ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ ଲଢିବନି ସିୱାଇଏସଏସ

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟିର ଛାତ୍ର ସଂଗଠନ ସିୱାଇଏସଏସ (ଛାତ୍ର ଯୁବ ସଂଘର୍ଷ ସମିତି) ଚଳିତ ବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ନିର୍ବାଚନ ନ ଲଢିବା ପାଇଁ ନିଷ୍ପତ୍ତି ନେଇଛି । ଦଳୀୟ ସୂତ୍ରରୁ ଜଣା ପଡିଛି ଯେ ପ୍ରର୍ଯ୍ୟାପ୍ତ ପ୍ରସ୍ତୁତି  ହୋଇ ନ ଥିବାରୁ ଆମ ଆଦମୀ ପାର୍ଟିର ନେତାମାନେ ଛାତ୍ର ସଂଘ ନିର୍ବାଚନ ଲଢିବା ପାଇଁ ସବୁଜ ପତାକା ଦେଖାଇ ନାହାଁନ୍ତି । ଏହା ମଧ୍ୟରେ ସିୱାଇଏସଏସ ନିଜ ବିରୋଧୀ ସଂଗଠନ ଏବିଭିପି […]

cyss

cyss

Rakesh Mallick
  • Published: Thursday, 07 July 2016
  • Updated: 07 July 2016, 06:55 PM IST

Sports

Latest News

ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟିର ଛାତ୍ର ସଂଗଠନ ସିୱାଇଏସଏସ (ଛାତ୍ର ଯୁବ ସଂଘର୍ଷ ସମିତି) ଚଳିତ ବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ନିର୍ବାଚନ ନ ଲଢିବା ପାଇଁ ନିଷ୍ପତ୍ତି ନେଇଛି । ଦଳୀୟ ସୂତ୍ରରୁ ଜଣା ପଡିଛି ଯେ ପ୍ରର୍ଯ୍ୟାପ୍ତ ପ୍ରସ୍ତୁତି  ହୋଇ ନ ଥିବାରୁ ଆମ ଆଦମୀ ପାର୍ଟିର ନେତାମାନେ ଛାତ୍ର ସଂଘ ନିର୍ବାଚନ ଲଢିବା ପାଇଁ ସବୁଜ ପତାକା ଦେଖାଇ ନାହାଁନ୍ତି ।

ଏହା ମଧ୍ୟରେ ସିୱାଇଏସଏସ ନିଜ ବିରୋଧୀ ସଂଗଠନ ଏବିଭିପି ଏବଂ ଏନଏସୟୁଆଇର ରଣକୌଶଳ ଆକଳନ କରିବାରେ ବିଫଳ ହେଲା ପରି ମନେ ହେଉଛି । ଅବଶ୍ୟ ସିୱାଇଏସଏସର କହିବା କଥା ହେଉଛି ନିର୍ବାଚନ ଲଢିବା ଅପେକ୍ଷା ସଂଗଠନ ଚଳିତ ବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ବାହୁବଳ ଓ ଅର୍ଥବଳର ବ୍ୟବହାର ବିରୋଧରେ ପ୍ରଚାର କରିବ।

ଗତବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ନିର୍ବାଚନରେ ସିୱାଇଏସଏସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା। ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନର ସଂଗଠନର ସମ୍ମୁଖକୁ ଆସିଥିଲେ। ଏହାଛଡା ନିକଟରେ ହୋଇଥିବା ନଗର ନିଗମର ଉପନିର୍ବାଚନରେ ମଧ୍ୟ ଆମ ଆଦମୀ ପାର୍ଟିରୁ ଲୋକଙ୍କର ମୋହ ଭଙ୍ଗ ହେଉଥିବାର ଦେଖିବାକୁ ମିଳିଥିଲା।

ସୂଚନାମୁତାବକ ପାର୍ଟିର ଲୋକପ୍ରିୟତା କମିବା କାରଣରୁ ସିୱାଇଏସଏସ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଏହି କାରଣରୁ ସଂଗଠନ ଛାତ୍ର ସଂଘ ନିର୍ବାଚନ ନ ଲଢିବା ପାଇଁ ନିଷ୍ପତ୍ତି ନେଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story