ବିଜେପି ସାଂସଦ ବାବୁଲ ସୁପ୍ରିଓଙ୍କ ନାଁରେ ଏଫ୍‌ଆଇଆର ନିର୍ଦ୍ଦେଶ

କୋଲକାତା: ବିଜେପିର ଆସନସୋଲ ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେ ଆଜି ଆସନସୋଲର ବୁଥ ନଂ ୧୯୯ରେ ପ୍ରବେଶ କରିଥିବା ପୋଲିଂ ଏଜେଣ୍ଟ ଏବଂ ଅଧିକାରୀଙ୍କୁ ଧମକ ଚମକ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୁହାଯାଇଛି। ନିର୍ବାଚନ କମିଶନ କହିଛନ୍ତି, “ଆଜି ସକାଳ ୯.୧୫ରେ ବାବୁଲ ବାରାବାନି ଅଧୀନସ୍ଥ କାଶିଡଙ୍ଗ ଏଫ୍‌ପି ସ୍କୁଲର ବୁଥ ନମ୍ବର ୧୯୯କୁ ଯାଇଥିଲେ। ଏହି […]

ba

ba

Hemant Lenka
  • Published: Monday, 29 April 2019
  • Updated: 29 April 2019, 05:58 PM IST

Sports

Latest News

କୋଲକାତା: ବିଜେପିର ଆସନସୋଲ ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସେ ଆଜି ଆସନସୋଲର ବୁଥ ନଂ ୧୯୯ରେ ପ୍ରବେଶ କରିଥିବା ପୋଲିଂ ଏଜେଣ୍ଟ ଏବଂ ଅଧିକାରୀଙ୍କୁ ଧମକ ଚମକ ଦେଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କୁହାଯାଇଛି।

ନିର୍ବାଚନ କମିଶନ କହିଛନ୍ତି, “ଆଜି ସକାଳ ୯.୧୫ରେ ବାବୁଲ ବାରାବାନି ଅଧୀନସ୍ଥ କାଶିଡଙ୍ଗ ଏଫ୍‌ପି ସ୍କୁଲର ବୁଥ ନମ୍ବର ୧୯୯କୁ ଯାଇଥିଲେ। ଏହି ସମୟରେ ତାଙ୍କ ସୁରକ୍ଷାକର୍ମୀ ମଧ୍ୟ ରହିଥିଲେ। ବାବୁଲ ସେଠାରେ ପାଟିତୁଣ୍ଡ କରିବା ସହ ତାଙ୍କ ଏଜେଣ୍ଟଙ୍କୁ ଏଠାରେ ବସିବାକୁ ଦିଆଯାଉ ନଥିବା ଅଭିଯୋଗ କରିଥିଲେ। ବୁଥର ଦାୟିତ୍ୱରେ ଥିବା ଅଧିକାରୀ ଓ ସିଆରପିଏଫ୍‌ ଏଏସ୍‌ଆଇ ରାମ ନବମୀ ରାମ ବାବୁଲଙ୍କ ସୁରକ୍ଷାକର୍ମୀଙ୍କୁ ଛାଡ଼ି ନଥିଲେ। ଏହି ସମୟରେ ବାବୁଲ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଧକ୍କା ମାରିଥିଲେ। ଏଥିଯୋଗୁ ତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story