କରୋନା ସବୁଠାରୁ ବଡ଼ ଅଦୃଶ୍ୟ ଯୁଦ୍ଧ: ରାଜନାଥ

ନୂଆଦିଲ୍ଲୀ: ଦେଶ କରୋନା ମହାମାରୀ ସହ ଲଢ଼େଇ କରୁଥିବାବେଳେ ସେନା ମଧ୍ୟ ପ୍ରସ୍ତୁତ ରହିଛି। ଏଭଳି ସମୟରେ କୌଣସି ଶକ୍ତିର ଆକ୍ରମଣ ପାଇଁ ସେନା ପ୍ରସ୍ତୁତ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି ୩ ସେବା ଏବଂ କୂଟନୀତିକ ସମ୍ପତ୍ତି କରୋନା ଭାଇରସ୍‌ଠାରୁ ସୁରକ୍ଷିତ ସ୍ଥିତିରେ ଅଛନ୍ତି। ରାଜନାଥ କରୋନା ଲଢ଼େଇକୁ ଦେଶର ସବୁଠାରୁ ବଡ଼ ଅଦୃଶ୍ୟ ଯୁଦ୍ଧ ବୋଲି କହିଛନ୍ତି। ରାଜନାଥ ଏକ ସାକ୍ଷାତକାରରେ କହିଛନ୍ତି, ଲୋକଙ୍କ ସହାୟତା ପାଇଁ […]

ରାଜନାଥ ସିଂହ

ରାଜନାଥ ସିଂହ

Subrat Kumar Nayak
  • Published: Sunday, 19 April 2020
  • Updated: 19 April 2020, 05:01 PM IST

Sports

Latest News

ନୂଆଦିଲ୍ଲୀ: ଦେଶ କରୋନା ମହାମାରୀ ସହ ଲଢ଼େଇ କରୁଥିବାବେଳେ ସେନା ମଧ୍ୟ ପ୍ରସ୍ତୁତ ରହିଛି। ଏଭଳି ସମୟରେ କୌଣସି ଶକ୍ତିର ଆକ୍ରମଣ ପାଇଁ ସେନା ପ୍ରସ୍ତୁତ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି ୩ ସେବା ଏବଂ କୂଟନୀତିକ ସମ୍ପତ୍ତି କରୋନା ଭାଇରସ୍‌ଠାରୁ ସୁରକ୍ଷିତ ସ୍ଥିତିରେ ଅଛନ୍ତି। ରାଜନାଥ କରୋନା ଲଢ଼େଇକୁ ଦେଶର ସବୁଠାରୁ ବଡ଼ ଅଦୃଶ୍ୟ ଯୁଦ୍ଧ ବୋଲି କହିଛନ୍ତି।

ରାଜନାଥ ଏକ ସାକ୍ଷାତକାରରେ କହିଛନ୍ତି, ଲୋକଙ୍କ ସହାୟତା ପାଇଁ ଦେଶ ବିଭିନ୍ନ ସଂସ୍ଥାଙ୍କ ସହ ସମନ୍ୱୟରେ କାର୍ଯ୍ୟ କରୁଛି। ସେ କହିଛନ୍ତି, ସ୍ଥଳ ସେନା, ବାୟୁସେନା ଏବଂ ନୌବାହିନୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ନିଜସ୍ୱ ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକର ନିର୍ଦ୍ଦେଶ ଅନୁସାରେ ଚାଲିଛି।

ଏହି ମହାମାରୀର ପ୍ରଭାବ ବାବଦରେ ସେ କହିଛନ୍ତି, “ସମ୍ଭବତଃ ଏହା ଆମ ଜୀବନକାଳରେ ସବୁଠାରୁ ବଡ଼ ଅଦୃଶ୍ୟ ଲଢ଼େଇ। ଏହା କେବଳ ସ୍ୱାସ୍ଥ୍ୟ ନୁହେଁ, ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପକାଇବ। ଆମେ ଯୁଦ୍ଧକାଳୀନ ପରିସ୍ଥିତି ଭାବି ଲଢ଼ୁଛୁ। ସଶସ୍ତ୍ର ବାହିନୀ ଏହି ଲଢ଼େଇରେ ଦେଶକୁ ପୂର୍ଣ୍ଣ ସହଯୋଗ କରୁଛି।”

ସେ ଏଲ୍‌ଓସିରେ ଭାରତର ମୁକାବିଲା ବାବଦରେ ମଧ୍ୟ ମତ ରଖିଛନ୍ତି। ସେ କହିଛନ୍ତି ଗୁଇନ୍ଦା ତଥ୍ୟ ଆଧାରରେ ଭାରତୀୟ ସେନା ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଆତଙ୍କୀ ଲଞ୍ଚପ୍ୟାଡ୍‌ ଦମନ ଜାରି ରଖିଛି। ଭାରତର ସାର୍ବଭୌମତ୍ୱ ରକ୍ଷା ପାଇଁ ସେନା ଯେକୌଣସି ପରିସ୍ଥିତିରେ ପ୍ରତିଶ୍ରୁତିବଦ୍ଧ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story