଏକକ ସଂଖ୍ୟାଗରିଷ୍ଠତା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ୧୦୪ଟି ଆସନରେ ବିଜେପି ଜିତିଥିବା ବେଳେ ୭୮ଟି ସିଟରେ ଜିତିଛି କଂଗ୍ରେସ। ସେପଟେ ଆଞ୍ଚଳିକ ଦଳ ଜେଡିଏସ୍ ଖାତାରେ ଆସିଛି ୩୮ଟି ଆସନ। ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ.ୟେଦୁରପ୍ପା ରାଜ୍ୟପାଳ ବାଜୁବାଇ ବାଲାଙ୍କୁ ଭେଟିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଆଉ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ଲାଗି ୨୪ ଘଣ୍ଟା ସମୟ ମାଗିଛନ୍ତି। ସେପଟେ ସରକାର ଗଠନ ପାଇଁ କଂଗ୍ରେସ ଓ JDS ମଧ୍ୟରେ ଉଦ୍ୟମ ଆରମ୍ଭ ହୋଇଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଜେଡିଏସକୁ ସମର୍ଥନ ଘୋଷଣା କରିଛି କଂଗ୍ରେସ। ଜେଡିଏସ୍ ସରକାର ଗଢ଼ିଲେ କଂଗ୍ରେସ ନିଃସର୍ତ୍ତ ସମର୍ଥନ ଦେବ ବୋଲି ମଧ୍ୟ କହିଛି।

ସେପଟେ ମାଷ୍ଟରପ୍ଲାନର୍‌ ଅମିତ୍ ଶାହ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ, ପ୍ରକାଶ ଜେଭେଦକର ଓ ଜେପି ନଡ୍ଡାଙ୍କୁ ବେଙ୍ଗଲୁରୁ ପଠାଇଛନ୍ତି। ଏହି ନେତାମାନେ କର୍ଣ୍ଣାଟକର ରାଜନୈତିକ ସ୍ଥିତି ଅନୁଧ୍ୟାନ କରିବା ସହ ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବେ। ଏପଟେ କର୍ଣ୍ଣାଟକବାସୀ କଂଗ୍ରେସକୁ ପ୍ରତ୍ୟାଖାନ କରିଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ବି.ଏସ୍. ୟେଦ୍ୟୁରପ୍ପା। କଂଗ୍ରେସ ପଛଦ୍ୱାରରୁ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଛି ଓ ଏହାକୁ ଲୋକମାନେ କେବେ ବି ଗ୍ରହଣ କରିବେ ନାହିଁ ବୋଲି ୟେଦୁରପ୍ପା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story