ଜାଲ୍ ସେଟ୍ ଅପ୍ ବକ୍ସ ରାକେଟର ମାଷ୍ଟର ମାଇଣ୍ଡ୍ ଗିରଫ

ନୂଆଦିଲ୍ଲୀ: ନଏଡା ପୁଲିସ ଏକ ଜାଲ୍ ସେଟ୍ ଅପ୍ ବକ୍ସ ବିକ୍ରି କରୁଥିବା ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଏହି ରାକେଟ୍ ଚଳାଉଥିବା ଗ୍ୟାଙ୍ଗ ସେକ୍ଟର ୬୩ର ‘୪ ମୁସକାନ ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ’ ନାମକ ଏକ ଫାର୍ମ ଜରିଆରେ ସେଟ୍ ଅପ୍ ବକ୍ସ ବିକ୍ରି କରୁଥିଲା। ଏହି ରାକେଟ୍ ଅଶ୍ଳୀଳ ଚ୍ୟାନେଲ୍ ଦେଖାଇବା ସହିତ ପ୍ରତିବନ୍ଧକ ଲଗାଯାଇଥିବା ପାକିସ୍ତାନ ଚ୍ୟାନେଲକୁ ମଧ୍ୟ ସେଟ୍ ଅପ୍ ବକ୍ସ ଜରିଆରେ ଲୋକଙ୍କୁ ଦେଖାଉଥିଲେ। ଗତକାଲି ପୁଲିସ ରେଡ୍ କରି […]

set up box

set up box

Subhransu Sekhar
  • Published: Friday, 09 August 2019
  • Updated: 09 August 2019, 12:17 PM IST

Sports

Latest News

ନୂଆଦିଲ୍ଲୀ: ନଏଡା ପୁଲିସ ଏକ ଜାଲ୍ ସେଟ୍ ଅପ୍ ବକ୍ସ ବିକ୍ରି କରୁଥିବା ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଏହି ରାକେଟ୍ ଚଳାଉଥିବା ଗ୍ୟାଙ୍ଗ ସେକ୍ଟର ୬୩ର ‘୪ ମୁସକାନ ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ’ ନାମକ ଏକ ଫାର୍ମ ଜରିଆରେ ସେଟ୍ ଅପ୍ ବକ୍ସ ବିକ୍ରି କରୁଥିଲା। ଏହି ରାକେଟ୍ ଅଶ୍ଳୀଳ ଚ୍ୟାନେଲ୍ ଦେଖାଇବା ସହିତ ପ୍ରତିବନ୍ଧକ ଲଗାଯାଇଥିବା ପାକିସ୍ତାନ ଚ୍ୟାନେଲକୁ ମଧ୍ୟ ସେଟ୍ ଅପ୍ ବକ୍ସ ଜରିଆରେ ଲୋକଙ୍କୁ ଦେଖାଉଥିଲେ।

ଗତକାଲି ପୁଲିସ ରେଡ୍ କରି ଏହି ରାକେଟର ମାଷ୍ଟର ମାଇଣ୍ଡ ତଥା ସିଇଓ ଫେଙ୍ଗ୍ ହୁଂଜୋକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଚାଇନାର ନାଗରିକ ବୋଲି ଜଣାପଡ଼ିଛି।

ନିକଟରେ ଡିଶ୍ ଟିଭି ସେଟ୍ ଅପ୍ ବକ୍ସ କମ୍ପାନୀ ଅଭିଯୋଗ କରିଥିଲା ଯେ ଦେୟଯୁକ୍ତ ଚ୍ୟାନେଲ ଗୁଡ଼ିକର ଫ୍ରିକ୍ୟୁଏନସି କେହି ଚୋରି କରୁଛି। ଏହାପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ମଧ୍ୟପ୍ରଦେଶ, ଗୁଜରାଟ୍, ଦିଲ୍ଲୀ ଏନସିଆର, ତେଲେଙ୍ଗାନାରେ ଏହି ଜାଲ୍ ସେଟ୍ ଅପ୍ ବକ୍ସ କମ୍ପାନୀ ନିଜର ବ୍ୟବସାୟ ଚଳାଉଥିଲା।

ତଦନ୍ତ ବେଳେ ଜଣାପଡ଼ିଛି, ଅଭିଯୁକ୍ତ ଜଣଙ୍କ ଚୀନରୁ ସେଟ୍ ଅପ୍ ବକ୍ସ ଆଣି ଏକ ଓ୍ୱାଇଫାଇ ଡଙ୍ଗଲ ଲଗାଉଥିଲା। ଏହାପରେ ଅନେକ ଦେୟଯୁକ୍ତ ଚ୍ୟାନେଲର ଫ୍ରିକ୍ୟୁଏନସିକୁ ଚୋରି କରି ସେଟ୍ ଟପ୍ ବକ୍ସରେ ଛାଡୁଥିଲା। 'ମୁସକାନ' କମ୍ପାନୀ ନାଁରେ ଫ୍ରୀ ଟୁ ଏୟାର ଲାଇସେନ୍ସ ଥିବାରୁ ପୁଲିସ ସନ୍ଦେହ ପ୍ରକାଶ କରି ରେଡ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story