୫୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀର ଥଣ୍ଡା

ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ଚଳିତ ଅକ୍ଟୋବର ମାସରେ ଦିଲ୍ଲୀରେ ଅନୁଭୂତ ହୋଇଥିବା ଥଣ୍ଡା ୫୮ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଏହାର ଅର୍ଥ ୫୮ ବର୍ଷ ମଧ୍ୟରେ କେବେ ହେଲେ ଦିଲ୍ଲୀରେ ଅକ୍ଟୋବର ମାସରେ ଏତେ ଭୟଙ୍କର ଥଣ୍ଡା ଅନୁଭୂତ ହୋଇ ନଥିଲା। ଦିଲ୍ଲୀର ଥଣ୍ଡା ଚଳିତ ମାସରେ ରେକର୍ଡ ଭାଙ୍ଗିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। […]

gh

gh

Hemant Lenka
  • Published: Saturday, 31 October 2020
  • Updated: 31 October 2020, 06:15 PM IST

Sports

Latest News

ନୂଆଦିଲ୍ଲୀ: ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଲାଣି। ସ୍ଥିତି ଏପରି ହୋଇଛି ଯେ ଚଳିତ ଅକ୍ଟୋବର ମାସରେ ଦିଲ୍ଲୀରେ ଅନୁଭୂତ ହୋଇଥିବା ଥଣ୍ଡା ୫୮ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଏହାର ଅର୍ଥ ୫୮ ବର୍ଷ ମଧ୍ୟରେ କେବେ ହେଲେ ଦିଲ୍ଲୀରେ ଅକ୍ଟୋବର ମାସରେ ଏତେ ଭୟଙ୍କର ଥଣ୍ଡା ଅନୁଭୂତ ହୋଇ ନଥିଲା।

ଦିଲ୍ଲୀର ଥଣ୍ଡା ଚଳିତ ମାସରେ ରେକର୍ଡ ଭାଙ୍ଗିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ କହିଛି ଯେ ଅକ୍ଟୋବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଶେଷଥର ପାଇଁ ଏତେ କମ ତାପମାତ୍ରା ୧୯୬୨ରେ ରେକର୍ଡ ହୋଇଥିଲା। ସାଧାରଣତଃ ଅକ୍ଟୋବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୯.୧ ଡିଗ୍ରୀ ସେଲସିୟସ ରହିଥାଏ।

ଯଦି ଆମେ ଦିନିକିଆ ହିସାବରେ ତାପମାତ୍ରାକୁ ଆକଳନ କରିବା, ତା’ହେଲେ ଗୁରୁବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ୨୬ ବର୍ଷ ମଧ୍ୟରେ ସର୍ବନିମ୍ନ ତାପମାତ୍ରା କେବେ ହେଲେ ଏତେ ତଳକୁ ଖସି ନଥିଲା। ୧୯୯୪ରେ ଶେଷଥର ପାଇଁ ଏଭଳି ଥଣ୍ଡା ଅନୁଭୂତ ହୋଇଥିଲା।

ଦିଲ୍ଲୀ ଉପରେ କଳା ବାଦଲ ଖଣ୍ଡ ନଥିବାରୁ ଚଳିତ ମାସରେ ତାପମାତ୍ରା ହ୍ରାସ ପାଇଛି। ପବନ ବହୁଥିବାରୁ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି। ୧୯୩୭ ମସିହା ଅକ୍ଟୋବର ୩୧ରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story