ବ୍ରିଟିଶ ନାଗରିକତ୍ୱ ପାଇଁ ଚେଷ୍ଟା ଚଳାଇଛନ୍ତି ରବର୍ଟ ଭଦ୍ରା: ସ୍ୱାମୀ

ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଏବେ ଚୀନରେ ବେଜିଂରେ ଅଛନ୍ତି। ତେବେ ସେଠାରେ ଥାଇ ବି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ସେ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,“ଲଣ୍ଡନରେ ରବର୍ଟ ଭଦ୍ରାଙ୍କର ଯେଉଁ ସବୁ ସଂପତ୍ତି ରହିଛି ସେଗୁଡ଼ିକର ଯାଞ୍ଚ ହେବା ଆବଶ୍ୟକ। ତାଙ୍କର ବ୍ରିଟେନ୍‌ରେ ଅନେକ ବେନାମୀ ସଂପତ୍ତି ଅଛି।” ସ୍ୱାମୀ ଆହୁରି ଅଭିଯୋଗ କରିଛନ୍ତି ଯେ ରବର୍ଟ ଭଦ୍ରା ବ୍ରିଟିଶ ନାଗରିକତ୍ୱ ପାଇବା ପାଇଁ […]

swamy

swamy

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 06:30 AM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଏବେ ଚୀନରେ ବେଜିଂରେ ଅଛନ୍ତି। ତେବେ ସେଠାରେ ଥାଇ ବି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କୁ ସେ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,“ଲଣ୍ଡନରେ ରବର୍ଟ ଭଦ୍ରାଙ୍କର ଯେଉଁ ସବୁ ସଂପତ୍ତି ରହିଛି ସେଗୁଡ଼ିକର ଯାଞ୍ଚ ହେବା ଆବଶ୍ୟକ। ତାଙ୍କର ବ୍ରିଟେନ୍‌ରେ ଅନେକ ବେନାମୀ ସଂପତ୍ତି ଅଛି।”

ସ୍ୱାମୀ ଆହୁରି ଅଭିଯୋଗ କରିଛନ୍ତି ଯେ ରବର୍ଟ ଭଦ୍ରା ବ୍ରିଟିଶ ନାଗରିକତ୍ୱ ପାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ତାଙ୍କୁ ବ୍ରିଟିଶ ନାଗରିକତ୍ୱ ମିଳିବା ପୂର୍ବରୁ ଭାରତ ସରକାର ଏନେଇ ଠୋସ୍ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।”

ଅନ୍ୟପକ୍ଷରେ କଂଗ୍ରେସ ଏ ସବୁ ଅଭିଯୋଗ ଭିତ୍ତିହୀନ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story