ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଚୀନ ଗସ୍ତ ଗୁରୁବାରଠାରୁ ଆରମ୍ଭ ହୋଇଛି। ଶିୟାଂସୀ ଗେଷ୍ଟ ହାଉସରେ ସେ ଚୀନ ରାଷ୍ଟ୍ରପତି ଜି ଜିନ୍ ପିଙ୍ଗଙ୍କୁ ସାକ୍ଷାତ କରିଥିଲେ। ପ୍ରୋଟକଲ ଭାଙ୍ଗି ଜିନ୍ ପିଙ୍ଗ୍ ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥଲେ। ଖବର ଲେଖାଯିବା ବେଳକୁ ଶିୟାଂସୀ ଗେଷ୍ଟ ହାଉସରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ଉପସ୍ଥିତିରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଥିଲା। ଦୁଇ ଦେଶର ଉଚ୍ଚ ସ୍ତରୀୟ ଅଧିକାରୀମାନେ […]

modixi

modixi

Rakesh Mallick
  • Published: Thursday, 14 May 2015
  • Updated: 14 May 2015, 11:26 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଚୀନ ଗସ୍ତ ଗୁରୁବାରଠାରୁ ଆରମ୍ଭ ହୋଇଛି। ଶିୟାଂସୀ ଗେଷ୍ଟ ହାଉସରେ ସେ ଚୀନ ରାଷ୍ଟ୍ରପତି ଜି ଜିନ୍ ପିଙ୍ଗଙ୍କୁ ସାକ୍ଷାତ କରିଥିଲେ। ପ୍ରୋଟକଲ ଭାଙ୍ଗି ଜିନ୍ ପିଙ୍ଗ୍ ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥଲେ। ଖବର ଲେଖାଯିବା ବେଳକୁ ଶିୟାଂସୀ ଗେଷ୍ଟ ହାଉସରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ଉପସ୍ଥିତିରେ ଦ୍ୱିପାକ୍ଷିକ ଆଲୋଚନା ଜାରି ରହିଥିଲା। ଦୁଇ ଦେଶର ଉଚ୍ଚ ସ୍ତରୀୟ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ଚୀନ ଗସ୍ତ ହୋଇଥିବାରୁ ଦୁଇ ଦେଶର ସଂପର୍କକୁ ନେଇ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲ କୁହାଯାଉଛି।

ଏହା ପୂର୍ବରୁ ଗୁରୁବାର ଭୋର ପ୍ରାୟ ୪ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ ଚୀନର ଶିୟାନ ସହରରେ। ଏହା ହେଉଛି ଚୀନ ରାଷ୍ଟ୍ରପତିଙ୍କ ହୋମ୍ ଟାଉନ୍। ସକାଳେ ବିମାନ ବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଚୀନର ପାଂରପରିକା ନୃତ୍ୟ-ସଂଗୀତ ସହିତ ତାଙ୍କୁ ସ୍ୱଗାତ କରାଯାଇଥିଲା। ବିମାନବନ୍ଦରରୁ ମୋଦି ସିଧା ହୋଟେଲକୁ ଚାଲିଯାଇଥିଲେ। ତା’ପରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେ ଯାଇଥିଲେ ଶିୟାନର ଟେରାକୋଟା ଯୁଦ୍ଧ ସ୍ମାରକ। ସେଠାରୁ ସେ ଯାଇଥିଲେ ଡାଜିଂଗସନ ମନ୍ଦିର। ମନ୍ଦିରରେ ପହଞ୍ଚିବା ପରେ ମୋଦି ମୁଣ୍ଡ ନୁଆଁଇ ଦେବତାଙ୍କୁ ପ୍ରଣାମ କରିଥିଲେ। ସେ ସଠାରେ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରର ବିଭିନ୍ନ ହଲ ବୁଲି ଦେଖିଥିଲେ। ଏହା ସହିତ ବଦ୍ଧୌ ସନ୍ୟାସୀଙ୍କ ସହିତ ଆଲୋଚନା କରିଥିଲେ।

ଶିୟାନ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ନେଇ ଚୀନ ରାଷ୍ଟ୍ରପତି ଜିଙ୍ଗ୍  ପିଙ୍ଗଙ୍କୁ ସାକ୍ଷାତ ବେଳେ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେ କହିଥିଲେ ଯେ ତାଙ୍କର ସମ୍ମାନ ଭାରତର ସମ୍ମାନ। ଏଭଳି ଭବ୍ୟ ସ୍ୱାଗତ ପାଇଁ ଚୀନକୁ ଧନ୍ୟବାଦ। ଆମେ ଦୁଇ ଦେଶର ସାଂସ୍କୃତିକ ସଂପର୍କକୁ ଯୋଡ଼ିବା ଦିଗରେ କାମ କରୁଛନ୍ତି।

ଚୀନ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗୋଲିଆ ଓ ଦକ୍ଷିଣ କୋରିଆ ଗସ୍ତରେ ଯିବେ। ତାଙ୍କ ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲା, ବିଦେଶ ସଚିବ ଏସ୍ ଜୟଶଙ୍କର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story