ଦିଲ୍ଲୀରେ ଯୁଗ୍ମ-‌ଅଯୁଗ୍ମ ବିଫଳ କରିବାକୁ ଚାହୁଁଛି ବିଜେପି: କେଜ୍ରିୱାଲ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଡ୍‌-ଇଭେନ୍‌ ବିଫଳ ହୋଇଯାଉ ବୋଲି ବିଜେପି ଚାହୁଁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ୍‌ ଅଭିଯୋଗ କରିଛନ୍ତି। ଯୁଗ୍ମ-ଅଯୁଗ୍ମ ନିୟମ ନ ମାନିବାକୁ ବିଜେପି ଲୋକଙ୍କୁ ପ୍ରବର୍ତ୍ତାଉଥିବା କେଜ୍ରିୱାଲ୍‌ ଆଜି ସକାଳେ ଟ୍ୱିଟ୍‌ କରିଛନ୍ତି। ବିଜେପି ସାଂସଦ ବିଜୟ ଗୋୟଲଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ସେ ଏହି ଅଭିଯୋଗ କରିଛନ୍ତି। ଦିଲ୍ଲୀର ଜନତାକୁ ଭରସା ଦେଇ କ୍ରେଜ୍ରିୱାଲ କହିଛନ୍ତି ବିଜେପିର ଏହି ଉଦ୍ୟମକୁ ଲୋକେ  ବିଫଳ କରିଦେବେ। ସୂଚନାଯୋଗ୍ୟ, ଯୁଗ୍ମ-ଅଯୁଗ୍ମ ଦ୍ୱିତୀୟ ପର୍ଯ୍ୟାୟ ୧୫ ଏପ୍ରିଲ୍‌ରୁ […]

aravinda

aravinda

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 08:24 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଡ୍‌-ଇଭେନ୍‌ ବିଫଳ ହୋଇଯାଉ ବୋଲି ବିଜେପି ଚାହୁଁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ୍‌ ଅଭିଯୋଗ କରିଛନ୍ତି। ଯୁଗ୍ମ-ଅଯୁଗ୍ମ ନିୟମ ନ ମାନିବାକୁ ବିଜେପି ଲୋକଙ୍କୁ ପ୍ରବର୍ତ୍ତାଉଥିବା କେଜ୍ରିୱାଲ୍‌ ଆଜି ସକାଳେ ଟ୍ୱିଟ୍‌ କରିଛନ୍ତି। ବିଜେପି ସାଂସଦ ବିଜୟ ଗୋୟଲଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ସେ ଏହି ଅଭିଯୋଗ କରିଛନ୍ତି।

ଦିଲ୍ଲୀର ଜନତାକୁ ଭରସା ଦେଇ କ୍ରେଜ୍ରିୱାଲ କହିଛନ୍ତି ବିଜେପିର ଏହି ଉଦ୍ୟମକୁ ଲୋକେ  ବିଫଳ କରିଦେବେ।

ସୂଚନାଯୋଗ୍ୟ, ଯୁଗ୍ମ-ଅଯୁଗ୍ମ ଦ୍ୱିତୀୟ ପର୍ଯ୍ୟାୟ ୧୫ ଏପ୍ରିଲ୍‌ରୁ ଆରମ୍ଭ ହୋଇଛି।  ୩୦ ଏପ୍ରିଲ୍ ଯାଏଁ ଏହି ନିୟମ ଲାଗୁ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story