ଦିଲ୍ଲୀରେ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ମାଗଣା ୱାଇଫାଇ ସେବା

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ମାଗଣା ୱାଇଫାଇ ସେବା ପାଇବା ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଆମ ଆଦମୀ ପାର୍ଟି ସରକାର ଫ୍ରି ପବ୍ଲିକ୍ ୱାଇଫାଇ ପ୍ରକଳ୍ପ କରି ସାରିଲାଣି। ପ୍ରଥମ ପର୍ଯ୍ୟାୟରେ ପୂର୍ବ ଦିଲ୍ଲୀର ୫୭୧ଟି ସ୍ଥାନରେ ହଟସ୍ପଟ୍‌ ଜେ।ନ୍ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପାର୍ଟି ପ୍ରବକ୍ତା ଆଶିଷ୍ ଖେତାନ ସରକାରଙ୍କ ତରଫରୁ ଏହି ଘେ।ଷଣା କରି କହିଛନ୍ତି, “ପୂରା ସହରରେ ୩୦୦୦ ଆକ୍ସେସ୍ ପଏଣ୍ଟ ସ୍ଥାପତ ହେବ। ସେତିକ ସଂଖ୍ୟାରେ ହଟସ୍ପଟ ମଧ୍ୟ ସ୍ଥାପନ […]

wifi

wifi

Rakesh Mallick
  • Published: Friday, 24 June 2016
  • Updated: 24 June 2016, 10:39 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ମାଗଣା ୱାଇଫାଇ ସେବା ପାଇବା ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଆମ ଆଦମୀ ପାର୍ଟି ସରକାର ଫ୍ରି ପବ୍ଲିକ୍ ୱାଇଫାଇ ପ୍ରକଳ୍ପ କରି ସାରିଲାଣି। ପ୍ରଥମ ପର୍ଯ୍ୟାୟରେ ପୂର୍ବ ଦିଲ୍ଲୀର ୫୭୧ଟି ସ୍ଥାନରେ ହଟସ୍ପଟ୍‌ ଜେ।ନ୍ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପାର୍ଟି ପ୍ରବକ୍ତା ଆଶିଷ୍ ଖେତାନ ସରକାରଙ୍କ ତରଫରୁ ଏହି ଘେ।ଷଣା କରି କହିଛନ୍ତି, “ପୂରା ସହରରେ ୩୦୦୦ ଆକ୍ସେସ୍ ପଏଣ୍ଟ ସ୍ଥାପତ ହେବ। ସେତିକ ସଂଖ୍ୟାରେ ହଟସ୍ପଟ ମଧ୍ୟ ସ୍ଥାପନ କରାଯିବ। ଲେ।କମାନଙ୍କୁ ମାଗଣା ଇଣ୍ଟରନାଟ୍ କଞ୍ଜମ୍ପସନ୍ ଦିଅଯିବ । ଏହା ପୂରା ବିଶ୍ୱରେ ସବୁଠାରୁ ବଡ଼ ପବ୍ଲିକ ୱାଇଫାଇ ହେବ।”

ଖେତାନ କହିଛନ୍ତି, “ଗେ।ଟିଏ ହଟସ୍ପଟ୍‌ରେ ଏକା ସମୟରେ ୧୨୦ ଲୋକ ଲଗ୍‌ଇନ୍ କରି ମାଗଣା ୱାଇଫାଇର ଫାଇଦା ପାଇପାରିବେ। ଏହାସହ ସରକାର କମନ୍ ଫାଇବାର ନେଟୱାର୍କ ତିଆରି କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ସରକାର ହାଇସ୍ପିଡ୍ ଫାଇବର୍ ନେଟୱାର୍କ ପହଞ୍ଚଇବା ପାଇଁ କାମ କରିବେ। ଯାହାଦ୍ୱାରା ସାଧାରଣ ଜନତା ଗିଗାବାଇଟର ହାଇସ୍ପିଡ଼ରେ ଇଣ୍ଟରନେଟ୍ ବ୍ୟବହାର କରି ପାରିବେ।

ସେ କହିଛନ୍ତି ପୁରା ଦିଲ୍ଲୀରେ କମନ୍ ଫାଇବର ନେଣ୍ଟୱାର୍କର ଆବଶ୍ୟକତା ରହିଛି। ଏହି ଅଭାବକୁ ଦିଲ୍ଲୀ ସରକାର ପୁରା କରିବେ। ଆଇଟି ଡ଼ିପାର୍ଟମେଣ୍ଟ୍ ନେ।ଡ଼ଲ ଏଜେନ୍ସି ଅଛି। ଖୁବଶୀଘ୍ର ଏଥିପାଇଁ ଟେଣ୍ଡର ହେବ। ଚଳିତବର୍ଷ ଶେଷ ହେବା ପୂର୍ବରୁ ପୂର୍ବ ଦିଲ୍ଲୀରେ ହଟସ୍ପଟ ଆରମ୍ଭ ହେ।ଇ ସାରିଥିବା ବେଳେ କମନ୍ ଫାଇବର ପାଇଁ ନେ।ଡ଼ଲ ଏଜେନ୍ସି ପିଡବ୍ଲ୍ୟୁଡି ଏ ଦିଗରେ କାମ ଆରମ୍ଭ କରିସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story