ବ୍ରିଟେନ ଭାଇରସକୁ ମାତ ଦେବାରେ କୋଭାକ୍ସିନ ଟିକା ସକ୍ଷମ

ନୂଆଦିଲ୍ଲୀ: ମହାମାରୀ କରୋନାର ନୂଆ ଷ୍ଟ୍ରେନକୁ ନେଇ ସୃଷ୍ଟି ହୋଇଥିବା ଭୟର ବାତାବରଣ ମଧ୍ୟରେ ଆଶ୍ୱସ୍ତି କରିବା ଭଳି ଖବର ସାମ୍ନାକୁ ଆସିଛି। ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଓ ମାରାତ୍ମକ ଷ୍ଟ୍ରେନକୁ ମାତ ଦେବାରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ସଂପୂର୍ଣ୍ଣ ଭାବେ ସକ୍ଷମ ବୋଲି ଆଜି ଭାରତ ସରକାର କହିଛନ୍ତି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନରେ […]

dx

dx

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 03:30 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ନୂଆ ଷ୍ଟ୍ରେନକୁ ନେଇ ସୃଷ୍ଟି ହୋଇଥିବା ଭୟର ବାତାବରଣ ମଧ୍ୟରେ ଆଶ୍ୱସ୍ତି କରିବା ଭଳି ଖବର ସାମ୍ନାକୁ ଆସିଛି। ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଓ ମାରାତ୍ମକ ଷ୍ଟ୍ରେନକୁ ମାତ ଦେବାରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ସଂପୂର୍ଣ୍ଣ ଭାବେ ସକ୍ଷମ ବୋଲି ଆଜି ଭାରତ ସରକାର କହିଛନ୍ତି।

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ୍‌କୁ ମାତ ଦେଇପାରୁଛନ୍ତି। ଆଇସିଏମଆର୍‌ର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ବୈଜ୍ଞାନିକମାନେ plaque reduction neutralization test କରିଥିଲେ।

ଏହି ସମୟରେ ସେମାନେ ୨୬ ଜଣ ବ୍ୟକ୍ତିଙ୍କ ସେରା ସଂଗ୍ରହ କରିଥିଲେ। ଏହାପରେ କୋଭାକ୍ସିନ ଟିକା ବ୍ରିଟେନ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ କି ନାହିଁ, ତା’ର ଯାଞ୍ଚ କରିଥିଲେ। ଗବେଷଣାରୁ ଜଣାପଡ଼ିଛି ଯେ କୋଭାକ୍ସିନ ଟିକା ବ୍ରିଟେନର ନୂଆ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ ବୋଲି ସ୍ପଷ୍ଟ ହୋଇଛି।

ଭାରତ ସରକାର ଜାନୁଆରୀ ୩ରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଓ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଉତ୍ପାଦିତ କୋଭିସିଲ୍ଡ ଟିକାର ଜରୁରୀ କାଳୀନ ବ୍ୟବହାରକୁ ଅନୁମତି ଦେଇଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ଏହି ଦୁଇଟି ଟିକାର ଡୋଜ୍‌ ମଧ୍ୟ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story