ଅନଲକ ଓ୍ୱାନରେ ଭାରତରେ ବଢ଼ିବ କରୋନା ଆକ୍ରାନ୍ତ ସଂଖ୍ୟା!

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏଯାବତ ବିସ୍ଫୋଟକ ହୋଇନାହିଁ। ଦେଶ ଲକଡାଉନ୍ ରହିଥିବାରୁ ସଂକ୍ରମିତ ହୋଇପାରିନଥିଲା କରୋନା। ଏବେ ଲକଡାଉନ୍ ଖୋଲିବା ପରେ ଅନଲକ୍ ଓ୍ୱାନ୍ ଚାଲିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବିସ୍ଫୋଟକ ହୋଇପାରେ ବୋଲି ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଟିମ୍ ଶୁକ୍ରବାର କରୋନାର ମାରାତ୍ମକ ବାବଦରେ ଭାରତକୁ ଏଭଳି ସତର୍କ କରାଇଛନ୍ତି। ବିଶ୍ୱ […]

corona1

corona1

Subhransu Sekhar
  • Published: Saturday, 06 June 2020
  • Updated: 06 June 2020, 06:06 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏଯାବତ ବିସ୍ଫୋଟକ ହୋଇନାହିଁ। ଦେଶ ଲକଡାଉନ୍ ରହିଥିବାରୁ ସଂକ୍ରମିତ ହୋଇପାରିନଥିଲା କରୋନା। ଏବେ ଲକଡାଉନ୍ ଖୋଲିବା ପରେ ଅନଲକ୍ ଓ୍ୱାନ୍ ଚାଲିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବିସ୍ଫୋଟକ ହୋଇପାରେ ବୋଲି ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଟିମ୍ ଶୁକ୍ରବାର କରୋନାର ମାରାତ୍ମକ ବାବଦରେ ଭାରତକୁ ଏଭଳି ସତର୍କ କରାଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ କାର୍ଯ୍ୟକ୍ରମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିସେଲ ରିଆନ୍ କହିଛନ୍ତି ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣିତ ହୋଇପାରେ।

ଜେନେଭାରେ ରିଆନ୍ କହିଛନ୍ତି, ଭାରତରେ କରୋନାର ସ୍ଥିତି ସହର ଏବଂ ଗାଁରେ ଭିନ୍ନ ଭିନ୍ନ ରହିଛି। ଦକ୍ଷିଣ ଏସିଆରେ କରୋନାର ସ୍ଥିତି ବିସ୍ଫୋଟକ ହୋଇନାହିଁ। ପାକିସ୍ତାନ, ବାଂଲାଦେଶରେ ଏଯାବତ କରୋନା ବିସ୍ଫୋଟକ ହୋଇନାହିଁ। ଆଗାମୀ ଦିନରେ ବିସ୍ଫୋଟକ ହେବାର ସମ୍ଭାବନା ରହିଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଏତେ ବିସ୍ଫୋଟକ ହୋଇନାହିଁ। ହେଲେ ଲକଡାଉନ୍ ଖୋଲିବା ପରେ ଦେଶର ଗତିବିଧି ସକ୍ରିୟ ହୋଇଛି। ତେଣୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଆଗାମୀ ଦିନରେ ବଢ଼ିବା ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story