ଶ୍ରୀଲଙ୍କା ରାଜନୀତିରେ ବଡ଼ ଡ୍ରାମା: ପ୍ରଧାନମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି

କଲୋମ୍ବ: ଏକ ନାଟକୀୟ ଢଙ୍ଗରେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମସିଂହେଙ୍କୁ ବହିଷ୍କାର କରିଛନ୍ତି। ଖାଲି ସେତିକି ନୁହେଁ, ଶ୍ରୀଲଙ୍କା ରାଜନୀତିରେ ବେଶ ଦବଦବା ରହିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ରାଜପକ୍ଷ ମଧ୍ୟ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏ ସଂକ୍ରାନ୍ତ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି। ପୂର୍ବରୁ ରାଷ୍ଟ୍ରପତି ସିରସେନାଙ୍କ ଦଳ ଶାସକ […]

s

s

Hemant Lenka
  • Published: Friday, 26 October 2018
  • Updated: 26 October 2018, 10:04 PM IST

Sports

Latest News

କଲୋମ୍ବ: ଏକ ନାଟକୀୟ ଢଙ୍ଗରେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମସିଂହେଙ୍କୁ ବହିଷ୍କାର କରିଛନ୍ତି। ଖାଲି ସେତିକି ନୁହେଁ, ଶ୍ରୀଲଙ୍କା ରାଜନୀତିରେ ବେଶ ଦବଦବା ରହିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ରାଜପକ୍ଷ ମଧ୍ୟ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏ ସଂକ୍ରାନ୍ତ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି।

ପୂର୍ବରୁ ରାଷ୍ଟ୍ରପତି ସିରସେନାଙ୍କ ଦଳ ଶାସକ ଦଳ ସହ ମେଣ୍ଟ କରିଥିଲା। କିନ୍ତୁ ଆଜି ଦଳ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହର କରି ନେଇଛି। ସିରସେନାଙ୍କ ୟୁପିଏଫ୍‌ଏ ଓ ପ୍ରଧାନମନ୍ତ୍ରୀ ରନୀଲଙ୍କ ୟୁଏନ୍‌ପି ଏକାଠି ସରକାର ଗଠନ କରିଥିଲେ। ତେବେ ଆଜି ସନ୍ଧ୍ୟାରେ ହଠାତ୍‌ ରାଷ୍ଟ୍ରପତି ସିରସେନା ସମର୍ଥନ ପ୍ରତ୍ୟାହାର କଥା ଘୋଷଣା କରିଥିଲେ।

[caption id="attachment_293474" align="aligncenter" width="981"] ରନୀଲ ବିକ୍ରମସିଂହେ[/caption]

ୟୁପିଏଫ୍‌ଏର ସାଧାରଣ ସମ୍ପାଦକ ତଥା କୃଷିମନ୍ତ୍ରୀ ମହିନ୍ଦା ଅମରୱେରା କହିଛନ୍ତି, ୟୁପିଏଫ୍‌ର ଏଭଳି ମେଣ୍ଟ ଭାଙ୍ଗିବା ନିଷ୍ପତ୍ତିକୁ ସଂସଦକୁ ଜଣାଇ ଦିଆଯିବ। ଏବେ ଆମେ ରାଜପକସାଙ୍କ ସହ ମିଶି ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଛୁ।

୨୦୧୫ରେ ସିରସେନାଙ୍କୁ ରାନୀଲଙ୍କ ଦଳ ସମର୍ଥନ କରିବାରୁ ସେ ରାଷ୍ଟ୍ରପତି ହୋଇଥିଲେ। ଏହାପରେ ମେଣ୍ଟ ସରକାର ଗଠନ ହୋଇଥିଲା। ଫଳରେ ଗୋଟିଏ ଦଶନ୍ଧି ଧରି ଶ୍ରୀଲଙ୍କାରେ ଶାସନ କରୁଥିବା ରାଜପକସାଙ୍କ ଶାସନର ଅନ୍ତ ଘଟିଥିଲା।

ମୈଥ୍ରୀପାଲ୍‌ ସିରସେନା ପୂର୍ବରୁ ମହିନ୍ଦା ରାଜପକ୍ଷ ସରକାର ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। ତେବେ ରାଷ୍ଟ୍ରପତି ନିର୍ବାଚନ ସମୟରେ ସେ ରାଜପକ୍ଷଙ୍କୁ ଛାଡ଼ି ମଇଦାନକୁ ଓହ୍ଲାଇଥିଲେ।

ତେବେ ରାଜପକ୍ଷଙ୍କ ଏଭଳି ଢଙ୍ଗରେ ପ୍ରଧାନମନ୍ତ୍ରୀ ହେବା ଶ୍ରୀଲଙ୍କା ରାଜନୀତିକୁ ସଙ୍କଟ ମଧ୍ୟକୁ ଟାଣିନେବ। କାରଣ ସମ୍ବିଧାନର ୧୯ତମ ଧାରା ଅନୁଯାୟୀ ବିନା ସଂଖ୍ୟା ଗରିଷ୍ଠତା ପ୍ରମାଣରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ବହିଷ୍କାର କରିପାରିବେ ନାହିଁ। କିନ୍ତୁ ଏହାକୁ ଅଣଦେଖା କରି ରାଷ୍ଟ୍ରପତି ସିରସେନା ପ୍ରଧାନମନ୍ତ୍ରୀ ଥିବା ରାନୀଲଙ୍କୁ ବହିଷ୍କାର କରିଛନ୍ତି।

[caption id="attachment_293475" align="aligncenter" width="979"] ମହିନ୍ଦା ରାଜପକ୍ଷ[/caption]

ସରକାର ଗଠନ ପାଇଁ ୧୧୩ଟି ଆସନ ଦରକାର ଥିବା ବେଳେ ରାନୀଲଙ୍କ ପାଖରେ ୧୦୬ଟି ଆସନ ରହିଛି। ସେହିପରି ସିରସେନା ଓ ରାଜପକ୍ଷଙ୍କ ପାଖରେ ମାତ୍ର ୯୫ଟି ଆସନ ରହିଛି। ଏଭଳି ସ୍ଥିତିରେ ଘୋଡ଼ା ବେପାର ହେବାର ଆଶଙ୍କା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story