ସିଏଏ: କଂଗ୍ରେସ, ଟିଏମ୍‌ସି ଏବଂ ବାମଦଳଙ୍କ ବିରୋଧରେ ପାଲଟା ଆନ୍ଦୋଳନ କରିବ ବିଜେପି

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ ବାବଦରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ବାମଦଳଗୁଡ଼ିକ ଗୁଜବ ପ୍ରଚାର କରୁଥିବା ଅଭିଯୋଗ ଆଣି ଏମାନଙ୍କ ବିରୋଧରେ ପାଲଟା ଆନ୍ଦୋଳନ କରିବ ବିଜେପି। ଏନେଇ ବିଜେପି କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଏବଂ ପଞ୍ଜାବର ବିଜେପି ସଭାପତିମାନଙ୍କୁ ବିକ୍ଷୋଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ସର୍କୁଲାରରେ କୁହାଯାଇଛି ଉପରୋକ୍ତ ଦଳମାନେ ଗୁଜବ ପ୍ରଚାର କରୁଛନ୍ତି। ସୂଚନାଯୋଗ୍ୟ ଯେ, ଏହି ବିଲ୍‌ ପାରିତ ହେବା […]

jp nadda

jp nadda

Subrat Kumar Nayak
  • Published: Sunday, 15 December 2019
  • Updated: 15 December 2019, 10:32 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ ବାବଦରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ବାମଦଳଗୁଡ଼ିକ ଗୁଜବ ପ୍ରଚାର କରୁଥିବା ଅଭିଯୋଗ ଆଣି ଏମାନଙ୍କ ବିରୋଧରେ ପାଲଟା ଆନ୍ଦୋଳନ କରିବ ବିଜେପି। ଏନେଇ ବିଜେପି କାର୍ଯ୍ୟକାରୀ ସଭାପତି ଜଗତ ପ୍ରକାଶ ନଡ୍ଡା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଏବଂ ପଞ୍ଜାବର ବିଜେପି ସଭାପତିମାନଙ୍କୁ ବିକ୍ଷୋଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ସର୍କୁଲାରରେ କୁହାଯାଇଛି ଉପରୋକ୍ତ ଦଳମାନେ ଗୁଜବ ପ୍ରଚାର କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ବିଲ୍‌ ପାରିତ ହେବା ପରେ ପଶ୍ଚିମବଙ୍ଗ ସମେତ ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଛି। କଂଗ୍ରେସ, ଟିଏମ୍‌ସି ଏବଂ ସିପିଏମ୍‌ ଆଦି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଜେପିର ମେଣ୍ଟ ସହଯୋଗୀ ନାଗରିକତା ବିଲ୍‌ ବିରୋଧରେ ରିଟ୍‌ ପିଟିସନ୍‌ କରିବ ବୋଲି କହିଛି। ଅନ୍ୟପକ୍ଷରେ ବିଜେପିର ଅନ୍ୟ ଏକ ସହଯୋଗୀ ତଥା ‘ହିନ୍ଦୁତ୍ୱ’ ରାଜନୀତି କରୁଥିବା ଶିବସେନା ଏଯାଏ ମତ ସ୍ପଷ୍ଟ କରିପାରିନାହିଁ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆନ୍ଦୋଳନକୁ ସମର୍ଥନ ଦେଇଥିବାବେଳେ ହିଂସା ନକରିବାକୁ ପରାମର୍ଶ ଦେଇଥିଲେ। ତେବେ ବିଜେପି ଅଭିଯୋଗ ଆଣିଛି ମମତା ରାଜନୀତିକ ଫାଇଦା ପାଇଁ ଏଭଳି ହିଂସା କରାଉଛନ୍ତି। ତୃଣମୂଳ କଂଗ୍ରେସ ସରକାର ନାଗରିକତା ଆଇନ ଲାଗୁ କରିବେ ନାହିଁ ବୋଲି ବିଜ୍ଞାପନ ଦେଇଛନ୍ତି। କିନ୍ତୁ ଏହି ବିଜ୍ଞାପନ ସବୁ ଅଣସାମ୍ବିଧାନିକ ଏବଂ ଲୋକଙ୍କ ଟଙ୍କାର ଅପରାଧିକ ବ୍ୟବହାର ବୋଲି କହିଛନ୍ତି ରାଜ୍ୟପାଳ ଜଗଦୀପ ଧନକର। ସରକାର ଏସବୁ ପ୍ରତ୍ୟାହାର କରିବାକୁ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story