ରାଜନୀତିକ ଫାଇଦା ପାଇଁ କୋର୍ଟ ନୁହେଁ ଟିଭି ଚ୍ୟାନେଲ ଯାଅ: ସିଜେଆଇ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଜନୀତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଉଥିବା ଅଭିଯୋଗ କୋର୍ଟ ପହଞ୍ଚିବାପରେ ଏହାକୁ ନେଇ ଉଭୟ ପକ୍ଷର କୋର୍ଟଙ୍କ ଉପରେ ବର୍ଷିଛନ୍ତି ପ୍ରଧାନବିଚାରପତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବ୍ଡେ ଉଭୟ ବିଜେପି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଓକିଲଙ୍କୁ କହିଛନ୍ତି, ରାଜନୀତିକ ଫାଇଦା ପାଇଁ କୋର୍ଟ ଆସିବା ବଦଳରେ ଟିଭି ଚ୍ୟାନେଲ ଯାଅ। ଆଜି ଏହି ମାମଲାରେ ବିଜେପି ପକ୍ଷରୁ ଗୌରବ ଭାଟିଆ ଏବଂ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ସରକାରଙ୍କ ପକ୍ଷରୁ କପିଲ […]

Justice-Bobde

Justice-Bobde

Subrat Kumar Nayak
  • Published: Monday, 27 January 2020
  • Updated: 27 January 2020, 05:24 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଜନୀତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଉଥିବା ଅଭିଯୋଗ କୋର୍ଟ ପହଞ୍ଚିବାପରେ ଏହାକୁ ନେଇ ଉଭୟ ପକ୍ଷର କୋର୍ଟଙ୍କ ଉପରେ ବର୍ଷିଛନ୍ତି ପ୍ରଧାନବିଚାରପତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍ଏ ବୋବ୍ଡେ ଉଭୟ ବିଜେପି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଓକିଲଙ୍କୁ କହିଛନ୍ତି, ରାଜନୀତିକ ଫାଇଦା ପାଇଁ କୋର୍ଟ ଆସିବା ବଦଳରେ ଟିଭି ଚ୍ୟାନେଲ ଯାଅ।

ଆଜି ଏହି ମାମଲାରେ ବିଜେପି ପକ୍ଷରୁ ଗୌରବ ଭାଟିଆ ଏବଂ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ସରକାରଙ୍କ ପକ୍ଷରୁ କପିଲ ସିବଲ ଏହି ମାମଲା ଲଢ଼ୁଥିଲେ।

ବିଜେପିର ମୁଖପାତ୍ର ଗୌରବ ବଂଶାଲ ପଶ୍ଚିମବଙ୍ଗରେ ରାଜନୀତିକ ହତ୍ୟା ନେଇ ପିଆଇଏଲ୍ ଆବେଦନ କରିଥିଲେ। ତେବେ କପିଲ ସିବଲ କହିଥିଲେ, କୋର୍ଟ ନିଶ୍ଚିତ କରାନ୍ତୁ ଯେ ଏକ ରାଜନୀତିକ ଦଳ ପିଆଇଏଲ୍‌ ଆବେଦନ କରିପାରିବ କି ନାହିଁ।

ସିଜେଆଇ ଜଷ୍ଟିସ୍ ବୋବ୍‌ଡେ କହିଥିଲେ, ଆମେ ଜାଣିଛୁ ଯେ, ପରସ୍ପର ବିରୋଧୀ ରାଜନୀତିକ ଦଳମାନେ ରାଜନୀତିକ ଫାଇଦା ପାଇଁ କୋର୍ଟକୁ ଏକ ଫୋରମ୍‌ ଭାବେ ବ୍ୟବହାର କରୁଛନ୍ତି। ସେ କହିଥିଲେ ଭଲ ହୁଅନ୍ତା ଯଦି ଆପଣ ଦୁଇ ଜଣ ଟିଭି ଚ୍ୟାନେଲ ଯାଇ ସେଠାରେ ଏସବୁ ଆଲୋଚନା କରନ୍ତେ।

ତେବେ ସୁପ୍ରିମକୋର୍ଟ ବିଜେପି କର୍ମୀ ଦୁଲାଲ କୁମାରଙ୍କ ହତ୍ୟା ପରେ ତାଙ୍କ ପରିବାର ଲୋକେ ସିବିଆଇ ତଦନ୍ତ ଦାବି କରି କରିଥିବା ଆବେଦନର ଶୁଣାଣି କରିଛନ୍ତି। କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ କହିଛନ୍ତି ୪ ସପ୍ତାହ ମଧ୍ୟରେ ଏହା ପ୍ରତିକ୍ରିୟା ରଖିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story