ଦେଶର ମୁଖ୍ୟ ବିଚାରପତିଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ: ଦେଶର ମୁଖ ବିଚାରପତି ଜଷ୍ଟିସ୍ ଟି.ଏସ୍‌. ଠାକୁରଙ୍କ ଆଖିରେ ଲୁହ। ପ୍ରଧାନମନ୍ତ୍ରୀ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ନିଜ କୋହକୁ  ରୋକି ପାରିଲେନି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ଆଜି ଦିଲ୍ଲୀରେ ଅନୁଷ୍ଠିତ  ସବୁ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମିଳିତ ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ ଦେଶରେ ନ୍ୟାୟିକ ବ୍ୟବସ୍ଥାର ସ୍ଥିତି ବର୍ଣ୍ଣନା କରି ସେ ଭାବବିହ୍ୱଳ ହୋଇଯାଇଥିଲେ। ଜଷ୍ଟିସ୍ ଠାକୁର କହିଥିଲେ ଯେ ଦେଶର […]

bichrapati

bichrapati

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 09:27 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ମୁଖ ବିଚାରପତି ଜଷ୍ଟିସ୍ ଟି.ଏସ୍‌. ଠାକୁରଙ୍କ ଆଖିରେ ଲୁହ। ପ୍ରଧାନମନ୍ତ୍ରୀ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସାମ୍ନାରେ ନିଜ କୋହକୁ  ରୋକି ପାରିଲେନି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ଆଜି ଦିଲ୍ଲୀରେ ଅନୁଷ୍ଠିତ  ସବୁ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମିଳିତ ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ ଦେଶରେ ନ୍ୟାୟିକ ବ୍ୟବସ୍ଥାର ସ୍ଥିତି ବର୍ଣ୍ଣନା କରି ସେ ଭାବବିହ୍ୱଳ ହୋଇଯାଇଥିଲେ।

ଜଷ୍ଟିସ୍ ଠାକୁର କହିଥିଲେ ଯେ ଦେଶର ନ୍ୟାୟିକ ‍ବ୍ୟବସ୍ଥାର ଉନ୍ନତି ହୋଇପାରୁ ନାହିଁ। ଏଥିପାଇଁ ଉଭୟ କେନ୍ଦ୍ର  ଓ ରାଜ୍ୟ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ଆଉ ଏଥିଯୋଗୁଁ ବିଚାର ବ୍ୟବସ୍ଥା ପ୍ରଭାବିତ ହେଉଛି।  ବହୁ ସଂଖ୍ୟାରେ ବିଚାରପତି ପଦବୀ ଖାଲି ପଡ଼ିଛି। ଆଉ ଆବଶ୍ୟକ ବିଚାରପତିଙ୍କ ଅଭାବରୁ ପାଖାପାଖି ୩୮ ଲକ୍ଷ ମାମଲାର ବିଚାର ହୋଇପାରୁ ନାହିଁ।

ପ୍ରଧାନ ବିଚାରପତିଙ୍କ ଏହି ଉଦ୍‌ବୋଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story