ଢାକା: ନମାଜ ପାଠ ବେଳେ ବିସ୍ଫୋରଣ ଘଟି ୪ ମୃତ, ୭ ଆହତ

ଢାକା: ବାଂଲାଦେଶ ରାଜଧାନୀ ଢାକାରୁ ୮୦ କିଲୋମିଟର ଦୂରରେ ଥିବା କିଶନଗଞ୍ଜ ଅଞ୍ଚଳରେ ଆଜି ସାମୂହିକ ଇଦ୍‌ ପ୍ରାର୍ଥନା ଚାଲିଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ୍‌ କର୍ମଚାରୀଙ୍କୁ ମିଶାଇ ୭ ଜଣ ଆହତ ହୋଇଛନ୍ତି। କିଶନଗଞ୍ଜରେ ପୋଲିସ୍ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଗତ ଶୁକ୍ରବାର ଢାକାରେ ଏକ ରେସ୍ତୋରାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା।

Dhaka police

Dhaka police

Rakesh Mallick
  • Published: Thursday, 07 July 2016
  • Updated: 04 May 2017, 03:44 PM IST

Sports

Latest News

ଢାକା: ବାଂଲାଦେଶ ରାଜଧାନୀ ଢାକାରୁ ୮୦ କିଲୋମିଟର ଦୂରରେ ଥିବା କିଶନଗଞ୍ଜ ଅଞ୍ଚଳରେ ଆଜି ସାମୂହିକ ଇଦ୍‌ ପ୍ରାର୍ଥନା ଚାଲିଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପୋଲିସ୍‌ କର୍ମଚାରୀଙ୍କୁ ମିଶାଇ ୭ ଜଣ ଆହତ ହୋଇଛନ୍ତି। କିଶନଗଞ୍ଜରେ ପୋଲିସ୍ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

ଗତ ଶୁକ୍ରବାର ଢାକାରେ ଏକ ରେସ୍ତୋରାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos