ପାହାଡ଼ ଉପରେ ଚୀନ ବିରୋଧରେ ଏବେ ଭାରତର ବ୍ରହ୍ମାସ୍ତ୍ର ହେବ ‘ବ୍ରହ୍ମୋସ୍’

ନୂଆଦିଲ୍ଲୀ: ଚୀନକୁ ଲାଗିଥିବା ଅରୁଣାଚଳ ସୀମାରେ ସେନା ବାହିନୀ ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଚତୁର୍ଥ ରେଜିମେଣ୍ଟ ପ୍ରସ୍ତୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ନିକଟରେ ସୁରକ୍ଷା ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ସେନା ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଚତୁର୍ଥ ରେଜିମେଣ୍ଟରେ ୧୦୦ଟି କ୍ଷେପଣାସ୍ତ୍ର ସାମିଲ ହେବ। ଲେହ ଠାରୁ ଅରୁଣାଚଳ ପର୍ଯ୍ୟନ୍ତ ଉଚ୍ଚ ପାହାଡ଼ରେ ଚୀନ ଭଳି ଶକ୍ତିଶାଳୀ ଦେଶ ସହ ମୁକାବିଲା କରିବା ପାଇଁ ସେନାକୁ ବ୍ରହ୍ମୋସ […]

BRAHMOS

BRAHMOS

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 04:13 PM IST

Sports

Latest News

ନୂଆଦିଲ୍ଲୀ: ଚୀନକୁ ଲାଗିଥିବା ଅରୁଣାଚଳ ସୀମାରେ ସେନା ବାହିନୀ ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଚତୁର୍ଥ ରେଜିମେଣ୍ଟ ପ୍ରସ୍ତୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ନିକଟରେ ସୁରକ୍ଷା ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ସେନା ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଚତୁର୍ଥ ରେଜିମେଣ୍ଟରେ ୧୦୦ଟି କ୍ଷେପଣାସ୍ତ୍ର ସାମିଲ ହେବ। ଲେହ ଠାରୁ ଅରୁଣାଚଳ ପର୍ଯ୍ୟନ୍ତ ଉଚ୍ଚ ପାହାଡ଼ରେ ଚୀନ ଭଳି ଶକ୍ତିଶାଳୀ ଦେଶ ସହ ମୁକାବିଲା କରିବା ପାଇଁ ସେନାକୁ ବ୍ରହ୍ମୋସ କ୍ରୁଜ୍ କ୍ଷେପଣାସ୍ତ୍ର ଯୋଗାଇ ଦିଆଯିବ ଯାହା ବଳରେ ପାହାଡ଼ ଉପରେ ତିଆରି ହୋଇଥିବା ଶତୃର ଶିବିରଗୁଡ଼ିକୁ ନଷ୍ଟ କରିବାରେ ସକ୍ଷମ ହୋଇପାରିବ।

ସେନା ପାଖରେ ‘ଷ୍ଟିପ୍ ଡାଇଭ୍’ (ଦ୍ରୁତଗତିରେ ତଳକୁ ଖସୁଥିବା) ବ୍ରହ୍ମୋସ ଭଳି ଘାତକ କ୍ଷେପଣାସ୍ତ୍ର ରହିଲେ ଏହା ଚୀନ ସହ ଲାଗିଥିବା ପାହାଡ଼ିଆ ସୀମା ଉପରେ ଅଭିଯାନକୁ ସଫଳ କରିପାରିବ। ବ୍ରହ୍ମୋସ କ୍ଷେପଣାସ୍ତ୍ରର ‘ଷ୍ଟିପ୍ ଡାଇଭ’କୁ ନିକଟରେ ଆଣ୍ଡାମାନ ନିକୋବରେ ପରୀକ୍ଷା କରାଯାଇଥିଲା। ଏହି ଲକ୍ଷ୍ୟସ୍ଥଳକୁ ୭୦ରୁ ୯୦ ଡିଗ୍ରୀ କୋଣୁ କିମ୍ବା ସିଧାସଳଖ ମୁଣ୍ଡ ଉପରୁ ଭେଦ କରିବାର ସମର୍ଥ। ସେନ୍ସର ଓ ଉପଗ୍ରହ ଖଚିତ ଏହି କ୍ଷେପଣାସ୍ତ୍ରକୁ ସୁପରସୋନିକ ଗତିରେ ବଡ଼ ବିପଦପୂର୍ଣ୍ଣ ଚାଳନା ଦ୍ୱାରା ୨୯୦ କି.ମି ଦୂରତ୍ୱ ବିଶିଷ୍ଟ ଲକ୍ଷ୍ୟକୁ ଭେଦ କରିବା ପାଇଁ ନିର୍ଦ୍ଦେଶିତ କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story