ରାଞ୍ଚିରେ ଆଉ ଏକ ବୁରାରି ଟ୍ରାଜେଡି: ଗୋଟିଏ ପରିବାରର ୭ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଞ୍ଚି: ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ, ରାଞ୍ଚିରେ ଏହାର ପୁନରାବୃତ୍ତି ଘଟିଛି। ରାଞ୍ଚି ଅନ୍ତର୍ଗତ କାଙ୍କେ ସ୍ଥିତ ଆରସାଣ୍ଡେ ଠାରେ ଆଜି ଗୋଟିଏ ଘରୁ ୭ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ୨ଜଣ ବରିଷ୍ଠ ନାଗରିକ ଅଛନ୍ତି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା […]

Master

Master

Rakesh Mallick
  • Published: Monday, 30 July 2018
  • Updated: 30 July 2018, 03:24 PM IST

Sports

Latest News

ରାଞ୍ଚି: ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ, ରାଞ୍ଚିରେ ଏହାର ପୁନରାବୃତ୍ତି ଘଟିଛି।

ରାଞ୍ଚି ଅନ୍ତର୍ଗତ କାଙ୍କେ ସ୍ଥିତ ଆରସାଣ୍ଡେ ଠାରେ ଆଜି ଗୋଟିଏ ଘରୁ ୭ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ୨ଜଣ ବରିଷ୍ଠ ନାଗରିକ ଅଛନ୍ତି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ।

ଏହା ହତ୍ୟା ନା ଆତ୍ମହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ।

ଦିଲ୍ଲୀ ଓ ହଜାରିବାଗ ପରେ ତୃତୀୟ ଥର ପାଇଁ ଏଭଳି ଗୋଟିଏ ପରିବାରର ସଦସ୍ୟମାନଙ୍କ ସାମୂହିକ ମୃତଦେହ ମିଳିଛି।

ପୁଲିସ୍‌ ଆଜି ସକାଳ ୧୧ଟାରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ପରିବାରବର୍ଗଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ସେମାନେ ଏପରି ସାମୂହିକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।

ଏଥିସହ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ବୟାନ ରେକର୍ଡ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story