ଦାଉଦ୍‌ ଲିଙ୍କ୍: ମହାରାଷ୍ଟ୍ର ରାଜସ୍ୱ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାରେ ବିଜେପି

ମୁମ୍ୱାଇ: ମହାରାଷ୍ଟ୍ରର ରାଜସ୍ୱ ମନ୍ତ୍ରୀ ଏକନାଥ ଖଡସେଙ୍କ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ସମ୍ପର୍କକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ଜମି ଦୁର୍ନୀତି ନେଇ ସେ ବିବାଦରେ ଫସିଯାଇଛନ୍ତି। ବିଜେପି ପକ୍ଷରୁ ଏକନାଥଙ୍କ ଉପରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଜଣାପଡ଼ିଛି। ପୁନେରେ ଜମି ଦୁର୍ନୀତି ନେଇ ଏକନାଥଙ୍କ ନାଁ ଆସିବା ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ  ଓ ରାଜ୍ୟ ବିଜେପିକୁ ରିପୋର୍ଟ ମାଗିଛନ୍ତି। ମହାରାଷ୍ଟ୍ରର  ବିଜେପି […]

eknath khadse

eknath khadse

Rakesh Mallick
  • Published: Thursday, 02 June 2016
  • Updated: 02 June 2016, 10:08 AM IST

Sports

Latest News

eknath khadseମୁମ୍ୱାଇ: ମହାରାଷ୍ଟ୍ରର ରାଜସ୍ୱ ମନ୍ତ୍ରୀ ଏକନାଥ ଖଡସେଙ୍କ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ସମ୍ପର୍କକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ଜମି ଦୁର୍ନୀତି ନେଇ ସେ ବିବାଦରେ ଫସିଯାଇଛନ୍ତି। ବିଜେପି ପକ୍ଷରୁ ଏକନାଥଙ୍କ ଉପରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଜଣାପଡ଼ିଛି।

ପୁନେରେ ଜମି ଦୁର୍ନୀତି ନେଇ ଏକନାଥଙ୍କ ନାଁ ଆସିବା ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ  ଓ ରାଜ୍ୟ ବିଜେପିକୁ ରିପୋର୍ଟ ମାଗିଛନ୍ତି। ମହାରାଷ୍ଟ୍ରର  ବିଜେପି ପ୍ରଭାରୀ  ସରୋଜ ପାଣ୍ଡେ ଗତ ତିନି ଦଳ ତଳେ ଏକନାଥଙ୍କ ସହ ସାକ୍ଷାତ କରିଥିଲେ। ଏକନାଥଙ୍କ ବିରୁଦ୍ଧରେ ଲୋକଙ୍କ ଅଭିଯୋଗ ନେଇ ପକ୍ଷ ଶୁଣିବା ପରେ ଅମିତ ଶାହାଙ୍କୁ ଏନେଇ ଫୋନ୍‌ ଦ୍ୱାରା ଜଣାଇଥିଲେ।

ଏମ୍‌ଆଇଡିସି ଜମି କିଣିବା ଅବୈଧ  ଥିବାବେଳେ ସେ ପୁନେର ଭସୋରୀ ଅଞ୍ଚଳରେ ଏମ୍‌ଆଇଡିସି ଜମି ଚାରି କୋଟିରେ କିଣିଛନ୍ତି।  ଏକନାଥଙ୍କ ଇସ୍ତଫା ଦାବିରେ ଆମ୍ ଆଦମୀ ପାର୍ଟିର ନେତା ଅଞ୍ଜଳି ଦମାନିଆ ମୁମ୍ୱାଇରେ ଅନଶନରେ ବସିଛନ୍ତି।

ଏକନାଥଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ମୋଦିଙ୍କ ‘ନା ଖାଉଗାଁ, ନା ଖାନେ ଦୁଗାଁ’ ସ୍ଲୋଗାନ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story