ରାହୁଲ୍ ରିଟର୍ଣ୍ଣସ୍!

ନୂଆଦିଲ୍ଲୀ: ପୁଣି ରାହୁଲ ଗାନ୍ଧି ହୋଇପାରନ୍ତି କଂଗ୍ରେସ ପାର୍ଟିର ଅଧ୍ୟକ୍ଷ। ରାହୁଲ ଗାନ୍ଧିଙ୍କୁ ତୁରନ୍ତ ଅଧ୍ୟକ୍ଷ କରାଯିବା ନେଇ ଦିଲ୍ଲୀ କଂଗ୍ରେସ ଏକ ପ୍ରସ୍ତାବ ପାରତ କରିଛି। ଏବେ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଅଛନ୍ତି। ତେଣୁ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଅର୍ଥାତ୍ ଜୁନ୍, ୨୦୨୧ ପରେ ହେବ ବୋଲି ଜାନୁଆରୀ ୨୨ ତାରିଖରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହା ପୂର୍ବରୁ ରାହୁଲଙ୍କୁ ଅଧ୍ୟକ୍ଷ […]

rahul

rahul

Ranjit Kumar Jena
  • Published: Sunday, 31 January 2021
  • Updated: 31 January 2021, 09:04 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ରାହୁଲ ଗାନ୍ଧି ହୋଇପାରନ୍ତି କଂଗ୍ରେସ ପାର୍ଟିର ଅଧ୍ୟକ୍ଷ। ରାହୁଲ ଗାନ୍ଧିଙ୍କୁ ତୁରନ୍ତ ଅଧ୍ୟକ୍ଷ କରାଯିବା ନେଇ ଦିଲ୍ଲୀ କଂଗ୍ରେସ ଏକ ପ୍ରସ୍ତାବ ପାରତ କରିଛି। ଏବେ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଅଛନ୍ତି। ତେଣୁ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ଅର୍ଥାତ୍ ଜୁନ୍, ୨୦୨୧ ପରେ ହେବ ବୋଲି ଜାନୁଆରୀ ୨୨ ତାରିଖରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହା ପୂର୍ବରୁ ରାହୁଲଙ୍କୁ ଅଧ୍ୟକ୍ଷ କରାଯିବା ନେଇ ଦାବି ଜୋର୍ ଧରିଛି।

ଆଜି ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଚୌଧୁରୀ ଅନୀଲ କୁମାର ବର୍ତ୍ତମାନର ରାଜନୀତିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ କଂଗ୍ରେସ ପାର୍ଟିକୁ ମଜଭୁତ୍ କରିବା ଏବଂ ଭବିଷ୍ୟତର ନୀତି ଉପରେ ଆବଶ୍ୟକ ବିଚାର ବିମର୍ଶ ହୋଇଥିଲା।

ଏହି ଅବସରରେ ଚୌଧୁରୀ ଅନୀଲ କୁମାର କହିଛନ୍ତି, ରାହୁଲ ଗାନ୍ଧି ଏକମାତ୍ର ବ୍ୟକ୍ତି ଯିଏ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରଣା ଯୋଗାଇପାରିବେ। ଚାଷୀ ଆନ୍ଦୋଳନ ଠାରୁ ଆରମ୍ଭ କରି ଜିଏସଟିକୁ ନେଇ ରାହୁଲ୍ ଗାନ୍ଧି ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ସତ ପ୍ରମାଣିତ ହୋଇଛି। ତେଣୁ ଏହା ରାହୁଲ ଗାନ୍ଧିଙ୍କ ନେତୃତ୍ୱ କ୍ଷମତାକୁ ଦର୍ଶାଉଛି। ଏଥିପାଇଁ ଆମେ ସମସ୍ତେ ତାଙ୍କୁ ପୁଣିଥରୋ କଂଗ୍ରେସର ଅଧ୍ୟକ୍ଷ କରାଇବା ପାଇଁ ପ୍ରସ୍ତାବ ପାରିତ କରିଛୁ।

ଦିଲ୍ଲୀ କଂଗ୍ରେସ ନେତାଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ବୈଠକରେ ତିନୋଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏଥିରେ ରାହୁଲ ଗାନ୍ଧିଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଇବା ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ବିଲ୍ ବିରୋଧରେ ମଧ୍ୟ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶକ୍ତି ସିଂ ଗୋହିଲ୍‌, ଜଗଦୀଶ ଟାଇଟଲର୍, ରମେଶ କୁମାର, କ୍ରିଷ୍ଣା ତିରଥ, ଡ. ନରେନ୍ଦ୍ର ନାଥ, ଯୋଗନନ୍ଦ ଶାସ୍ତ୍ରୀ, ଡ. କିରନ୍ ୱାଲିଆ ଓ ହାରୁନ୍ ୟୁସୁଫ୍ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story