ଆସିବ କରୋନା ଟିକା: କମିଟି ଗଠନ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ବହୁତ ଭଲ ଖବର ସାମ୍ନାକୁ ଆସିଛି। ବହୁତ ଶୀଘ୍ର ଦେଶ ପାଖରେ କରୋନା ଟିକା ପହଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡ଼ିକୁ କରୋନା ଟିକା ଆଣିବା ଓ ବିତରଣ କରିବା କାର୍ଯ୍ୟକୁ ତଦାରଖ କରିବାକୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି କରୋନା ଟିକା ବିତରଣରେ ଯେମିତି ବିଭ୍ରାଟ ନ ହେବ ଓ କରୋନା ଟିକା ବିତରଣ ବେଳେ […]

fda

fda

Hemant Lenka
  • Published: Friday, 30 October 2020
  • Updated: 30 October 2020, 07:29 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ବହୁତ ଭଲ ଖବର ସାମ୍ନାକୁ ଆସିଛି। ବହୁତ ଶୀଘ୍ର ଦେଶ ପାଖରେ କରୋନା ଟିକା ପହଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡ଼ିକୁ କରୋନା ଟିକା ଆଣିବା ଓ ବିତରଣ କରିବା କାର୍ଯ୍ୟକୁ ତଦାରଖ କରିବାକୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି କମିଟି କରୋନା ଟିକା ବିତରଣରେ ଯେମିତି ବିଭ୍ରାଟ ନ ହେବ ଓ କରୋନା ଟିକା ବିତରଣ ବେଳେ ଯେମିତି ଅନ୍ୟ ସ୍ୱାସ୍ଥ୍ୟସେବାର ପ୍ରଭାବିତ ନ ହେବ, ତା’ ଉପରେ କାର୍ଯ୍ୟ କରିବ। ସେହିପରି ସୋଶାଲ ମିଡିଆରେ କରୋନା ଟିକା ଓ କରୋନା ଭାଇରସକୁ ନେଇ ପ୍ରଚାର ହେବାର ଆଶଙ୍କା ଥିବା ଗୁଜବ ଉପରେ ମଧ୍ୟ ନଜର ରଖିବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବର୍ଷ ତମାମ କରୋନା ଟିକା ଭାରତରେ ଲଞ୍ଚ ହେବ। କରୋନା ଟିକା କରଣ ମଧ୍ୟ ବର୍ଷେ ଯାଏ ଚାଲିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏହାପରେ ବିଭିନ୍ନ ଗ୍ରୁପ୍‌ର ଲୋକଙ୍କର ଟିକା କରଣ କରାଯିବ। ଏଥିପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରୀରେ କମିଟି ଗଠନ କରିବାକୁ କୁହାଯାଇଛି।

ଏହି କମିଟି ଟିକା କେମିତି ଦୀର୍ଘ ଦିନ ସଂରକ୍ଷଣ ହୋଇ ରହିପାରିବ, ଅପରେସନାଲ ପ୍ଲାନିଂ ଓ ରାଜ୍ୟର କେଉଁ ଅଞ୍ଚଳକୁ ଟିକା ପହଞ୍ଚିବାରେ ଅସୁବିଧା ହେଉଛି, ତା’ର ସମାଧାନ କରିବ।

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟତାରେ ଷ୍ଟେଟ ଷ୍ଟିୟରିଂ କମିଟି(ଏସଏସସି), ଅତିରିକ୍ତ ମୁଖ୍ୟ ଶାସନ ସଚିବ କିମ୍ବା ପ୍ରିନ୍ସିପାଲ ସଚିବ(ସ୍ୱାସ୍ଥ୍ୟ)ଙ୍କ ଅଧ୍ୟକ୍ଷତାରେ ଷ୍ଟେଟ ଟ୍ୟାକ୍ସ ଫୋର୍ସ(ଏସଟିଏଫ) ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଟ୍ୟାକ୍ସ ଫୋର୍ସ(ଡିଟିଏଫ) ଗଠନ ହେବ।

ଏସଏସସି ମାସକୁ ଥରେ, ଏସଟିଏଫ ୧୫କୁ ଥରେ ଓ ଡିଟିଏଫ ସପ୍ତାହକୁ ଥରେ ବୈଠକ କରି କରୋନା ଟିକାର ସ୍ଥିତାବସ୍ଥା ଉପରେ ସମୀକ୍ଷା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story