ଆଣବିକ ଅସ୍ତ୍ରରେ ଚୀନ୍ ଓ ପାକିସ୍ତାନ ଅଧିକ ଶକ୍ତିଶାଳୀ

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ତାନ ପାଖରେ ଭାରତ ଅପେକ୍ଷା ଅଧିକ ଆଣବିକ ଅସ୍ତ୍ର ରହିଛି। ଆଣବିକ ଅସ୍ତ୍ର ଉପରେ ଗବେଷଣା କରୁଥିବା ସ୍କାକହୋମ୍ ଇଣ୍ଟରନେଶନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏସଆଇପିଆରଆଇ) ସୋମବାର ୨୦୨୦ର ବାର୍ଷିକ ରିପୋର୍ଟ ଜାରି କରି ଏହା କହିଛି। ଏସଆଇପିଆରଆଇର ରିପୋର୍ଟ ଅନୁଯାୟୀ ଚୀନ୍ ପାଖରେ ୩୨୦ ଆଣବିକ ଅସ୍ତ୍ର ରହିଛି, ପାକିସ୍ତାନ ପାଖରେ ୧୬୦ ସେହିପରି ଭାରତ ପାଖରେ ୧୫୦ ଆଣବିକ ଅସ୍ତ୍ର ରହିଛି। ୨୦୨୦ ଜାନୁଆରୀ ଯାଏ ଏହି ସର୍ଭେ ହୋଇଛି। […]

NUCLEAR POWER

NUCLEAR POWER

Subhransu Sekhar
  • Published: Monday, 15 June 2020
  • Updated: 15 June 2020, 03:39 PM IST

Sports

Latest News

ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ତାନ ପାଖରେ ଭାରତ ଅପେକ୍ଷା ଅଧିକ ଆଣବିକ ଅସ୍ତ୍ର ରହିଛି। ଆଣବିକ ଅସ୍ତ୍ର ଉପରେ ଗବେଷଣା କରୁଥିବା ସ୍କାକହୋମ୍ ଇଣ୍ଟରନେଶନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏସଆଇପିଆରଆଇ) ସୋମବାର ୨୦୨୦ର ବାର୍ଷିକ ରିପୋର୍ଟ ଜାରି କରି ଏହା କହିଛି।

ଏସଆଇପିଆରଆଇର ରିପୋର୍ଟ ଅନୁଯାୟୀ ଚୀନ୍ ପାଖରେ ୩୨୦ ଆଣବିକ ଅସ୍ତ୍ର ରହିଛି, ପାକିସ୍ତାନ ପାଖରେ ୧୬୦ ସେହିପରି ଭାରତ ପାଖରେ ୧୫୦ ଆଣବିକ ଅସ୍ତ୍ର ରହିଛି। ୨୦୨୦ ଜାନୁଆରୀ ଯାଏ ଏହି ସର୍ଭେ ହୋଇଛି।

ଲଦାଖ, ଡୋକଲାମ ସୀମାରେ ଚୀନ୍ ସହିତ ଭାରତର ସୀମା ବିବାଦ ରହିଛି। ଏବେ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ହେଲେ ଦୁଇ ଦେଶ ଏଭଳି ସ୍ଥିତିକୁ ଖାରଜ କରିସାରିଛନ୍ତି। ସେହିପରି ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ପାକିସ୍ତାନ ମଧ୍ୟ ଭାରତର ମୁକାବିଲା କରିବା ପାଇଁ ଆଣବିକ ଅସ୍ତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା କୁହାଯାଉଛି।

ଏସଆଇପିଆରଆଇର ରିପୋର୍ଟ ଅନୁଯାୟୀ, ଉଭୟ ଭାରତ ଏବଂ ପାକିସ୍ତାନ ଆଣବିକ ଅସ୍ତ୍ରର ଆକାର ବୃଦ୍ଧି କରିବା ସହିତ ଆଧୁନିକୀକରଣ କରାଯାଉଛି। ଚୀନ୍ ମଧ୍ୟ ଆଣିବକ ଅସ୍ତ୍ର ଶକ୍ତି ବୃଦ୍ଧି କରୁଛି। ଏଥିସହିତ ସ୍ଥାୟୀ ପରମାଣୁ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା କରୁଛି।

ତେବେ ଏହି ରିପୋର୍ଟ ଅନୁଯାୟୀ, ଋଷ ଓ ଆମେରିକା ପାଖରେ ୯୦ ପ୍ରତିଶତରୁ ଅଧିକ ଆଣବିକ ଅସ୍ତ୍ର ରହିଛି। ଋଷ ପାଖରେ ୬ ହଜାର ୩୭୫ ଆମେରିକା ପାଖରେ ୫,୮୦୦ ଆଣବିକ ଅସ୍ତ୍ର ରହିଛି। ଏବେ ବିଶ୍ୱର ୯ଟି ଦେଶ ପାଖରେ ପରମାଣୁ ଅସ୍ତ୍ର ରହିଛି। ଏହି ଦେଶ ଗୁଡ଼ିକ ହେଲା ଋଷ, ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଚୀନ୍,ଭାରତ, ପାକିସ୍ତାନ, ଇସ୍ରାଏଲ ଏବଂ ଉତ୍ତର କୋରିଆ। ଜାନୁଆରୀ ୨୦୨୦ ସୁଦ୍ଧା ମୋଟ୍ ୯ଟି ଦେଶରେ ୧୩, ୪୦୦ ଆଣବିକ ଅସ୍ତ୍ର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story