‘ବିଏସ୍‌ଇବି’ ସଚିବ ହରିହର ନାଥ ଝା ଗରିଫ

ପାଟଣା: ଇଣ୍ଟରମିଡ଼ିଏଟ୍ ପରୀକ୍ଷା ୨୦୧୬ ଟପ୍ପର ଅନିୟମିତ ମାମଲାରେ ବିହାର ବିଦ୍ୟାଳୟ ପରୀକ୍ଷା ସମିତି (ବିଏସ୍‌ଇବି)ର ପୂର୍ବ ସଚିବ ହରିହର ନାଥ ଝାଙ୍କୁ ଆଜି ପୋଲିସ ଗରଫ କରିଛି। ବରିଷ୍ଠ ପୋଲିସ ଅଧୀକ୍ଷକ ମନୁ ମହାରାଜ କହିଛନ୍ତି ଯେ ବିଶେଷ ଅନୁସନ୍ଧାନକାରୀ ଟିମ୍ ‘ଏସ୍‌ଆଇଟି’ର ପ୍ରମାଣ ଯୋଗ୍ୟ ତଥ୍ୟ ଆଧାରରେ ଇଣ୍ଟରମିଡ଼ିଏଟ୍ ୨୦୧୬ ପରୀକ୍ଷା ଟପ୍ପର ଅନିୟମିତତା ମାମ୍‌ଲାରେ ଝାଙ୍କୁ ଗିରଫ କରାଯାଇଛି। ଗିରଫ ଝାଙ୍କୁ ନ୍ୟାୟକ ହେପାଜତକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଛି। ମହାରାଜ କହିଛନ୍ତି, […]

bihar

bihar

Rakesh Mallick
  • Published: Monday, 27 June 2016
  • Updated: 27 June 2016, 11:25 PM IST

Sports

Latest News

ପାଟଣା: ଇଣ୍ଟରମିଡ଼ିଏଟ୍ ପରୀକ୍ଷା ୨୦୧୬ ଟପ୍ପର ଅନିୟମିତ ମାମଲାରେ ବିହାର ବିଦ୍ୟାଳୟ ପରୀକ୍ଷା ସମିତି (ବିଏସ୍‌ଇବି)ର ପୂର୍ବ ସଚିବ ହରିହର ନାଥ ଝାଙ୍କୁ ଆଜି ପୋଲିସ ଗରଫ କରିଛି।

ବରିଷ୍ଠ ପୋଲିସ ଅଧୀକ୍ଷକ ମନୁ ମହାରାଜ କହିଛନ୍ତି ଯେ ବିଶେଷ ଅନୁସନ୍ଧାନକାରୀ ଟିମ୍ ‘ଏସ୍‌ଆଇଟି’ର ପ୍ରମାଣ ଯୋଗ୍ୟ ତଥ୍ୟ ଆଧାରରେ ଇଣ୍ଟରମିଡ଼ିଏଟ୍ ୨୦୧୬ ପରୀକ୍ଷା ଟପ୍ପର ଅନିୟମିତତା ମାମ୍‌ଲାରେ ଝାଙ୍କୁ ଗିରଫ କରାଯାଇଛି। ଗିରଫ ଝାଙ୍କୁ ନ୍ୟାୟକ ହେପାଜତକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଛି।

ମହାରାଜ କହିଛନ୍ତି, “ଝାଙ୍କ ଗିରଫ ସହିତ ଏହି ମାମ୍‌ଲାରେ (ବିଏସ୍‌ଇବି)ର ପୂର୍ବ ଅଧ୍ୟକ୍ଷ ଲାଲକେଶ୍ୱର ସିଂହ ତାଙ୍କ ପତ୍ନୀ ଏବଂ କ୍ଷମତାସୀନ ଜେଡ଼ିୟୁର ପୂର୍ବତନ ବିଧାୟକ ଉଷା ସିହ୍ନା, ବୈଶାଳୀ ଜିଲ୍ଲା ସ୍ଥିତ ବିଶୁନ୍ ରାୟ କଲେଜ ଅଧ୍ୟକ୍ଷ ବଚ୍ଚା ରାୟଙ୍କ ସମେତ ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story