ତାମିଲନାଡୁର ଏକ ଛୋଟିଆ ଗାଁରୁ ଆସି ଜାତୀୟ ରାଜନୀତିରେ ପାଦ ଥାପିଥିଲେ ଚିଦାମ୍ୱରମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ସିବିଆଇ ଗତକାଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ୱରମଙ୍କୁ ଗିରଫ କରିଛି। ତାଙ୍କ ପୁରା ନାମ ପଲ୍ଲାନୀଅପ୍ପନ ଚିଦାମ୍ୱରମ୍। ୧୬ ସେପ୍ଟେମ୍ୱର ୧୯୪୫ରେ ତାମିଲନାଡୁର ଏକ ଛୋଟିଆ ଗାଁ କନ୍ନାଡୁକଥନରେ ସେ ଜନ୍ମଗ୍ରହଣ କରିଥିଲେ। ସେ କଂଗ୍ରେସର ଜଣେ ଦକ୍ଷ ନେତା ହେବା ସାଙ୍ଗକୁ ଦଳର କୋର ଗ୍ରୁପର ସଦସ୍ୟ ଅଛନ୍ତି। ତାମିଲନାଡୁର ଏହି କଂଗ୍ରେସ ନେତା ଏବେ ରାଜ୍ୟସଭା ସାଂସଦ ରହିଛନ୍ତି। ୨୦୦୪ ଓ […]

chidambaram

chidambaram

Subhransu Sekhar
  • Published: Thursday, 22 August 2019
  • Updated: 22 August 2019, 01:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ସିବିଆଇ ଗତକାଲି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ୱରମଙ୍କୁ ଗିରଫ କରିଛି। ତାଙ୍କ ପୁରା ନାମ ପଲ୍ଲାନୀଅପ୍ପନ ଚିଦାମ୍ୱରମ୍। ୧୬ ସେପ୍ଟେମ୍ୱର ୧୯୪୫ରେ ତାମିଲନାଡୁର ଏକ ଛୋଟିଆ ଗାଁ କନ୍ନାଡୁକଥନରେ ସେ ଜନ୍ମଗ୍ରହଣ କରିଥିଲେ।

ସେ କଂଗ୍ରେସର ଜଣେ ଦକ୍ଷ ନେତା ହେବା ସାଙ୍ଗକୁ ଦଳର କୋର ଗ୍ରୁପର ସଦସ୍ୟ ଅଛନ୍ତି। ତାମିଲନାଡୁର ଏହି କଂଗ୍ରେସ ନେତା ଏବେ ରାଜ୍ୟସଭା ସାଂସଦ ରହିଛନ୍ତି। ୨୦୦୪ ଓ ୨୦୦୯ର  ୟୁପିଏ (କଂଗ୍ରେସ) ସରକାର ବେଳେ ଚିଦାମ୍ୱରମ୍ ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେ କେବେ ବି ବିଧାନସଭା ନିର୍ବାଚନ ଲଢ଼ିନାହାନ୍ତି।

ଚିଦାମ୍ୱରମ୍ ଚେନ୍ନାଇ ସ୍ଥିତ ମାଡ୍ରାସ କ୍ରିଶ୍ଚିୟାନ ସେକେଣ୍ଡାରୀ ସ୍କୁଲ ପରେ ଚେନ୍ନାଇ ପ୍ରେସିଡେନ୍ସି କଲେଜର ବିଜ୍ଞାନରେ ସ୍ନାତକ କୋର୍ସ କରିବା ପରେ ବୋଷ୍ଟନ ସ୍ଥିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ବିଜନେସ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଚିଦାମ୍ୱରମ ରାଜନେତା ହେବା ସହିତ ପେସାରେ ଜଣେ ଓକିଲ। ସେ ସୁପ୍ରିମକୋର୍ଟର ଜଣେ ନାମୀଦାମୀ ଓକିଲ ଭାବେ ପରିଚିତ।

ସେ ୧୯୭୨ରେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିଲେ। ୧୯୮୪ରେ ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରୁ ନିର୍ବାଚନ ଜିତି ସକ୍ରିୟ ରାଜନୀତିରେ ସାମିଲ୍ ହୋଇଥିଲେ ଚିଦାମ୍ୱରମ୍। ଏହି ଆସନରୁ ସେ ୬ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଏହାପରେ ୧୯୮୬ କଂଗ୍ରେସ ସରକାରରେ ସେ ପେନସନ ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିଲେ। ୨୦୦୪ରେ ମନମୋହନ ସିଂହଙ୍କ ସରକାରରେ ଅର୍ଥମନ୍ତ୍ରୀ ହୋଇଥିବା ବେଳେ ୨୦୦୮ରୁ ୨୦୧୨ ଯାଏ ଗୃହମନ୍ତ୍ରୀ ଥିଲେ।

କ'ଣ ରହିଛି ଅଭିଯୋଗ

ଉପା ସରକାରରେ ଚିଦାମ୍ୱରମ୍ ଅର୍ଥମନ୍ତ୍ରୀ ଥିବା ବେଳେ ଏଫଡିଆଇକୁ ଅନୁମତି ଦେଇଥିଲେ। ୨୦୦୭ରେ ଆଇଏନକ୍ସ ମିଡିଆକୁ ଏଫଡିଆଇ ଅନୁମତି ଦେବାରେ ଚିଦାମ୍ୱରମଙ୍କ ସଂପୃକ୍ତି ଥିବା ସିବିଆଇ ଜାଣିବାକୁ ପାଇଛି। ଏଥିପାଇଁ ପୁଅ କୀର୍ତ୍ତୀ ଚିଦାମ୍ୱରମଙ୍କ ସହ ଉକ୍ତ କମ୍ପାନୀର ଡିଲ୍ ହୋଇଥିଲା ବୋଲି ଜଣାପଡ଼ିଛି। କୀର୍ତ୍ତି ଚିଦାମ୍ୱରମ ଏହି ଅଭିଯୋଗରେ ଗିରଫ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଜାମିନରେ ବାହାରି ଆସିଛନ୍ତି। ଗତବର୍ଷ ମେ' ୧୫ରେ ସିବିଆଇ ଏ ନେଇ ପ୍ରଥମେ ମାମଲା ଦାୟର କରିଥିଲା। ସିବିଆଇ କହିଛି ଯେ ଆଇଏନଏକ୍ସ ମିଡିଆକୁ ଏଫଡିଆଇ ଅନୁମତି ଦେଇ ଚିଦାମ୍ୱରମ୍ ୩୦୫ କୋଟି ଟଙ୍କାର ଲାଭ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story