ଏସବୁ ରାଜ୍ୟରେ ୫ ଟଙ୍କା କମିବ ତୈଳ ଦର, ଓଡ଼ିଶାରେ କେବେ?

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ‍ପେଟ୍ରୋଲ୍‌-ଡିଜେଲ୍‌ରେ ଲାଗୁହେଉଥିବା ଲିଟର ପ୍ରତି ୧.୫୦ ଟଙ୍କାର ଉତ୍ପାଦ ଶୁଳ୍କ ଏବଂ ତୈଳ କମ୍ପାନୀଙ୍କ ପକ୍ଷରୁ ୧ ଟଙ୍କା ହ୍ରାସ କରାଯିବା ପରେ ଏବେ ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ତୈଳଦର ହ୍ରାସ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଉ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଛି ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ତ୍ରିପୁରା, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଘୋଷଣାରୁ। ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଘୋଷଣା କରି […]

petrol-Diesel

petrol-Diesel

Hemant Lenka
  • Published: Thursday, 04 October 2018
  • Updated: 04 October 2018, 07:10 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର)- ‍ପେଟ୍ରୋଲ୍‌-ଡିଜେଲ୍‌ରେ ଲାଗୁହେଉଥିବା ଲିଟର ପ୍ରତି ୧.୫୦ ଟଙ୍କାର ଉତ୍ପାଦ ଶୁଳ୍କ ଏବଂ ତୈଳ କମ୍ପାନୀଙ୍କ ପକ୍ଷରୁ ୧ ଟଙ୍କା ହ୍ରାସ କରାଯିବା ପରେ ଏବେ ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ତୈଳଦର ହ୍ରାସ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଉ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଛି ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ, ତ୍ରିପୁରା, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଘୋଷଣାରୁ। ଏପରିକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଘୋଷଣା କରି କହିଛନ୍ତି ସମସ୍ତ ବିଜେପି ଶାସିତ ରାଜ୍ୟ ପେଟ୍ରୋଲ୍‌-ଡିଜେଲ୍‌ରେ ଲାଗୁ ହେଉଥିବା ଭ୍ୟାଟ୍‌ରେ ରହିତି ଦେବେ।
https://twitter.com/AmitShah/status/1047801737107726336

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଘୋଷଣା ଏବଂ ରାଜ୍ୟମାନଙ୍କୁ ଦେଇଥିବା ପ୍ରସ୍ତାବର କିଛି ମିନିଟ୍‌ ମଧ୍ୟରେ ଲିଟର ପ୍ରତି ୨.୫୦ ଟଙ୍କାର ଟିକସ ରିହାତି ଦେବାପାଇଁ ଏସବୁ ରାଜ୍ୟରୁ ସହମତି ପ୍ରକାଶ ପାଇଛି।

ଏହି କ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହି ନିଷ୍ପତ୍ତି ସାଧାରଣ ନାଗରିକଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ ବୋଲି କହିଛନ୍ତି।

https://twitter.com/Dev_Fadnavis/status/1047793169360814080

ସେହିଭଳି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଛନ୍ତି, ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବକୁ ସକାରାତ୍ମକଭାବେ ବିଚାର କରି ଗୁଜରାଟ ସରକାର ୨.୫୦ ଟଙ୍କାର ଟିକସ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଫଳରେ ଗୁଜରାଟରେ ‍ପେଟ୍ରୋଲ୍‌-ଡିଜେଲ୍‌ର ଦର ୫ ଟଙ୍କା ଶସ୍ତା ହୋଇପାରିବ।

https://twitter.com/vijayrupanibjp/status/1047794009819602945

ସୂଚନାଯୋଗ୍ୟ ଯେ, କେନ୍ଦ୍ର ‍ପେଟ୍ରୋଲ୍‌ ଉପରେ ୧୯.୪୮ ଟଙ୍କା ଏବଂ ଡିଜେଲ୍‌ ଉପରେ ୧୫.୩୩ ଟଙ୍କା ଉତ୍ପାଦ ଶୁଳ୍କ ଲଗାଇଥାଏ। ରାଜ୍ୟଗୁଡ଼ିକ ମଧ୍ୟ ଏହା ଉପରେ ଭ୍ୟାଟ୍‌ ଲଗାଇଥାଆନ୍ତି। ମୁମ୍ବାଇରେ ପେଟ୍ରୋଲ୍‌ରେ ଏହି ଭ୍ୟାଟ୍‌ର ପରିମାଣ ସର୍ବାଧିକ ୩୯.୧୨ ପ୍ରତିଶତ ଏବଂ ଦିଲ୍ଲୀରେ ୧୭.୨୪ ପ୍ରତିଶତ। ବିହାର, କେରଳ ଏବଂ ପଞ୍ଜାବର ସ୍ଥିତି ଯାହା ସେମାନେ ଏତେ ସହଜରେ ଭ୍ୟାଟ୍‌ ହ୍ରାସ କରିବା ଭଳି ଲାଗୁ ନାହିଁ।
https://twitter.com/dpradhanbjp/status/1047793130286792705

କମାଇବ କି ଓଡ଼ିଶା ?

ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧିକୁ ନେଇ ରାଜ୍ୟ ସାରା ତମ୍ବି ତୋଫାନ୍‌ କରି ଆସୁଥିବା ଏବଂ ଏହି ପ୍ରସଙ୍ଗକୁ ରାଜନୀତିର ଚଷମାରେ ଦେଖି ଆସୁଥିବା ଓଡ଼ିଶାର ବିଜେଡି ସରକାର ଭ୍ୟାଟ୍‌ କମ୍ କରିବେ କି ନା ତାହା ସନ୍ଦେହରେ। କେନ୍ଦ୍ର ସରକାର ଏଭଳି ଦର ବୃଦ୍ଧି କରିବା ସାଧାରଣ ଜନତାଙ୍କ ପକେଟ୍‌କୁ କଷ୍ଟ ହେଉଛି ବୋଲି କହୁଥିବା ଓଡ଼ିଶା ସରକାର କେତେ ଭ୍ୟାଟ୍‌ ନିଅନ୍ତି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ବର୍ତ୍ତମାନ ଓଡ଼ିଶା ସରକାର ପେଟ୍ରୋଲ୍‌ ଉପରେ ୨୪.୨୬ ପ୍ରତିଶତର ଭ୍ୟାଟ୍‌ ଲାଗୁ କରିଛନ୍ତି ଏବଂ ଡିଜେଲ୍‌ ଉପରେ ୨୫.୦୪ ପ୍ରତିଶତର ଭ୍ୟାଟ୍‌ ଲାଗୁ କରିଛନ୍ତି। ଏହାକୁ ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଅନ୍ୟମାନଙ୍କ ଭଳି ୨.୫୦ ଟଙ୍କାରୁ ଅଧିକ କମାଇଦେଲେ ମଧ୍ୟ ସେଭଳି କିଛି ରାଜସ୍ୱ ହାନି ହୋଇଯିବ ନାହିଁ। ଏପରି ହେଲେ ସାଧାରଣ ଜନତା ଲାଭବାନ ହୋଇପାରିବେ ବୋଲି ଅର୍ଥନୀତିଜ୍ଞ ମାନେ ପୂର୍ବରୁ ମଧ୍ୟ ମତ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story