ଦକ୍ଷିଣ ଚୀନ ସାଗରରେ କିଲର ମିସାଇଲ୍ ମାଡ଼ କଲା ଚୀନ୍

ବେଜିଂ: କରୋନା ଭାଇରସର ଭିଲେନ କୁହାଯାଉଥିବା ଚୀନ୍ ଏବେ ଆମେରିକା, ଅଷ୍ଟ୍ରେଲିଆ ସମେତ ଅନେକ ଦେଶର କୋପ ନଜରରେ ରହିଛି। ଏହାରି ଭିତରେ ଦକ୍ଷିଣ ଚୀନ ସାଗରରେ କ୍ଷେପଣାସ୍ତ୍ର ପରୀକ୍ଷା କରାଇ ନିଜର ପତିଆରା ଜାହିର କରିଛି। ଏଭଳି କରି ଚୀନ ସୀମାରୁ ଦୂରେଇ ରହିବା ପାଇଁ ଆମେରିକାକୁ ଚେତାବନୀ ଦେଇଛି। ଆଜି ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏଥିରେ ଏକ କ୍ୟାରିଅର ମିସାଇଲ ମଧ୍ୟ ସାମିଲ୍ ଥିଲା ବୋଲି ଜଣାପଡ଼ିଛି। […]

missaile

missaile

Subhransu Sekhar
  • Published: Thursday, 27 August 2020
  • Updated: 27 August 2020, 10:39 PM IST

Sports

Latest News

ବେଜିଂ: କରୋନା ଭାଇରସର ଭିଲେନ କୁହାଯାଉଥିବା ଚୀନ୍ ଏବେ ଆମେରିକା, ଅଷ୍ଟ୍ରେଲିଆ ସମେତ ଅନେକ ଦେଶର କୋପ ନଜରରେ ରହିଛି। ଏହାରି ଭିତରେ ଦକ୍ଷିଣ ଚୀନ ସାଗରରେ କ୍ଷେପଣାସ୍ତ୍ର ପରୀକ୍ଷା କରାଇ ନିଜର ପତିଆରା ଜାହିର କରିଛି। ଏଭଳି କରି ଚୀନ ସୀମାରୁ ଦୂରେଇ ରହିବା ପାଇଁ ଆମେରିକାକୁ ଚେତାବନୀ ଦେଇଛି।

ଆଜି ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏଥିରେ ଏକ କ୍ୟାରିଅର ମିସାଇଲ ମଧ୍ୟ ସାମିଲ୍ ଥିଲା ବୋଲି ଜଣାପଡ଼ିଛି। ଦକ୍ଷିଣ ଚୀନର ମର୍ଣ୍ଣିଂ ପୋଷ୍ଟରେ ଖବର ପ୍ରକାଶ ପାଇଛି। ବୁଧବାର ଦକ୍ଷିଣ ଦ୍ୱୀପ ପ୍ରାନ୍ତରେ ଥିବା ହେନାନ ଏବଂ ପାର୍ସଲ୍ ଦ୍ୱୀପ ମଧ୍ୟରେ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଚୀନ୍। ଆମେରିକା ସେନାର ସମ୍ଭାବ୍ୟ ଆକ୍ରମଣକୁ ନଜରରେ ରଖି ଚୀନ୍ ଏଭଳି କରିଥିବା କୁହାଯାଉଛି।

ଚୀନ୍ ଯେଉଁ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛି ସେଗୁଡ଼ିକ ହେଲା ଗୋଟିଏ DF-26B ଏବଂ ଅନ୍ୟଟି DF-21D। ଏହି ଦୁଇଟି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କ୍ଷମତା ସଠିକ୍ ରହୁ ଥିବାରୁ ପ୍ରତିପକ୍ଷ ସେନା ଆକ୍ରମଣରୁ ବର୍ତ୍ତିବା ମୁସକିଲ୍। ଏଥିପାଇଁ ଏହି ଦୁଇ କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ବିଶେଷଜ୍ଞମାନେ 'କ୍ୟାରିୟର ଘାତକ' ବୋଲି କୁହନ୍ତି।

ଆମେରିକାର ବିମାନ ପରିବହନକାରୀଙ୍କୁ ଟାର୍ଗେଟ କରିବା ପାଇଁ ଚୀନ୍ ଏହି ଦୁଇ କ୍ଷେପଣାସ୍ତ୍ର ବିକଶିତ କରିଛି ବୋଲି ବିଶେଷଜ୍ଞ କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ସାମରିକ ଅଭ୍ୟାସ ସମୟରେ ଆମେରିକାର ଯୁଦ୍ଧଖୋର ଲଢ଼ୁଆ ବିମାନ ଚୀନ୍ ଆକାଶରେ ପ୍ରବେଶ କରିଥିଲା। ଆମେରିକାର ଏହି ପଦକ୍ଷେପ ଦ୍ୱାରା ଚୀନ୍ ଅଡୁଆରେ ପଡିଛି। ଚୀନ୍ କହିଛି ଯେ ଆମେରିକାର ଏହି କାର୍ଯ୍ୟ ଉତ୍ତେଜନାମୂଳକ ଏବଂ ଏହି କାରଣରୁ ଦୁର୍ଘଟଣା ଏବଂ ଦୁର୍ଘଟଣା ପରିସ୍ଥିତି ସୃଷ୍ଟି ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story