ବିଧାୟକ କହିଲେ- ଝିଅ ରାଜି ନ ହେଲେ ଆମେ ଉଠାଇ ଆଣିବୁ... ମୋ ନମ୍ବର ନିଅ... ମତେ ଦେଖା କରିବ...

ନୂଆଦିଲ୍ଲୀ: ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଏବେ ନେତାମାନେ ଯେକୌଣସି ସ୍ତରକୁ ଖସି ଯାଉଛନ୍ତି। ଏହାର ସଦ୍ୟତମ ଉଦାହରଣ ସୃଷ୍ଟି କରିଛନ୍ତି ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ। ଯୁବଗୋଷ୍ଠୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଉଦ୍ୟମ କରି, ଅଡ଼ୁଆରେ ପଡ଼ିଛନ୍ତି ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପିର ଜଣେ ବିଧାୟକ। ତାଙ୍କ ନାଁ ରାମ୍‌ କଦମ୍‌। ମୁମ୍ବାଇରେ ଆୟୋଜିତ ଏକ ସାଧାରଣ ସଭାରେ ରାମ୍‌ କଦମ୍‌ ଯୁବକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ, ପ୍ରେମିକମାନଙ୍କ ପାଇଁ ଆମେ ଝିଅମାନଙ୍କୁ ଅପହରଣ କରିବାକୁ […]

up

up

Hemant Lenka
  • Published: Tuesday, 04 September 2018
  • Updated: 04 September 2018, 02:39 PM IST

Sports

Latest News

ନୂଆଦିଲ୍ଲୀ: ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଏବେ ନେତାମାନେ ଯେକୌଣସି ସ୍ତରକୁ ଖସି ଯାଉଛନ୍ତି। ଏହାର ସଦ୍ୟତମ ଉଦାହରଣ ସୃଷ୍ଟି କରିଛନ୍ତି ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ।

ଯୁବଗୋଷ୍ଠୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଉଦ୍ୟମ କରି, ଅଡ଼ୁଆରେ ପଡ଼ିଛନ୍ତି ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପିର ଜଣେ ବିଧାୟକ। ତାଙ୍କ ନାଁ ରାମ୍‌ କଦମ୍‌। ମୁମ୍ବାଇରେ ଆୟୋଜିତ ଏକ ସାଧାରଣ ସଭାରେ ରାମ୍‌ କଦମ୍‌ ଯୁବକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ, ପ୍ରେମିକମାନଙ୍କ ପାଇଁ ଆମେ ଝିଅମାନଙ୍କୁ ଅପହରଣ କରିବାକୁ ପ୍ରସ୍ତୁତ। ତାଙ୍କର ଏହି ଖୋଲା ମନ୍ତବ୍ୟକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି ହୋଇଛି।

ବିଧାୟକ ରାମ୍‌ କଦମ୍‌ ଘାଟକୋପାରଠାରେ ଆୟୋଜିତ ଏକ ଦହିହାଣ୍ଡି କାର୍ଯ୍ୟକ୍ରମରେ ଯୋଗଦେଇ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି- “ଆପଣ (ଯୁବକମାନେ)ମାନେ ମୋତେ ଯେକୌଣସି କାମ ପାଇଁ ଅନାୟାସରେ ଭେଟି ପାରିବେ। ବିଶେଷ କରି ଯେଉଁ ଯୁବକମାନେ ପ୍ରେମରେ ବିଫଳ ହୋଇଛନ୍ତି, ସେମାନଙ୍କୁ ମୁଁ ସବୁ ପ୍ରକାରର ସହାୟତା କରିବାକୁ ପ୍ରସ୍ତୁତ ଅଛି। ଯୁବକମାନେ ସେମାନଙ୍କ ବାପାମା’ଙ୍କ ସହ ମୋତେ ଦେଖା କରିବାକୁ ଆସନ୍ତୁ। ମୁଁ ସେମାନଙ୍କୁ ଶତ ପ୍ରତିଶତ ସାହାଯ୍ୟ କରିବି। ସେମାନଙ୍କ ବାପା ମା’ ଯାହା କହିବେ, ମୁଁ ସେଇ ଅନୁସାରେ କାମ କରିବି। ଦରକାର ପଡ଼ିଲେ ମୁଁ ଝିଅକୁ ଅପହରଣ କରିବାକୁ ମଧ୍ୟ ପଛାଇବି ନାହିଁ। ସେମାନଙ୍କୁ ଅପହରଣ କରି ଯୁବକଙ୍କୁ ବାହା ହେବାକୁ ରାଜି କରାଇବି।”

ଏପରି କଥା କହିବା ପରେ ସଭାସ୍ଥଳରେ ଖୁବ୍ କୋଳାହଳ ହୋଇଥିଲା। ଯେହେତୁ ବିଧାୟକ ଏ କଥା କହୁଛନ୍ତି, ସମସ୍ତେ ଏହାର ମଜା ନେଇଥିଲେ। ତେବେ ବିଧାୟକ ମହାଶୟ କେବଳ ଏମିତି କହିନଥିଲେ, ଏହାପରେ ସେ ଉପସ୍ଥିତ ଯୁବକମାନଙ୍କୁ ତାଙ୍କ ମୋବାଇଲ୍‌ ନମ୍ବର ମଧ୍ୟ ଦେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହୋଇଛି।

ଏହି ଘଟଣାକୁ ବିଜେପିର ମହାରାଷ୍ଟ୍ର ସହଯୋଗୀ ଶିବସେନା ତୀବ୍ର ସମାଲୋଚନା କରିଛି। ଦେଖନ୍ତୁ ଓ ଶୁଣନ୍ତୁ ଡ. ଜିତେନ୍ଦ୍ର ଆହ୍ୱାଦ ଟ୍ୱିଟ୍‌ କରିଥିବା ନିମ୍ନ ଭିଡିଓଟି।

https://twitter.com/twitter/statuses/1036856589339295744

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story