ବିଜେପି ବିଧାୟକଙ୍କୁ ପାକିସ୍ତାନର ଧମକ, ପୂରା ପରିବାରକୁ ମାରିଦେବୁ

ମୁରାଦାବାଦ: ବିଜେପି ବିଧାୟକଙ୍କୁ ମିଳିଲା ପାକିସ୍ତାନରୁ ଧମକ। ଉତ୍ତର ପ୍ରଦେଶ ମୁରାଦାବାଦର ବିଜେପି ବିଧାୟକ ରିତେଶ ଗୁପ୍ତାଙ୍କୁ ଏକ ପାକିସ୍ତାନୀ ମୋବାଇଲ୍ ନମ୍ବରରୁ ଧମକ ମିଳିଥିବା ଜଣାପଡ଼ିଛି। ପାକିସ୍ତାନରୁ ଜଣେ ବ୍ୟକ୍ତି ହ୍ୱାଟ୍ସଆପ୍ ଭଏସ୍ କଲ୍ ଓ ଭିଡିଓ କଲ୍ ଜରିଆରେ ବିଜେପି ବିଧାୟକ ସମେତ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଧମକ ଦେଇଥିବା ବ୍ୟକ୍ତି ଜଣକ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଛନ୍ତି। କଲ୍ କରିଥିବା ବ୍ୟକ୍ତି […]

bjp

bjp

Ranjit Kumar Jena
  • Published: Monday, 01 February 2021
  • Updated: 01 February 2021, 07:00 PM IST

Sports

Latest News

ମୁରାଦାବାଦ: ବିଜେପି ବିଧାୟକଙ୍କୁ ମିଳିଲା ପାକିସ୍ତାନରୁ ଧମକ। ଉତ୍ତର ପ୍ରଦେଶ ମୁରାଦାବାଦର ବିଜେପି ବିଧାୟକ ରିତେଶ ଗୁପ୍ତାଙ୍କୁ ଏକ ପାକିସ୍ତାନୀ ମୋବାଇଲ୍ ନମ୍ବରରୁ ଧମକ ମିଳିଥିବା ଜଣାପଡ଼ିଛି। ପାକିସ୍ତାନରୁ ଜଣେ ବ୍ୟକ୍ତି ହ୍ୱାଟ୍ସଆପ୍ ଭଏସ୍ କଲ୍ ଓ ଭିଡିଓ କଲ୍ ଜରିଆରେ ବିଜେପି ବିଧାୟକ ସମେତ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଧମକ ଦେଇଥିବା ବ୍ୟକ୍ତି ଜଣକ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଛନ୍ତି।

କଲ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ପାକିସ୍ତାନୀ ବୋଲି କହିଛନ୍ତି। ଏହି ଧମକ ମିଳିବା ପରେ ବିଧାୟକ ରିତେଶ ଗୁପ୍ତା ମୁରାଦାବାଦ ଥାନାରେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ବିଧାୟକ ରିତେଶଙ୍କୁ ପାକିସ୍ତାନରୁ ଧମକ ମିଳିଥିଲା। ଯାହା ପରେ ମୁରାଦାବାଦ ପୁଲିସ୍ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଥିଲା। ଏବେ ପୁଣିଥରେ ବିଧାୟକଙ୍କୁ ଧମକ ମିଳିବା ପରେ ପୁଲିସ୍ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ସୁରକ୍ଷାକୁ ବଢ଼ାଇ ଦେଇଛି।

विधायक रितेश गुप्ता ने थाने में दी तहरीर

ଏବେ ବିଧାୟକଙ୍କୁ ଧମକ ମିଳିବା ପରେ ପୁଲିସ୍ ଅଧିକ ସତର୍କ ହୋଇପଡ଼ିଛି। ଏହା ପୂର୍ବରୁ ଶୁକ୍ରବାର ଇଟାୱାରେ ଉତ୍ତର ପ୍ରଦେଶ ବିଧାନ ପରିଷଦର ମହିଳା ଓ ଶିଶୁ ବିକାଶ କମିଟିର ସଭାପତି ଏବଂ ସଦର ବିଧାୟକ ସରିତା ଭଦୌରିଆଙ୍କ ସମେତ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story