ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ୍‌ କୁମାର ଅସୁସ୍ଥ

ମୁମ୍ୱାଇ: ବଲିଉଡ୍‌ର ବର୍ଷିଆନ୍‌ ଅଭିନେତା ତଥା ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ୍‌ କୁମାର ଅସୁସ୍ଥ ହୋଇପଡ଼ିଛନ୍ତି। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଶୁକ୍ରବାର ବିଳମ୍ୱିତ ରାତିରେ ମୁମ୍ୱାଇର ଲୀଲାବତୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତ ତିନି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଛି।  ଏବେ କିଛି ଦିନ ସେ ହସ୍ପିଟାଲରେ ରହି ପାରନ୍ତି ବୋଲି ଜଣାପଡ଼ିଛି। ଦିଲ୍ଲୀପ କୁମାରଙ୍କ ନିକଟରେ ତାଙ୍କ ପତ୍ନୀ ସାଇରାବାନୁଙ୍କ ସମେତ ପରିବାର ଆତ୍ମୀୟ ସ୍ୱଜନ ଉପସ୍ଥିତ ଅଛନ୍ତି। […]

dilip

dilip

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 05:26 AM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ର ବର୍ଷିଆନ୍‌ ଅଭିନେତା ତଥା ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ୍‌ କୁମାର ଅସୁସ୍ଥ ହୋଇପଡ଼ିଛନ୍ତି। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଶୁକ୍ରବାର ବିଳମ୍ୱିତ ରାତିରେ ମୁମ୍ୱାଇର ଲୀଲାବତୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତ ତିନି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଛି।  ଏବେ କିଛି ଦିନ ସେ ହସ୍ପିଟାଲରେ ରହି ପାରନ୍ତି ବୋଲି ଜଣାପଡ଼ିଛି।

ଦିଲ୍ଲୀପ କୁମାରଙ୍କ ନିକଟରେ ତାଙ୍କ ପତ୍ନୀ ସାଇରାବାନୁଙ୍କ ସମେତ ପରିବାର ଆତ୍ମୀୟ ସ୍ୱଜନ ଉପସ୍ଥିତ ଅଛନ୍ତି।

ଦିଲ୍ଲୀପ କୁମାରଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି,“ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆଇସିୟୁରୁ ତାଙ୍କୁ ସିଫ୍ଟ କରାଯାଇ ସାରିଛି। ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିଯିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos