ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସାମ୍ପ୍ରଦାୟିକ ରଙ୍ଗ ଦେଲେ ଇମ୍ରାନ ଖାନ

ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ମୁସଲିମ୍ ବିରୋଧୀ କହି ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆଜି ସେ ଟ୍ୱିଟ୍ କରି କହିଛନ୍ତି ଭାରତ କଶ୍ମୀର ପ୍ରସଙ୍ଗରେ ଯେଉଁ ନିଷ୍ପତ୍ତି ନେଇଛି, ତାହା ଅସାମ୍ୱିଧାନିକ ଏବଂ ବେଆଇନ୍। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ କମ୍ୟୁନିଟି କାହିଁକି ଏଯାବତ୍ ନିରବ ରହିଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ଇମ୍ରାନ୍ ଖାନ୍। ‘କଶ୍ମୀରରେ ୧୨ ଦିନ ହେବ କର୍ଫ୍ୟୁ ଜାରି ରହିଛି। ଏଥିସହ […]

Imran_Khan

Imran_Khan

Subhransu Sekhar
  • Published: Thursday, 15 August 2019
  • Updated: 15 August 2019, 07:10 PM IST
ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ମୁସଲିମ୍ ବିରୋଧୀ କହି ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆଜି ସେ ଟ୍ୱିଟ୍ କରି କହିଛନ୍ତି ଭାରତ କଶ୍ମୀର ପ୍ରସଙ୍ଗରେ ଯେଉଁ ନିଷ୍ପତ୍ତି ନେଇଛି, ତାହା ଅସାମ୍ୱିଧାନିକ ଏବଂ ବେଆଇନ୍। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ କମ୍ୟୁନିଟି କାହିଁକି ଏଯାବତ୍ ନିରବ ରହିଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ଇମ୍ରାନ୍ ଖାନ୍।

‘କଶ୍ମୀରରେ ୧୨ ଦିନ ହେବ କର୍ଫ୍ୟୁ ଜାରି ରହିଛି। ଏଥିସହ ଯବାନମାନଙ୍କୁ ନିୟୋଜିତ କରାଯାଇଛି। ଗୁଜରାଟରେ ମୋଦି ସରକାର ସମୟରେ ହୋଇଥିବା ଦଙ୍ଗା ଭଳି କଶ୍ମୀରରେ ସେଭଳି ସ୍ଥିତି ଉପୁଜିବ’ ବୋଲି ଇମ୍ରାନ୍ କହିଛନ୍ତି। ଯାହାକି ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ‘ଡନ’ରେ ପ୍ରକାଶ ପାଇଛି। ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ଠିକ ଏହି ଭଳି ଏକ ବୟାନ ଦେଇଥିଲେ।

https://twitter.com/ImranKhanPTI/status/1161864124252512257

ସୂଚନାଯୋଗ୍ୟ, ଭାରତ ଆଜି ତା'ର ୭୩ତମ ସ୍ୱାଧୀନତା ଦିବସ ପାଳନ କରିଛି। ଏଥିସହ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ୍ ଏବଂ ଜମ୍ମୁ କଶ୍ମୀରରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ିଛି। ସ୍ୱାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଆଜି ବି ଜମ୍ମୁ ଓ କଶ୍ମୀରର ଅଧିକାଂଶ ସ୍ଥାନରେ କର୍ଫ୍ୟୁ ଜାରି ରହିଛି। ତେବେ ପାକିସ୍ତାନ ଭାରତର ସ୍ୱାଧୀନତା ଦିବସକୁ   'କଳା ଦିବସ' ଭାବେ ପାଳନ କରୁଛି। ଏଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଟ୍ୱିଟରର ପ୍ରୋଫାଇଲ୍ ପିକଚରକୁ କଳା କରିଦେଇଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ନିଷ୍ପତ୍ତିକୁ ବିରୋଧ କରି ନିକଟରେ ପାକିସ୍ତାନ ଆମେରିକା, ଋଷିଆ, ଚାଇନା ଆଦି ଦେଶର ଶରଣରେ ପଶିଥିଲା। ହେଲେ ଏହି ସମସ୍ତ ଦେଶ ପାଖରୁ ପାକିସ୍ତାନ ନିରାଶ ହୋଇଛି। ଏହାପରେ ଏହି ପ୍ରସଙ୍ଗକୁ ଉଜ୍ଜୀବିତ ରଖି ନିଜ ଦେଶରେ ଦେଖା ଦେଇଥିବା ଆର୍ଥିକ ପ୍ରସଙ୍ଗରୁ ଘୋଡ଼ାଇବା ପାଇଁ ଇମ୍ରାନ୍ ପ୍ରତିଦିନି ମୋଦି ସରକାରଙ୍କ ନାଁରେ ନୂଆ ନୂଆ ଅଭିଯୋଗ ଆଣୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story