ସିଆଚେନ୍‌ରେ ରାଜନାଥ, ଯବାନଙ୍କୁ କହିଲେ ଏମିତି କଥା

ନୂଆଦିଲ୍ଲୀ: ମୋଦି-୨ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରାଜନାଥ ସିଂହ ଆଜି ତାଙ୍କର ପ୍ରଥମ ଗସ୍ତରେ ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍‌ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଆଚେନ୍‌ ବେସ୍‌ କ୍ୟାମ୍ପରେ ଯବାନମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଲେହରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ସ୍ଥିତି ସମ୍ପର୍କରେ […]

po

po

Hemant Lenka
  • Published: Monday, 03 June 2019
  • Updated: 03 June 2019, 05:49 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରାଜନାଥ ସିଂହ ଆଜି ତାଙ୍କର ପ୍ରଥମ ଗସ୍ତରେ ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍‌ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଆଚେନ୍‌ ବେସ୍‌ କ୍ୟାମ୍ପରେ ଯବାନମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଲେହରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ସ୍ଥିତି ସମ୍ପର୍କରେ ରାଜନାଥଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।

ସିଆଚେନ୍‌ ଗସ୍ତର ଫଟୋକୁ ରାଜନାଥ ନିଜେ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, “ମୁଁ ଆଜି ଫରୱାର୍ଡ ପୋଷ୍ଟ ଓ ସିଆଚେନ୍‌ ବେସ୍‌ କ୍ୟାମ୍ପ ଯାଇଥିଲି। ବିଶ୍ୱର ସବୁଠାରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ଏହି ସ୍ଥାନରେ କାର୍ଯ୍ୟରତ ସମସ୍ତ ଯବାନଙ୍କୁ ମୁଁ ସାଲ୍ୟୁଟ କରୁଛି। ଆମ ମାଟି ମା’ର ସୁରକ୍ଷା ପାଇଁ ଯବାନଙ୍କ ଅବଦାନକୁ କେବେ କେହି ଭୁଲି ପାରିବେ ନାହିଁ। ସେନା ବାହିନୀରେ କାର୍ଯ୍ୟ କରିବାକୁ ସେମାନଙ୍କ ପିଲାମାନଙ୍କୁ ଛାଡ଼ୁଥିବା ବାପାମା’ଙ୍କ ପାଇଁ ମୁଁ ଗର୍ବିତ। ମୁଁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ଧନ୍ୟବାଦ ପତ୍ର ପଠାଇବି।”

ଶୀତଦିନେ ଏଠାରେ ପାରଦ ମାଇନସ୍ ୬୦ ଡିଗ୍ରୀ ରହିଥାଏ। ତଥାପି ଯବାନମାନେ ଏଠାକାର ପ୍ରତିକୂଳ ଓ ବିପଜ୍ଜନକ ପରିବେଶରେ ଦେଶର ସୁରକ୍ଷା ପାଇଁ କାମ କରିଥାଆନ୍ତି। ଆଜି ରାଜନାଥ ଧଳା ରଙ୍ଗର ଶୀତ ଜ୍ୟାକେଟ୍‌ ପିନ୍ଧି ସେଠାକୁ ଯାଇଥିଲେ। ସିଆଚେନ୍‌ରେ ନିୟୋଜିତ ଥିବା ସମୟରେ ପ୍ରାୟ ୧୧ଶହ ଯବାନ ପ୍ରାଣବଳି ଦେଇଛନ୍ତି। ରାଜନାଥଙ୍କ ସହ ସେନା ବାହିନୀର ବହୁ ବରିଷ୍ଠ ଅଧିକାରୀମାନେ ସିଆଚେନ୍‌ ଯାଇଥିଲେ। ସେମାନେ ରାଜନାଥଙ୍କୁ ଯବାନଙ୍କ କାର୍ଯ୍ୟଶୈଳୀ ଏବଂ ବାୟୁସେନାର ସହାୟତା ସମ୍ପର୍କରେ ଅବଗତ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story