ସୁଷମାଙ୍କ ଅନ୍ତିମ ଯାତ୍ରାରେ ମାୟାବତୀ ସାମିଲ୍ ହେବାରୁ ଦଳ ଛାଡ଼ିଲେ ବିଏସପି ନେତା

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଦେଶ ବିଦେଶର ଅନେକ ନେତା ପ୍ରତିଷ୍ଠିତ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏମିତିକି ଦଳମତ ନିର୍ବିଶେଷରେ ବିରୋଧୀ ଦଳର ନେତା ମଧ୍ୟ ସୁଷମାଙ୍କ ଘରକୁ ଆସି ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ହେଲେ ବହୁଜନ ସମାଜ ପାର୍ଟି(ବିଏସପି)ର ସୁପ୍ରିମୋ ସୁଶ୍ରୀ ମାୟାବତୀ ସୁଷମାଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହୋଇଥିବାରୁ ଏହାକୁ ବିରୋଧ କରି ବିଏସପି ନେତା ଗୌହର ଇକବାଲ୍ ଦଳ ଛାଡ଼ିଛନ୍ତି। ବିଏସପି ଟିକେଟରୁ […]

MAYAWATI ON SUSHAMA LAST RITES(1)

MAYAWATI ON SUSHAMA LAST RITES(1)

Subhransu Sekhar
  • Published: Friday, 09 August 2019
  • Updated: 09 August 2019, 11:12 AM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଦେଶ ବିଦେଶର ଅନେକ ନେତା ପ୍ରତିଷ୍ଠିତ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଏମିତିକି ଦଳମତ ନିର୍ବିଶେଷରେ ବିରୋଧୀ ଦଳର ନେତା ମଧ୍ୟ ସୁଷମାଙ୍କ ଘରକୁ ଆସି ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ହେଲେ ବହୁଜନ ସମାଜ ପାର୍ଟି(ବିଏସପି)ର ସୁପ୍ରିମୋ ସୁଶ୍ରୀ ମାୟାବତୀ ସୁଷମାଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହୋଇଥିବାରୁ ଏହାକୁ ବିରୋଧ କରି ବିଏସପି ନେତା ଗୌହର ଇକବାଲ୍ ଦଳ ଛାଡ଼ିଛନ୍ତି।

ବିଏସପି ଟିକେଟରୁ ଗୌହର ଇକବାଲ୍ ପୂର୍ବରୁ ନିର୍ବାଚନ ଲଢ଼ିଥିଲେ। ଉତ୍ତର ପ୍ରଦେଶର ବିଜେପି ବିଧାୟକ ସ୍ୱର୍ଗତ ଲୋକେନ୍ଦ୍ର ଚୌହ୍ୱାନଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହୋଇଥିବାରୁ ବିଏସପି ସୁପ୍ରିମୋ ମାୟାବତୀ ଇକବାଲଙ୍କୁ ଦଳରୁ ନିଲମ୍ୱିତ କରିଥିଲେ। ଏହାପରେ କିନ୍ତୁ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗତକାଲି ସମାନ ପ୍ରସଙ୍ଗରେ ମାୟାବତୀଙ୍କ ଉପରେ ଅଭିଯୋଗ ଆଣି ଗୌହର ଇକବାଲ ଦଳ ଛାଡ଼ିଛନ୍ତି।

ଇକବାଲ କହିଛନ୍ତି ଆଗକୁ ୨୦୨୨ରେ ବିଧାନସଭା ନିର୍ବାଚନ ରହିଛି ତେଣୁ ମାୟାବତୀ ଏବେ ଚାନ୍ଦା ଯୋଗାଡ଼ କରୁଛନ୍ତି। ୨୦୧୭ରେ ୟୁପି ବିଧାନସଭା ନିର୍ବାଚନରେ ମାୟାବତୀ ହାରିଯିବା ପରେ ତାଙ୍କୁ ୧୨ ଲକ୍ଷ ଟଙ୍କା ମାଗିଥିଲେ ଏହାପରେ ଅନ୍ୟ ଆଳ ଦେଖାଇ ତାଙ୍କୁ ଦଳରୁ ନିଲମ୍ୱିତ କରିଥିଲେ। ସେ ଚାନ୍ଦା ଦେବା ପରେ ଦଳକୁ ଫେରିଥିଲେ ବୋଲି ଇକବାଲ୍ ମାୟାବତୀଙ୍କୁ ଲେଖିଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story