ହାଫିଜ ସୟିଦର ପୁଅକୁ ମାରିବାକୁ ପାକିସ୍ତାନରେ ଚକ୍ରାନ୍ତ!

ଲାହୋର: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ପୁଅ ତଲାହା ସୟିଦକୁ ଲାହୋରେ ବିସ୍ଫୋରଣ କରି ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ତେବେ ପାକିସ୍ତାନ ଆତଙ୍କୀ ନିରୋଧୀ ସ୍କ୍ୱାଡ୍‌ ଏଯାଏ ଏ ସମ୍ପର୍କରେ କିଛି ବି ସ୍ପଷ୍ଟ କରିନାହିଁ। ଡିସେମ୍ବର ୭ରେ ହୋଇଥିବା ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ। ରାତି ପ୍ରାୟ ୭.୫୦ରେ ଏଠାରେ ଥିବା ଫ୍ରିଜ୍‌ ଶୋ’ ରୁମ ଆଗରେ ଏହି […]

ddf

ddf

Hemant Lenka
  • Published: Tuesday, 10 December 2019
  • Updated: 10 December 2019, 05:25 PM IST

Sports

Latest News

ଲାହୋର: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ପୁଅ ତଲାହା ସୟିଦକୁ ଲାହୋରେ ବିସ୍ଫୋରଣ କରି ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ତେବେ ପାକିସ୍ତାନ ଆତଙ୍କୀ ନିରୋଧୀ ସ୍କ୍ୱାଡ୍‌ ଏଯାଏ ଏ ସମ୍ପର୍କରେ କିଛି ବି ସ୍ପଷ୍ଟ କରିନାହିଁ।

ଡିସେମ୍ବର ୭ରେ ହୋଇଥିବା ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ। ରାତି ପ୍ରାୟ ୭.୫୦ରେ ଏଠାରେ ଥିବା ଫ୍ରିଜ୍‌ ଶୋ’ ରୁମ ଆଗରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସ୍ଥଳ ଠାରୁ ମାତ୍ର କିଛି ଦୂରତାରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ହାଫିଜ ସୟିଦର ପୁଅ ତଲାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା। ତେଣୁ ତା’କୁ ମାରିବା ପାଇଁ ଏଭଳି ବିସ୍ଫୋରଣ କରାଯାଇଥିବା କୁହାଯାଇଛି। ହେଲେ କିଏ ଏଭଳି ବିସ୍ଫୋରଣ କଲା, ତାହା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story