ପ୍ରଭାବ ଦେଖାଉଛି ପ୍ଲାଜମା ଥେରାପୀ, ଡିସଚାର୍ଜ ହେଲେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପ୍ରଭାବ ଦେଖାଉଛି ପ୍ଲାଜମା ଥେରାପୀ। ଦିଲ୍ଲୀର ଜଣେ ୪୯ ବର୍ଷୀୟ କରୋନା ଆକ୍ରାନ୍ତ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ସେ ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢ଼େଇ କରୁଥିଲେ। ତେବେ ପରିବାର ଲୋକଙ୍କ ଅନୁରୋଧ କ୍ରମେ ପ୍ଲାଜମା ଥେରାପୀ ଜରିଆରେ ସେ ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି। ଏପ୍ରିଲ ୪ରେ ଏହି ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଦିଲ୍ଲୀ […]

plasma-therapy

plasma-therapy

Subhransu Sekhar
  • Published: Sunday, 26 April 2020
  • Updated: 26 April 2020, 09:17 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଭାବ ଦେଖାଉଛି ପ୍ଲାଜମା ଥେରାପୀ। ଦିଲ୍ଲୀର ଜଣେ ୪୯ ବର୍ଷୀୟ କରୋନା ଆକ୍ରାନ୍ତ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ସେ ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢ଼େଇ କରୁଥିଲେ। ତେବେ ପରିବାର ଲୋକଙ୍କ ଅନୁରୋଧ କ୍ରମେ ପ୍ଲାଜମା ଥେରାପୀ ଜରିଆରେ ସେ ସୁସ୍ଥ ହୋଇ ରବିବାର ଘରକୁ ଫେରିଛନ୍ତି।

ଏପ୍ରିଲ ୪ରେ ଏହି ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଦିଲ୍ଲୀ ସାକେତର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜ୍ୱର ସାଙ୍ଗକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଆକ୍ରାନ୍ତ ଜଣଙ୍କ। ତେବେ ସପ୍ତାହେ ପରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଏହାପରେ ଡବଲ ଅକ୍ସିଜେନ ପ୍ରୟୋଗ କରିଥିଲେ ଡାକ୍ତରମାନେ। ଏହାପରେ ଏପ୍ରିଲ ୮ରେ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା।

ପ୍ଲାଜମା ଥେରାପୀ ଦୌଡ଼ରେ ପଛେଇଛି ଓଡ଼ିଶା!

ଏହାପରେ ବି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ଏହାପରେ ଆକ୍ରାନ୍ତଙ୍କ ପରିବାର ଲୋକେ ପ୍ଲାଜମା ଥେରାପୀ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ଡାକ୍ତରଙ୍କୁ। ଏହାପରେ ଆକ୍ରାନ୍ତଙ୍କ ପରିବାର ଲୋକେ ପ୍ଲାଜମା ବନ୍ଦୋବସ୍ତ କରିଥିଲେ। ତିନି ସପ୍ତାହ ତଳେ ଏହି ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ସେହି ଆକ୍ରାନ୍ତଙ୍କ ରକ୍ତକୁ ଆଣିଥିଲେ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ପରିବାର ଲୋକେ।

ପ୍ଲାଜମା ଥେରାପୀ ଚିକିତ୍ସାର ୪ ଦିନ ପରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। ଏପ୍ରିଲ ୧୮ରେ ସେ ଭେଣ୍ଟିଲେଟରରୁ ଡିସଚାର୍ଜ ହୋଇଥିଲେ। ଶେଷରେ ରବିବାର ତାଙ୍କୁ ହସ୍ପିଟାଲ କତ୍ତୃପକ୍ଷ ଡିସଚାର୍ଜ କରିଛନ୍ତି। ଡିସଚାର୍ଜ ପୂର୍ବରୁ ଆକ୍ରାନ୍ତଙ୍କ କରୋନା ରେଜଲ୍ଟ ନେଗେଟିଭ୍ ଆସିଥିଲା।

ସୂଚନାଯୋଗ୍ୟ, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏବେ ଦେଶର ଅନେକ ରାଜ୍ୟ ପ୍ଲାଜମା ଥେରାପୀ ଉପରେ ଜୋର୍ ଦେଉଛନ୍ତି। ଦିଲ୍ଲୀରେ ୬ ଆକ୍ରାନ୍ତ ଏହି ପ୍ଲାଜମା ଥେରାପୀରେ ଭଲ ହେବା ପରେ ଏବେ ଅନେକ ରାଜ୍ୟ ପ୍ଲାଜମା ଥେରାପୀର ପ୍ରୟୋଗ ପାଇଁ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ନିକଟରେ ଆବେଦନ କରିଛନ୍ତି। କେରଳ, ଦିଲ୍ଲୀରେ ପ୍ଲାଜମା ଚିକିତ୍ସା ପାଇଁ ଅନୁମତି ମିଳିଥିବା ବେଳେ ଏବେ କର୍ଣ୍ଣାଟକ ଏହି ଥେରାପୀକୁ ଆଜିଠାରୁ ପରୀକ୍ଷାମୂଳକ ଭାବରେ ଆରମ୍ଭ କରିଛି। ସେହିପରି ଅନ୍ୟ କିଛି ରାଜ୍ୟ ମଧ୍ୟ ପ୍ଲାଜମା ଥେରାପୀ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story