ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କ ପୁଅ ଗିରଫ

କୋଲକାତା: ବିଜେପି ସାଂସଦ ତଥା ଅଭିନେତ୍ରୀ ରୁପା ଗାଙ୍ଗୁଲିଙ୍କ ପୁଅ ଆକାଶ ମୁଖୋପାଧ୍ୟାୟ(୨୦) ବେପରୁଆ ଗାଡ଼ି ଚଳାଉଥିବା ଅଭିଯୋଗରେ ଗତକାଲି ବିଳମ୍ୱିତ ରାତିରେ ଗିରଫ ହୋଇଛନ୍ତି। କୋଲକାତା କ୍ଲବ(ରୟାଲ କାଲକାଟା ଗଲ୍ଫ କ୍ଲବ)ର ପାଚେରୀ କାନ୍ଥରେ ଆକାଶ ତାଙ୍କ କାର ବାଡ଼େଇ ଦେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ସେ ମଦ ପିଇ ଗାଡ଼ି ଚଳାଉଥିଲେ ବୋଲି ଅଭିଯୋଗ ହୋଇଛି। ପୁଲିସ ସାଂସଦ ଗାଙ୍ଗୁଲିଙ୍କ ପୁଅକୁ ଗିରଫ କରି ରଖିଛି। ଆକାଶ ଗାଡ଼ି ଚଳାଇବା ବେଳେ […]

BJP-MP-Roopa-Gangulys-Son-20-Arrested

BJP-MP-Roopa-Gangulys-Son-20-Arrested

Subhransu Sekhar
  • Published: Friday, 16 August 2019
  • Updated: 16 August 2019, 01:15 PM IST

Sports

Latest News

କୋଲକାତା: ବିଜେପି ସାଂସଦ ତଥା ଅଭିନେତ୍ରୀ ରୁପା ଗାଙ୍ଗୁଲିଙ୍କ ପୁଅ ଆକାଶ ମୁଖୋପାଧ୍ୟାୟ(୨୦) ବେପରୁଆ ଗାଡ଼ି ଚଳାଉଥିବା ଅଭିଯୋଗରେ ଗତକାଲି ବିଳମ୍ୱିତ ରାତିରେ ଗିରଫ ହୋଇଛନ୍ତି। କୋଲକାତା କ୍ଲବ(ରୟାଲ କାଲକାଟା ଗଲ୍ଫ କ୍ଲବ)ର ପାଚେରୀ କାନ୍ଥରେ ଆକାଶ ତାଙ୍କ କାର ବାଡ଼େଇ ଦେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ସେ ମଦ ପିଇ ଗାଡ଼ି ଚଳାଉଥିଲେ ବୋଲି ଅଭିଯୋଗ ହୋଇଛି।
ପୁଲିସ ସାଂସଦ ଗାଙ୍ଗୁଲିଙ୍କ ପୁଅକୁ ଗିରଫ କରି ରଖିଛି। ଆକାଶ ଗାଡ଼ି ଚଳାଇବା ବେଳେ ମଦ ପିଇଥିଲେ କି ନାହିଁ, ତାହା ଆଜି ପରୀକ୍ଷା ହେବା ପରେ ପୁଲିସ ସ୍ପଷ୍ଟ କରିବ।

ପୁଅ ଆକାଶ ଗିରଫ ହୋଇଥିବାର ଖବର ମିଳିବା ପରେ ସାଂସଦ ରୁପା ଗାଙ୍ଗୁଲି ସିରିଜ୍ ଟୁଇଟ୍ କରିଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ତାଙ୍କ ଘର ନିକଟରେ ଦୁର୍ଘଟଣାର ଶିକାର ହୋଇଛି। "ମୁଁ ପୁଲିସକୁ ଫୋନ୍ କରି ତା'ର ଯତ୍ନ ନେବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ମୁଁ ପୁଅକୁ ଭଲ ପାଏ। କିନ୍ତୁ ଆଇନ ଅନୁଯାୟୀ ସେ ଦଣ୍ଡିତ ହେବ। ନା ମୁଁ ଭୁଲ କରେ, ନା ମୁଁ ଭୁଲକୁ ସହେ। ମୁଁ ବିକ୍ରି ହୁଏ ନାହିଁ " ବୋଲି ସେ ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି।

ଏହାପରେ ସେ ଆଉ ଏକ ଟୁଇଟ କରି କହିଛନ୍ତି, "ମୁଁ ଅପରାହ୍ନ ୩ଟାରେ ତାକୁ(ଆକାଶ)କୁ ଫୋନ୍ କରି ସେ ମଧ୍ୟାହ୍ନ ଭୋଜନ ଖାଇଛି କି ନାହିଁ ଏବଂ ଅନ୍ୟାନ୍ୟ ଜିନିଷ ବାବଦରେ ପଚାରି ବୁଝିଥିଲି। କିନ୍ତୁ ମୁଁ ଏବେ ତା ବାବଦରେ ମିଡିଆରୁ ଅନେକ କଥା ଶୁଣୁଛି। ଅଗଷ୍ଟ ୧୫ ସକାଳେ ସେ ଦିଲ୍ଲୀରୁ ୭ଟା ୫୦ରେ ଫ୍ଲାଇଟରେ ଯାଇଥିଲା" ବୋଲି ସାଂସଦ ଗାଙ୍ଗୁଲି କହିଛନ୍ତି। ଏଥିସହ ପୁଅ ନାଁରେ ଆସିଥିବା ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆକାଶ ଗତକାଲି ରାତିରେ କାର ଚଳାଇବା ବେଳେ ଏକ ଟର୍ଣ୍ଣ ନେଉଥିଲେ। କିନ୍ତୁ ତାଙ୍କ ଗାଡ଼ିର ସ୍ପୀଡ ଅଧିକ ରହିଥିବାରୁ କୋଲକାତା କ୍ଲବର ପାଚେରୀ କାନ୍ଥରେ ବାଡ଼େଇ ହୋଇଯାଇଥିଲା। ଆକାଶଙ୍କ ଗାଡ଼ିର ଅଧିକ କ୍ଷତି ହୋଇଥିବା ବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି। ଆକାଶଙ୍କ ବାପା ଆସି ତାଙ୍କୁ କାରରୁ ବାହାର କରିଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାପରେ ଆକାଶ ତାଙ୍କ ସାଙ୍ଗଙ୍କ ଘରେ ଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story