ପାଟଣା: ଇଣ୍ଟରମିଡ଼ିଏଟ୍ ପରୀକ୍ଷା ୨୦୧୬ ଟପ୍ପର ଅନିୟମିତ ମାମଲାରେ ବିହାର ବିଦ୍ୟାଳୟ ପରୀକ୍ଷା ସମିତି (ବିଏସ୍ଇବି)ର ପୂର୍ବ ସଚିବ ହରିହର ନାଥ ଝାଙ୍କୁ ଆଜି ପୋଲିସ ଗରଫ କରିଛି।
ବରିଷ୍ଠ ପୋଲିସ ଅଧୀକ୍ଷକ ମନୁ ମହାରାଜ କହିଛନ୍ତି ଯେ ବିଶେଷ ଅନୁସନ୍ଧାନକାରୀ ଟିମ୍ ‘ଏସ୍ଆଇଟି’ର ପ୍ରମାଣ ଯୋଗ୍ୟ ତଥ୍ୟ ଆଧାରରେ ଇଣ୍ଟରମିଡ଼ିଏଟ୍ ୨୦୧୬ ପରୀକ୍ଷା ଟପ୍ପର ଅନିୟମିତତା ମାମ୍ଲାରେ ଝାଙ୍କୁ ଗିରଫ କରାଯାଇଛି। ଗିରଫ ଝାଙ୍କୁ ନ୍ୟାୟକ ହେପାଜତକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଛି।
ମହାରାଜ କହିଛନ୍ତି, “ଝାଙ୍କ ଗିରଫ ସହିତ ଏହି ମାମ୍ଲାରେ (ବିଏସ୍ଇବି)ର ପୂର୍ବ ଅଧ୍ୟକ୍ଷ ଲାଲକେଶ୍ୱର ସିଂହ ତାଙ୍କ ପତ୍ନୀ ଏବଂ କ୍ଷମତାସୀନ ଜେଡ଼ିୟୁର ପୂର୍ବତନ ବିଧାୟକ ଉଷା ସିହ୍ନା, ବୈଶାଳୀ ଜିଲ୍ଲା ସ୍ଥିତ ବିଶୁନ୍ ରାୟ କଲେଜ ଅଧ୍ୟକ୍ଷ ବଚ୍ଚା ରାୟଙ୍କ ସମେତ ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।