ଦ୍ୱିପାକ୍ଷିକ ଆଲେ।ଚନା ପାଇଁ ଭାରତ ଆସିବେ ଆମେରିକା ଉପ ବିଦେଶ ମନ୍ତ୍ରୀ

ୱାସିଂଟନଡିସି: ଦ୍ୱିପାକ୍ଷିକ ଏବଂ ନିୟମ ଆଧାରିତ ଆନ୍ତର୍ଜାତିକ କ୍ରମକୁ ବଜାୟ ରଖିବା ଦିଗରେ ଭାରତ ଓ ଆମେରିକା ମିଳିତ ପ୍ରୟାସରେ ଆନ୍ତର୍ଜାତିକ ପ୍ରସଙ୍ଗର ଆଲେ।ଚନା କରିବା ଉଦ୍ଦେଶ୍ୟରେ ଆମେରିକାର ଜଣେ ବରିଷ୍ଠ ରାଜନେତା ଆଗାମୀ ସପ୍ତାହରେ ଭାରତ ଗସ୍ତରେ ଆସିବେ। ଆମେରିକା ବିଦେଶ ମନ୍ତ୍ରାଳୟ କହିଛି ଯେ ରାଜନୈତିକ ବ୍ୟାପାର ଉପ ବିଦେଶ ମନ୍ତ୍ରୀ ଥମାସ୍ ସୈନନ୍ ଜୁନ୍ ୨୮ ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ନୂଆ ଦିଲ୍ଲୀ ଓ କେ।ଲକାତା ଯାତ୍ରା କରିବେ। ମନ୍ତ୍ରାଳୟ […]

usa flag

usa flag

Rakesh Mallick
  • Published: Saturday, 25 June 2016
  • Updated: 04 May 2017, 03:44 PM IST

Sports

Latest News

ୱାସିଂଟନଡିସି: ଦ୍ୱିପାକ୍ଷିକ ଏବଂ ନିୟମ ଆଧାରିତ ଆନ୍ତର୍ଜାତିକ କ୍ରମକୁ ବଜାୟ ରଖିବା ଦିଗରେ ଭାରତ ଓ ଆମେରିକା ମିଳିତ ପ୍ରୟାସରେ ଆନ୍ତର୍ଜାତିକ ପ୍ରସଙ୍ଗର ଆଲେ।ଚନା କରିବା ଉଦ୍ଦେଶ୍ୟରେ ଆମେରିକାର ଜଣେ ବରିଷ୍ଠ ରାଜନେତା ଆଗାମୀ ସପ୍ତାହରେ ଭାରତ ଗସ୍ତରେ ଆସିବେ।

ଆମେରିକା ବିଦେଶ ମନ୍ତ୍ରାଳୟ କହିଛି ଯେ ରାଜନୈତିକ ବ୍ୟାପାର ଉପ ବିଦେଶ ମନ୍ତ୍ରୀ ଥମାସ୍ ସୈନନ୍ ଜୁନ୍ ୨୮ ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ନୂଆ ଦିଲ୍ଲୀ ଓ କେ।ଲକାତା ଯାତ୍ରା କରିବେ।

ମନ୍ତ୍ରାଳୟ ଅନୁସାରେ, ଭାରତୀୟ ପ୍ରତିପକ୍ଷଙ୍କ ସହିତ ଆଲେ।ଚନା କରିବା ସହ ବିଭିନ୍ନ ଧାର୍ମିକ୍ ସଂପ୍ରଦାୟର ପ୍ରତିନିଧି ଓ ନାଗରିକ ସଂଗଠନର ସଦସ୍ୟଙ୍କ ସହ ଦେଖାକରିବେ ।

ଆମେରିକାର ବିଦେଶ ମନ୍ତ୍ରାଳୟ କହିଛି,“ନିୟମ ଆଧାରିତ ଆନ୍ତର୍ଜାତିକ କ୍ରମକୁ ବଜାୟ ରଖିବା ପାଇଁ ଭାରତ ଓ ଆମେରିକାର ମିଳିତ ପ୍ରୟାସରେ ବହୁ ଆନ୍ତର୍ଜାତିକ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲେ।ଚନା ପାଇଁ ଉପ ମନ୍ତ୍ରୀ ନୂଆଦିଲ୍ଲୀରେ କେନ୍ଦ୍ରସରକାରଙ୍କ ବରିଷ୍ଠ ନେତାମାନଙ୍କୁ ସାକ୍ଷାତ କରିବେ। ବିଦେଶ ସେବା ସଂସ୍ଥାରେ ଅଭିଭାଷଣ ଦେବେ ଏବଂ ଭାରତୀୟ ରାଜନେତାମାନଙ୍କୁ ଦେଖା କରିବେ। କେ।ଲକାତାରେ ସୈନନ୍ ସରକାରୀ ଅଧିକାରୀ ଏବଂ ଆମେରିକୀୟ କନସୁଲେଟର ସଦସ୍ୟଙ୍କୁ ଭେଟିବେ।ଏହା ଛଡ଼ା ସେ ଆମେରିକାନ୍ ସେଣ୍ଟରରେ ସାମ୍ୱାଦିକଙ୍କ ସହିତ ଗେ।ଲଟେବୁଲ୍ ବୈଠକ କରିବା ସହ ବିଭିନ୍ନ ସ୍ଥାନୀୟ ସଂସ୍କୃତିକ ସ୍ଥଳକୁ ଭ୍ରମଣରେ ଯିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story