ଆସନ୍ତାକାଲି ବାବଦରେ ଜଣା ନାହିଁ, କିନ୍ତୁ ଆଜି ପାଇଁ ଚିନ୍ତା କରନି: ସତ୍ୟପାଲ ମଲ୍ଲିକ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ ନିୟୋଜିତ ହେବା ପରେ ଜମ୍ମୁ କଶ୍ମୀର ଉପରେ ଏବେ ସାରା ଦେଶର ନଜର। ଅମରନାଥ ଯାତ୍ରା ଉପରେ ରୋକ ଲାଗିବା ପରେ ବିଭିନ୍ନ ଗୁଜବ ସୃଷ୍ଟି ହେବାରେ ଲାଗିଛି । ଏ ନେଇ ରାଜ୍ୟପାଳ ସତ୍ୟପାଲ ମଲିକ ବାରମ୍ୱାର ସ୍ପଷ୍ଟୀକରଣ ରଖୁଛନ୍ତି। ରାଜ୍ୟପାଳ କହିଛନ୍ତି ସେ ଦିଲ୍ଲୀର ସମସ୍ତଙ୍କ ସହ କଥା ହୋଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ୱା ଗୃହ ମନ୍ତ୍ରୀ ଅମିତ […]

Satya Pal Malik

Satya Pal Malik

Subhransu Sekhar
  • Published: Sunday, 04 August 2019
  • Updated: 04 August 2019, 03:02 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ ନିୟୋଜିତ ହେବା ପରେ ଜମ୍ମୁ କଶ୍ମୀର ଉପରେ ଏବେ ସାରା ଦେଶର ନଜର। ଅମରନାଥ ଯାତ୍ରା ଉପରେ ରୋକ ଲାଗିବା ପରେ ବିଭିନ୍ନ ଗୁଜବ ସୃଷ୍ଟି ହେବାରେ ଲାଗିଛି । ଏ ନେଇ ରାଜ୍ୟପାଳ ସତ୍ୟପାଲ ମଲିକ ବାରମ୍ୱାର ସ୍ପଷ୍ଟୀକରଣ ରଖୁଛନ୍ତି।

ରାଜ୍ୟପାଳ କହିଛନ୍ତି ସେ ଦିଲ୍ଲୀର ସମସ୍ତଙ୍କ ସହ କଥା ହୋଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ୱା ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କ ସହ ଏ ବାବଦରେ କିଛି ଚର୍ଚ୍ଚା କରି ନାହାନ୍ତି। କଶ୍ନୀରରେ ଆସନ୍ତାକାଲି କଣ ହେବ ସେ ନିଷ୍ପତ୍ତି ତାଙ୍କ ହାତରେ ନଥିବା ସେ କହିଛନ୍ତି। ତେବେ ଆସନ୍ତାକାଲି କଣ ହେବ ସେ ନେଇ ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଆଜି ତାକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ଶ୍ରୀ ମଲିକ କହିଛନ୍ତି। କିନ୍ତୁ କଶ୍ମୀରରେ ଅତିରିକ୍ତ ଯବାନ ନିୟୋଜିତ ହେବା ପରେ ସମ୍ୱିଧାନର ଧାରା ୩୫ଏ ଓ ୩୭୦ ଉଚ୍ଛେଦ ହେବା କଥା ଅଯଥାରେ ଚର୍ଚ୍ଚା ହେଉଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ସମସ୍ତ ନାଗରିକଙ୍କ ସୁରକ୍ଷା ରାଜ୍ୟର ଦାୟିତ୍ୱ। ତେଣୁ ସମସ୍ତ ପର୍ଯ୍ୟଟକଙ୍କୁ ଫେରିବା ପାଇଁ କୁହାଯାଇଛି। ରାଜନୈତିକ ଦଳମାନେ ତାଙ୍କ ସମର୍ଥକଙ୍କୁ ଶାନ୍ତିରେ ରହିବାକୁ କୁହନ୍ତୁ ବୋଲି କହି ସବୁପ୍ରକାରର ଗୁଜବଠାରୁ ଦୂରରେ ରହିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ପ୍ରମୁଖ ନେତା ଓମର ଅବଦୁଲ୍ଲା ରାଜ୍ୟପାଳଙ୍କୁ ଭେଟିବା ପରେ କହିଥିଲେ ଧାରା ୩୫-ଏ କିମ୍ୱା ୩୭୦ ଉଚ୍ଛେଦ ହେବ ନାହିଁ ବୋଲି ରାଜ୍ୟପାଳ ତାଙ୍କୁ ଆଶ୍ଵାସନା ଦେଇଛନ୍ତି। ହେଲେ ରାଜ୍ୟପାଳ ଜମ୍ମୁ କଶ୍ନୀରର ମୁଖ୍ୟ ନୁହନ୍ତି, ତେଣୁ ଏବାବଦରେ ସୋମବାର ସଂସଦରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି। ଅବଦୁଲ୍ଲା ପ୍ରତିକ୍ରିୟା ଦେବାର କିଛି ଘଣ୍ଟା ପରେ ରାଜ୍ୟପାଳ ସତ୍ୟପାଲ ମଲିକ ଏହି ପ୍ରତିକ୍ରିୟା ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story