ଡଙ୍ଗା ବୁଡି ୪ ମୃତ, ୭୭ ଜଣ ଉଦ୍ଧାର

ଜାକର୍ତ୍ତା: ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଇଥିବା ବେଳେ ଏକ ବୋଟ୍‌ ପୂର୍ବ ଇଣ୍ଡୋନେସିଆର ଉତ୍ତର ମାଲୁକୁ ପ୍ରୋଭିନେନ୍ସ ନିକଟରେ ବୁଡି ଯାଇଛି। ଉଦ୍ଧାରକାରୀ ଟିମ୍‌ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅନେକ ନିଖୋଜମାନଙ୍କୁ ଖୋଜା ଚାଲିଛି। ଦୁର୍ଘଟଣା ପରେ ପ୍ରାୟ ୭୭ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୧୦ ଜଣ ପିଲା ଥିଲେ। ଡଙ୍ଗାର ଇଞ୍ଜିନ୍‌ ଖରାପ ହୋଇଯିବା ସହ ପ୍ରବଳ ବେଗରେ ପବନ […]

migranti

migranti

Rakesh Mallick
  • Published: Thursday, 29 December 2016
  • Updated: 04 May 2017, 03:44 PM IST

ଜାକର୍ତ୍ତା: ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଇଥିବା ବେଳେ ଏକ ବୋଟ୍‌ ପୂର୍ବ ଇଣ୍ଡୋନେସିଆର ଉତ୍ତର ମାଲୁକୁ ପ୍ରୋଭିନେନ୍ସ ନିକଟରେ ବୁଡି ଯାଇଛି। ଉଦ୍ଧାରକାରୀ ଟିମ୍‌ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅନେକ ନିଖୋଜମାନଙ୍କୁ ଖୋଜା ଚାଲିଛି।

ଦୁର୍ଘଟଣା ପରେ ପ୍ରାୟ ୭୭ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୧୦ ଜଣ ପିଲା ଥିଲେ।

ଡଙ୍ଗାର ଇଞ୍ଜିନ୍‌ ଖରାପ ହୋଇଯିବା ସହ ପ୍ରବଳ ବେଗରେ ପବନ ବୋହିବାରୁ ଡଙ୍ଗାଟି ଭାରସାମ୍ୟ ବୁଡ଼ି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story