ପରିବେଶ ମନ୍ତ୍ରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାଏ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ସେ ନିଜେ ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ଆଡ଼ୁ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି କହିଛନ୍ତି। ଗୋପାଳ ରାଏ ଟ୍ୱିଟ କରି କହିଛନ୍ତି, “ପ୍ରାଥମିକ ଲକ୍ଷଣ ପରେ ମୁଁ କରୋନା ଟେଷ୍ଟ କରାଇଥିଲି। ମୋ ରିପୋର୍ଟ ପଜିଟିଭ ଆସିଛି। ଯେଉଁ ମାନେ […]

gf

gf

Hemant Lenka
  • Published: Thursday, 26 November 2020
  • Updated: 26 November 2020, 01:14 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାଏ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ସେ ନିଜେ ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ଆଡ଼ୁ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି କହିଛନ୍ତି।

ଗୋପାଳ ରାଏ ଟ୍ୱିଟ କରି କହିଛନ୍ତି, “ପ୍ରାଥମିକ ଲକ୍ଷଣ ପରେ ମୁଁ କରୋନା ଟେଷ୍ଟ କରାଇଥିଲି। ମୋ ରିପୋର୍ଟ ପଜିଟିଭ ଆସିଛି। ଯେଉଁ ମାନେ ବିଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ଦୟା କରି ନିଜର ଧ୍ୟାନ ରଖନ୍ତୁ ଓ କରୋନା ଟେଷ୍ଟ କରାଇ ନିଅନ୍ତୁ।”

ଦିଲ୍ଲୀ ସରକାରଙ୍କ ତୃତୀୟ ମନ୍ତ୍ରୀ ଭାବେ ଗୋପାଳ ରାଏ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଏଙ୍କ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story