୨ ହଜାର ଡେଇଁଲା କରୋନା ମୃତ୍ୟୁସଂଖ୍ୟା, ୭୪ ହଜାର ଆକ୍ରାନ୍ତ

ବେଜିଂ: ପ୍ରାଣଘାତୀ କରୋନା ଭାଇରସ ଦିନକୁ ଦିନ ମହାମାରୀ ରୂପର ନେବାରେ ଲାଗିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରତିଦିନ ଚାଇନାରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ଏହି କରୋନା ଭାଇରସରେ ଆକ୍ରାନ୍ତ ହୋଇ ଆଉ ୧୩୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଏଯାଏ ଚାଇନାରେ ମୋଟ ୨୦୦୪ ଜଣ ଲୋକ ଜୀବନ କରୋନା ନେଇ ସାରିଲାଣି। ଚାଇନା ବାହାରେ ମଧ୍ୟରେ ଏହି ଭୂତାଣୁ ୬ ଜଣଙ୍କ ଜୀବନ ନେଇଛନ୍ତି। […]

x

x

Hemant Lenka
  • Published: Wednesday, 19 February 2020
  • Updated: 19 February 2020, 03:12 PM IST

Sports

Latest News

ବେଜିଂ: ପ୍ରାଣଘାତୀ କରୋନା ଭାଇରସ ଦିନକୁ ଦିନ ମହାମାରୀ ରୂପର ନେବାରେ ଲାଗିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରତିଦିନ ଚାଇନାରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ଏହି କରୋନା ଭାଇରସରେ ଆକ୍ରାନ୍ତ ହୋଇ ଆଉ ୧୩୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଏଯାଏ ଚାଇନାରେ ମୋଟ ୨୦୦୪ ଜଣ ଲୋକ ଜୀବନ କରୋନା ନେଇ ସାରିଲାଣି।

ଚାଇନା ବାହାରେ ମଧ୍ୟରେ ଏହି ଭୂତାଣୁ ୬ ଜଣଙ୍କ ଜୀବନ ନେଇଛନ୍ତି। କରୋନା ଏବେ ବିଶ୍ୱର ୨୭ରୁ ଅଧିକ ରାଷ୍ଟ୍ରରେ କାୟା ମେଲାଇ ସାରିଲାଣି। କରୋନାକୁ ନେଇ ସାରା ବିଶ୍ୱରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ଜାତିସଂଘ ମଧ୍ୟ କାରୋନା ସ୍ଥିତି ଏବେ ଭୟଙ୍କର ବୋଲି କହିଛି।

ଚାଇନା ହେଲଥ କମିଶନ ପକ୍ଷରୁ କୁହାଯାଇଛି ଯେ ସୋମବାର ଅପେକ୍ଷା ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ସୋମବାର ହୁବେଇ ପ୍ରଦେଶରୁ ୧୮୦୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ୧୬୯୩ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ସମଗ୍ର ଦେଶରେ ୧୭୪୯ ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସା ପାଇଁ ଆଡମିସନ ହୋଇଛି।

ଏଯାଏ ମୋଟ ୭୪,୧୮୫ ଜଣ ଲୋକ ଚାଇନାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ସୋମବାର ତୁଳନାରେ ମଙ୍ଗଳବାର ମୃତକଙ୍କ ସଂଖ୍ୟା ବଢ଼ିଛି। ସୋମବାର ୯୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ମଙ୍ଗଳବାର ୧୩୬ ଜଣଙ୍କ ମୁଣ୍ଡ ନେଇଛି କୋରନା। କେବଳ ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ହୁବେଇରେ ୧୩୨ ଜଣ ପ୍ରାଣ ହରାଇଛନ୍ତି।

ଚାଇନା ବାହାରେ ଏଯାଏ ୧ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ଜୀବନ ଯାଇଛି। ଜାପାନ ଜାହାଜରେ ରହିଥିବା ଅଧିକାଂଶ ଲୋକ କରୋନାରେ ଆକ୍ରାନ୍ତ ହେବା ସେଠାକାର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଦୀର୍ଘ ୧୪ରୁ ଅଧିକ ଦିନ ହେଲା ଉକ୍ତ ଜାହାଜକୁ ସମସ୍ତଙ୍କ ଠାରୁ ଅଲଗା କରି ଜାପାନର ୟୋକୋହାମ ବନ୍ଦରରେ ରଖାଯାଇଛି। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୧୬୦ ଭାରତୀୟ ରହିଛନ୍ତି।

କରୋନା ସ୍ଥିତି ବିଗୁଡ଼ୁଥିବାରୁ ଏକାଧିକ ରାଷ୍ଟ୍ର ଚାଇନା ପାଇଁ ସୀମା ସିଲ କରିଦେଇଛନ୍ତି। ଏଥିସହ ଚାଇନା ସହ ବ୍ୟବସାୟିକ ସମ୍ପର୍କ ମଧ୍ୟ ଚ୍ଛିନ୍ନ କରିଛନ୍ତି। ବିମାନ ଠାରୁ ଆରମ୍ଭ କରି ଅନ୍ୟାନ୍ୟା ଯାତାୟାତ ମଧ୍ୟ ଠପ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story