ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଚାଇନା ଏଭଳି ଏକ ଟ୍ରେନ୍ ଚଳାଇବାକୁ ଯାଉଛି ଯାହାକି ଘଣ୍ଟାକୁ ୧୦୦୦ କି.ମି. ବେଗରେ ଚାଲିବ। ୨୦୨୫ ସୁଦ୍ଧା ଚାଇନା ଏହି ଟ୍ରେନ୍କୁ ଟ୍ରାକ୍ରେ ଛିଡ଼ା କରିବ। ଏଥିପାଇଁ ଏବେଠାରୁ ଜୋର୍ସୋର୍ରେ ପ୍ରୟାସ ଚଳାଇଛି।
ଏହି ନୂତନ ହାଇ-ସ୍ପିଡ୍ ଫ୍ଲାଇଟ୍ ଟ୍ରେନ୍ର ମଡେଲ୍କୁ କିଛି ଦିନ ତଳେ ଚୀନ ‘୨୦୧୮ ନ୍ୟାଶ୍ନାଲ୍ ମାସ୍ ଇନୋଭେଶନ ଆଣ୍ଡ୍ ଏଣ୍ଟରପ୍ରିନିୟୋରଶିପ୍ ୱିକ୍’ରେ ପ୍ରଦର୍ଶନ କରିଥିଲା।
ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି କର୍ପୋରେଶନ ଲିମିଟେଡ୍(ସିଏଏସ୍ଆଇସି) ୨୦୧୫ ରୁ ଏହି ନୂତନ ପିଢ଼ିର ବୁଲେଟ୍ ଟ୍ରେନ୍ ଉପରେ ଗବେଷଣା ଚଳାଇଛି।
ବର୍ତ୍ତମାନ ଚାଇନାର ରେଳ ଧାରଣାରେ ଗଡ଼ୁଥିବା ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ର ଘଣ୍ଟା ପ୍ରତି ବେଗ ୩୫୦ କି.ମି.।
ଏହାର ପରପିଢିକୁ ଉନ୍ନୀତ ହେବା ପାଇଁ ଚାଇନା ବର୍ତ୍ତମାନ ଗବେଷଣା ଚଲାଇଛି। ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Business
ଧାମନଗର ଟେକ୍ସଟାଇଲ ପାର୍କ ପାଇଁ ୪ ହଜାର କୋଟି ମଞ୍ଜୁର; ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଏହି ଉଦ୍ୟୋଗ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ହଜାର ନିଯୁକ୍ତି ସୃଷ୍ଚି ହେବ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପ ସମୃଦ୍ଧ ହୋଇପାରିବ।