ପ୍ରତି ପାକିସ୍ତାନୀ ଶରଣାର୍ଥୀଙ୍କୁ ନାଗରିକତା ନଦେବା ଯାଏ ବିଶ୍ରାମ ନାହିଁ: ଶାହ

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର କହିଛନ୍ତି, ତାଙ୍କ ସରକାର ପାକିସ୍ତାନରୁ ଆସିଥିବା ପ୍ରତି ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ନଦେବା ଯାଏ ସରକାର ବିଶ୍ରାମ ନେବାର ନାହିଁ। ସେ ମଧ୍ୟପ୍ରଦେଶ ଜବଲପୁରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସ ଶୁଣିରଖିବା ଦରକାର ଯେତେ ବିରୋଧ କରିବା କଥା କର। କିନ୍ତୁ ଆମେ ପ୍ରତି ନିର୍ଯାତିତ ପାକିସ୍ତାନ ଭାରତୀୟ ନାଗରିକତା ନ ପାଇବା ଯାଏ ଚୁପ୍‌ […]

shah

shah

Subrat Kumar Nayak
  • Published: Sunday, 12 January 2020
  • Updated: 12 January 2020, 06:12 PM IST

Sports

Latest News

ନୂଆଦିଲ୍ଲୀ: ରବିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର କହିଛନ୍ତି, ତାଙ୍କ ସରକାର ପାକିସ୍ତାନରୁ ଆସିଥିବା ପ୍ରତି ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ନଦେବା ଯାଏ ସରକାର ବିଶ୍ରାମ ନେବାର ନାହିଁ। ସେ ମଧ୍ୟପ୍ରଦେଶ ଜବଲପୁରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, “କଂଗ୍ରେସ ଶୁଣିରଖିବା ଦରକାର ଯେତେ ବିରୋଧ କରିବା କଥା କର। କିନ୍ତୁ ଆମେ ପ୍ରତି ନିର୍ଯାତିତ ପାକିସ୍ତାନ ଭାରତୀୟ ନାଗରିକତା ନ ପାଇବା ଯାଏ ଚୁପ୍‌ ବସିବୁନାହିଁ। ଆମେ ଏହି ଲୋକମାନଙ୍କୁ ନାଗରିକତା ଦେବାପରେ ଯାଇ ବିଶ୍ରାମ ନେବୁ। ଆମକୁ କେହି ଅଟକାଇପାରିବ ନାହିଁ।”

ସେ କହିଛନ୍ତି, ଭାରତରେ ଆମର ଯେଉଁ ଅଧିକାର ରହିଛି ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ ଏବଂ ଖ୍ରୀଷ୍ଟିଆନ୍‌ ଶରଣାର୍ଥୀଙ୍କର ସମାନ ଅଧିକାର ରହିଛି। ସେ ଏହି ଅବସରରେ ଦୋହରାଇଥିଲେ ୪ ମାସ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମିତ ହେବ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହ ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ। ସେ କହିଥିଲେ, ସିଏଏରେ କେଉଁଠାରେ ଭାରତୀୟଙ୍କ ନାଗରିକତା ନେବାର ବ୍ୟବସ୍ଥା ଅଛି ତାହା ଖୋଜିଦିଅନ୍ତୁ। କଂଗ୍ରେସକୁ ଟାର୍ଗେଟ୍‌ କରି କହିଥିଲେ, ଦେଶର ବିଭାଜନ ହେବା ସମୟରେ କଂଗ୍ରେସ ଧର୍ମ ଆଧାରରେ ହିଁ ବିଭାଜନ କରିଥିଲା। ସେତେବେଳକର ନେତାମାନେ ପାକିସ୍ତାନର ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ନାଗରିକତା ମିଳିବ ବୋଲି କହିଥିଲେ।

ଶାହ କହିଛନ୍ତି, “ହିନ୍ଦୁ, ଶିଖ୍, ପାର୍ସୀ, ଜୈନ୍‌ ଆଦି ସଂଖ୍ୟାଲଘୁ ଉଭୟ ପୂର୍ବ ଏବଂ ପଶ୍ଚିମ ପାକିସ୍ତାନରୁ ଭାରତ ଆସିବାକୁ ଚାହୁଁଥିଲେ। କିନ୍ତୁ ରକ୍ତପାତ କାରଣରୁ ସେମାନେ ଅଟକି ଯାଇଥିଲେ। ଏହାପରେ ଆମ ଦେଶର ନେତାମାନେ ନିଶ୍ଚିତ କରିଥିଲେ, ସେମାନେ ଯେତେବେଳେ ମଧ୍ୟ ଆସିବେ ନାଗରିକତା ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story