ଦେଶବାସୀଙ୍କ ସହ କଥା ହେବା ପାଇଁ ଟକ୍-ଟୁ-ଏକ୍ କାର୍ଯ୍ୟକ୍ରମ ଆରମ୍ଭ କରିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶବାସୀଙ୍କ ସହ ସଂପର୍କ ଯୋଡିବା ପାଇଁ ୧୭ ଜୁଲାଇ ୧୧ଟା ବେଳେ ଟକ୍-ଟୁ-ଏକ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଟକ୍-ଟୁ-ଏକ୍‌ କାର୍ଯ୍ୟକ୍ରମରେ କେଜ୍ରିୱାଲ ଲାଇଭ ଭିଡ଼ିଓ ଜରିଆରେ ଲୋକମାନଙ୍କ ସହ କଥା ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ମନ କୀ ବାତ’ କାର୍ଯ୍ୟକ୍ରମ ଭଳି କେଜ୍ରିୱାଲ ପ୍ରତି ମାସରେ  ଲୋକମାନଙ୍କ ସହ  କଥା ହେବେ।  ଏକ ୱେବସାଇଟ ଜରିଆରେ ଏହି କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ସ୍ୱତନ୍ତ୍ର ୱେବସାଇଟ […]

arabida kajriwal

arabida kajriwal

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 03:28 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶବାସୀଙ୍କ ସହ ସଂପର୍କ ଯୋଡିବା ପାଇଁ ୧୭ ଜୁଲାଇ ୧୧ଟା ବେଳେ ଟକ୍-ଟୁ-ଏକ୍ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଟକ୍-ଟୁ-ଏକ୍‌ କାର୍ଯ୍ୟକ୍ରମରେ କେଜ୍ରିୱାଲ ଲାଇଭ ଭିଡ଼ିଓ ଜରିଆରେ ଲୋକମାନଙ୍କ ସହ କଥା ହେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ମନ କୀ ବାତ’ କାର୍ଯ୍ୟକ୍ରମ ଭଳି କେଜ୍ରିୱାଲ ପ୍ରତି ମାସରେ  ଲୋକମାନଙ୍କ ସହ  କଥା ହେବେ।  ଏକ ୱେବସାଇଟ ଜରିଆରେ ଏହି କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ସ୍ୱତନ୍ତ୍ର ୱେବସାଇଟ ତିଆରି କରାଯାଉଛି।

ଲୋକମାନେ ଫୋନ୍, ମେସେଜ ଓ ସୋସିଆଲ ମିଡିଆରେ  କେଜ୍ରିୱାଲଙ୍କୁ  ପ୍ରଶ୍ନ ପଚାରିପାରିବେ। ଏଥିପାଇଁ  ଫୋନ ନମ୍ବର ଏବଂ ଏସଏମଏସ କରିବାର ନମ୍ବର ଲୋକମାନଙ୍କୁ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story