କଂଗ୍ରେସ ପାଇଁ ପ୍ରଥମେ ଦଳ ପରେ ଦେଶ: ମୋଦି

ନୂଆଦିଲ୍ଲୀ: ‘କଂଗ୍ରେସ ପାଇଁ ଦଳ ଆଗ, ଦେଶ ପଛ।’ ଆଜି ସଂସଦରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଜେପିର ସଂସଦୀୟ ଦଳ ବୈଠକରେ ଏହା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହିତ ଦେଶରେ କ୍ୟାସ୍ ପେମେଣ୍ଟ୍ ଅପେକ୍ଷା ଡିଜିଟାଲ୍ ପେମେଣ୍ଟ୍ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି  ଆଜି ଏକ  ବିଜେପି ସଂସଦୀୟ ଦଳ ବୈଠକ ଡାକିଥିଲେ। ଏହି ବୈଠକ ବିଜେପି ଅଧ୍ୟକ୍ଷ ଅମିତ ଶାହା ଉପସ୍ଥିତ ଥିଲେ। […]

pm_narendra_modi

pm_narendra_modi

Rakesh Mallick
  • Published: Friday, 16 December 2016
  • Updated: 16 December 2016, 02:42 PM IST

Sports

Latest News

ନୂଆଦିଲ୍ଲୀ: ‘କଂଗ୍ରେସ ପାଇଁ ଦଳ ଆଗ, ଦେଶ ପଛ।’ ଆଜି ସଂସଦରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଜେପିର ସଂସଦୀୟ ଦଳ ବୈଠକରେ ଏହା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହା ସହିତ ଦେଶରେ କ୍ୟାସ୍ ପେମେଣ୍ଟ୍ ଅପେକ୍ଷା ଡିଜିଟାଲ୍ ପେମେଣ୍ଟ୍ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆଲୋଚନା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି  ଆଜି ଏକ  ବିଜେପି ସଂସଦୀୟ ଦଳ ବୈଠକ ଡାକିଥିଲେ। ଏହି ବୈଠକ ବିଜେପି ଅଧ୍ୟକ୍ଷ ଅମିତ ଶାହା ଉପସ୍ଥିତ ଥିଲେ। ସଂସଦୀୟ ଦଳ ବୈଠକରେ ନୋଟ ବନ୍ଦୀକୁ ନେଇ ମୋଦି କଂଗ୍ରେସ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“କଂଗ୍ରେସ  ପାଇଁ ପ୍ରଥମେ ତା’ର ଦଳ ପରେ ଦେଶ। ”

ଅନ୍ୟପକ୍ଷରେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ୭ ଦିନ ଲେଖାଏଁ ରହି ନୋଟ୍‌ବନ୍ଦୀର ଫାଇଦା ସଂପର୍କରେ ଲୋକଙ୍କୁ ବୁଝାଇବାକୁ ଦଳୀୟ ସାଂସଦଙ୍କୁ ପରାମର୍ଶ ଦେଇଥିଲେ ବିଜେପି ଅଧ୍ୟକ୍ଷ ଅମିତ ଶାହା।

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି,“ଡିଜିଟାଲ୍ ଇକୋନୋମୀରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଡିଜିଟାଲ୍ ପେମେଣ୍ଟ୍ ଯୋଗୁଁ ବ୍ୟବସ୍ଥାରେ ପାରଦର୍ଶିତା ବଢ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story