କଂଗ୍ରେସ ହାତରୁ ଖସିଲା କେରଳ, ପୁଡୁଚେରି ଏକମାତ୍ର ସାନ୍ତ୍ୱନା

ଥିରୁଅନନ୍ତପୁରମ: ଚଳିତ ବିଧାନସଭା ନିର୍ବାଚନରେ କେରଳରେ କଂଗ୍ରେସ୍‌କୁ ଲାଗିଛି ଜବରଦସ୍ତ ଝଟ୍‌କା। କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍‌ (ୟୁଡିଏଫ୍)ଠାରୁ କ୍ଷମତା ଛଡ଼ାଇ ନେଇଛି ବାମ ମେଣ୍ଟ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ୍ (ଏଲ୍‌ଡିଏଫ୍)। ଫଳରେ ଗାଦିଚ୍ୟୁତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି। ତାଙ୍କ ସ୍ଥାନରେ ଏଲ୍‌ଡିଏଫ୍‌ର ୯୨ ବର୍ଷୀୟ ଭି.ଏସ୍ ଅଚ୍ୟୁତାନନ୍ଦନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କୁ କଡ଼ା ଟକ୍କର ଦେଇ ପାରନ୍ତି ପିନାରାୟୀ ବିଜୟନ। ସେ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ […]

ommenchandy

ommenchandy

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 02:46 PM IST

Sports

Latest News

[caption id="attachment_84075" align="alignleft" width="300"]ommenchandy ଓମେନ୍ ଚାଣ୍ଡି[/caption]

ଥିରୁଅନନ୍ତପୁରମ: ଚଳିତ ବିଧାନସଭା ନିର୍ବାଚନରେ କେରଳରେ କଂଗ୍ରେସ୍‌କୁ ଲାଗିଛି ଜବରଦସ୍ତ ଝଟ୍‌କା। କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍‌ (ୟୁଡିଏଫ୍)ଠାରୁ କ୍ଷମତା ଛଡ଼ାଇ ନେଇଛି ବାମ ମେଣ୍ଟ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ୍ (ଏଲ୍‌ଡିଏଫ୍)। ଫଳରେ ଗାଦିଚ୍ୟୁତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି। ତାଙ୍କ ସ୍ଥାନରେ ଏଲ୍‌ଡିଏଫ୍‌ର ୯୨ ବର୍ଷୀୟ ଭି.ଏସ୍ ଅଚ୍ୟୁତାନନ୍ଦନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କୁ କଡ଼ା ଟକ୍କର ଦେଇ ପାରନ୍ତି ପିନାରାୟୀ ବିଜୟନ। ସେ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି।  ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ଏଲ୍‌ଡିଏଫ୍ ପକ୍ଷରୁ କୁହାଯାଇଛି।

୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ବାମମେଣ୍ଟ ଏଲ୍‌ଡିଏଫ୍ ୯୧ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ୪୭ଟି ଆସନରେ ବିଜୟୀ ହୋଇଛି।

ଚଳିତ ବର୍ଷ ପ୍ରଥମ ଥର ପାଇଁ କେରଳ ବିଧାନସଭାରେ ଖାତା ଖୋଲିବାକୁ ସମର୍ଥ ହୋଇଛି ବିଜେପି। ବରିଷ୍ଠ ନେତା ଓ.ରାଜାଗୋପାଲ ବିଜେପି ପାଇଁ ଏକମାତ୍ର ଆସନ ଆଣି ଦେଇଛନ୍ତି। ଥିରୁଅନନ୍ତପୁରମ୍ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା କ୍ରିକେଟର ଏସ୍.ଶ୍ରୀସନ୍ଥ ହାରି ଯାଇଛନ୍ତି।

ସେହିପରି ରାଜ୍ୟରେ ଜଣେ ସ୍ୱାଧୀନପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଛନ୍ତି।

କେରଳକୁ ହାତଛଡ଼ା କରିଥିବା କଂଗ୍ରେସ ପାଇଁ ଏକମାତ୍ର ସାନ୍ତ୍ୱନା ହୋଇଛି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରି। ୩୦ ଆସନ ବିଶିଷ୍ଟ ପୁଡୁଚେରି ବିଧାନସଭା ନିର୍ବାଚନରେ ଦଳ ୧୭ଟି ଆସନରେ ବିଜୟୀ ହୋଇଥିବା ବେଳେ ଏନ୍‌ଆର୍‌ସି ୮ଟି, ଏଆଇଏଡିଏମ୍‌କେ ୪ଟି ଓ ଅନ୍ୟାନ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story