ମେକ୍ସିକୋରେ ଭୂକମ୍ପ, ୨ ମୃତ

ମେକ୍ସିକୋ: ଆମେରିକାର ମେକ୍ସିକୋ ସହରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୮.୦ ରେକର୍ଡ କରାଯାଇଛି। ଭୂକମ୍ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକ ଭୟଭୀତ ହୋଇ ଘରୁ ବାହାରି ରାସ୍ତାକୁ ପଳାଇ ଆସିଥିଲେ। ୟୁଏସ୍‌ଜିଏସ୍ ଅନୁସାରେ ଭୂକମ୍ପ ଝଟ୍‌କା ଦକ୍ଷିଣ ମେକ୍ସିକୋରେ ହୋଇଛି। ଭୂକମ୍ପ ପରେ ୮ଟି ଦେଶରେ ସୁନାମୀର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଦେଶ ଗୁଡ଼ିକ ହେଉଛି ମେକ୍ସିକୋ, […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 03:07 PM IST

Sports

Latest News

ମେକ୍ସିକୋ: ଆମେରିକାର ମେକ୍ସିକୋ ସହରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୮.୦ ରେକର୍ଡ କରାଯାଇଛି। ଭୂକମ୍ପରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକ ଭୟଭୀତ ହୋଇ ଘରୁ ବାହାରି ରାସ୍ତାକୁ ପଳାଇ ଆସିଥିଲେ।

ୟୁଏସ୍‌ଜିଏସ୍ ଅନୁସାରେ ଭୂକମ୍ପ ଝଟ୍‌କା ଦକ୍ଷିଣ ମେକ୍ସିକୋରେ ହୋଇଛି। ଭୂକମ୍ପ ପରେ ୮ଟି ଦେଶରେ ସୁନାମୀର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଦେଶ ଗୁଡ଼ିକ ହେଉଛି ମେକ୍ସିକୋ, ଗ୍ୱଟେମାଲା, ଅଲ୍-ସଲବାଡୋର, କୋଷ୍ଟାରିକା, ନିକାରାଗୁଆ, ପାନମା, ହଣ୍ଡୁରାସ ଓ ଇକ୍ୱାଡାର।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ପକ୍ଷରୁ କୁହାଯାଇଛି, ଭୂକମ୍ପର ତୀବ୍ରତା ୮.୦ ଥିଲା। ଆଉ ଏହାର କେନ୍ଦ୍ରସ୍ଥଳୀ ଦକ୍ଷିଣ ଚିୟାପାସ୍ ରାଜ୍ୟର ତାପାଚୁଲାରୁ ୧୬୫ କିଲୋମିଟର ଦୂର ପଶ୍ଚିମ ସ୍ଥିତ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story