ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଦେଶର ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଭାରତ ଓ ତାଇୱାନ ସହ ଚାଇନାର ସମ୍ପର୍କ ଚରମସୀମାରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଏଭଳି ନିର୍ଦ୍ଦେଶ ବେଶ ଗୁରୁତ୍ୱ ବହନ କରୁଛି। ଜିନପିଙ୍ଗ ମଙ୍ଗଳବାର ଦେଶର ଏକ ମିଲିଟାରୀ ବେସକୁ ଯାଇଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଆପଣମାନେ ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ ଓ ଏଥିପାଇଁ ଆଲର୍ଟ ରହିଥାଆନ୍ତୁ। ଚାଇନାର […]

t

t

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 09:44 PM IST

Sports

Latest News

ବେଜିଂ: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଦେଶର ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଭାରତ ଓ ତାଇୱାନ ସହ ଚାଇନାର ସମ୍ପର୍କ ଚରମସୀମାରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଏଭଳି ନିର୍ଦ୍ଦେଶ ବେଶ ଗୁରୁତ୍ୱ ବହନ କରୁଛି। ଜିନପିଙ୍ଗ ମଙ୍ଗଳବାର ଦେଶର ଏକ ମିଲିଟାରୀ ବେସକୁ ଯାଇଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଆପଣମାନେ ସମସ୍ତେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହନ୍ତୁ ଓ ଏଥିପାଇଁ ଆଲର୍ଟ ରହିଥାଆନ୍ତୁ।

ଚାଇନାର ଜିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଜିନପିଙ୍ଗ ମଙ୍ଗଳବାର ଗୁଆଙ୍ଗଡୋଙ୍ଗରେ ଥିବା ସାମରିକ ବେସ ପହଞ୍ଚିଥିଲେ। ଏହି ସମୟରେ ସେ ସୈନ୍ୟମାନଙ୍କୁ ଯୁଦ୍ଧ ଉପରେ ଫୋକସ କରିବାକୁ କହିଥିଲେ। ଏଥିସହ ସେ ସୈନ୍ୟମାନଙ୍କୁ ହାଇଆଲର୍ଟରେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ପିପୁଲ୍ସ ଲିବେରେସନ ଆର୍ମି ମେରାଇନ୍ କର୍ପସର ସମୀକ୍ଷା କରିବା ପାଇଁ ଜିନପିଙ୍ଗ ଗୁଆଙ୍ଗଡୋଙ୍ଗକୁ ଯାଇଥିଲେ। ସେ ଯବାନମାନଙ୍କୁ ବିଶ୍ୱସ୍ତ, ସମ୍ପୂର୍ଣ୍ଣ ନିଷ୍ଠାପର ଓ ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ହୋଇ କାମ କରିବାକୁ କହିଛନ୍ତି।

ବର୍ତ୍ତମାନ ସ୍ଥିତିରେ ଭାରତ ଓ ତାଇୱାନ ବ୍ୟତୀତ ଆମେରିକା ସହ ମଧ୍ୟ ଚାଇନାର ତିକ୍ତତା ଲାଗି ରହିଛି। ସୋମବାର ଆମେରିକା ନିଜ ଆଡ଼ୁ ତାଇୱାନକୁ ତିନୋଟି ଅତ୍ୟାଧୁନିକ ଅସ୍ତ୍ର ଯୋଗାଇବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ଦ୍ୱାରା ଚାଇନା ବରିକ୍ତ ପ୍ରକାଶ କରିଥିଲା। କାରଣ ଚାଇନା ପଡ଼ୋଶୀ ତାଇୱାନକୁ ନିଜ ଦେଶର ଅଂଶବିଶେଷ ଭାବେ ବିବେଚନା କରୁଛି। ତେଣୁ ଚାଇନାର ବୈଦେଶିକ ମନ୍ତ୍ରଣାଳୟ ତାଇୱାନକୁ ଅସ୍ତ୍ର ଯୋଗାଇ ଦେବାକୁ ଆମେରିକା କରିଥିବା ଚୁକ୍ତିକୁ ତୁରନ୍ତ ବାତିଲ କରୁ ବୋଲି ପରାମର୍ଶ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story